ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳା ଅଧୀନରେ ପ୍ରାୟ ୭ଠଠଠଠ ନବନିଯୁକ୍ତିଦାତାଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
June 13th, 11:00 am
ଏହି ଜାତୀୟ ସ୍ତରୀୟ ‘ରୋଜଗାର ମେଳା’ କିମ୍ବା ରୋଜଗାର ମେଳା ଏନଡିଏ ଏବଂ ଭାଜପା ସରକାରଙ୍କ ନୂତନ ପରିଚୟ ହୋଇଯାଇଛି । ଆଜି ପୁଣିଥରେ ୭୦ ହଜାରରୁ ଅଧିକ ଯୁବକ ଯବୁବତୀ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି । ମୁଁ ଖୁସି ଯେ ବିଜେପି ଶାସିତ ରାଜ୍ୟ ସରକାରମାନେ ମଧ୍ୟ ସମୟ ସମୟରେ ସମସ୍ତ ଭାଜପା ଶାସିତ ରାଜ୍ୟରେ ଏହିଭଳି ରୋଜଗାର ମେଳା ଆୟୋଜନ କରୁଛନ୍ତି । ଯେଉଁମାନେ ଏହି ସମୟରେ ସରକାରୀ ଚାକିରିରେ ଆସୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ ।ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 13th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୦୬-୨୦୨୩) ଜାତୀୟ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହ ପ୍ରାୟ ୭୦,୦୦୦ ନିଯୁକ୍ତିପତ୍ର ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନର ନବନିଯୁକ୍ତଙ୍କୁ ବାଣ୍ଟିଛନ୍ତି । ଦେଶବ୍ୟାପୀ ବଛାଯାଇଥିବା ନବନିଯୁକ୍ତମାନେ ସରକାରଙ୍କ ବିଭିନ୍ନ ବିଭାଗ ଯଥା- ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଣବିକ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ହିସାବ ଓ ଲେଖା ବିଭାଗ ଏବଂ ସୌରାଷ୍ଟ୍ର ମନ୍ତ୍ରଣାଳୟ ଇତ୍ୟାଦିରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କାଳରେ ଦେଶବ୍ୟାପୀ ୪୩ ଟି ସ୍ଥାନକୁ ସଂଯୋଗ କରାଯାଇଥିଲା ।‘ସାମାଜିକ ସଶକ୍ତିକରଣ ପାଇଁ ଉତ୍ତରଦାୟୀ ଏଆଇ 2020’ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 05th, 07:01 pm
କୃତ୍ରିମ ବୁଦ୍ଧିମତା ମାନବୀୟ ବୌଦ୍ଧିକ ଶକ୍ତିର ଉପହାର । ଚିନ୍ତା କରିବାର ଶକ୍ତି ଯୋଗୁଁ ମାନବ ବିଭିନ୍ନ ପ୍ରକାର ଉପକରଣ ଓ ପ୍ରଯୁକ୍ତି ବିକାଶ କରିପାରିଛି । ବର୍ତ୍ତମାନ ଏହି ଉପକରଣ ଓ ପ୍ରଯୁକ୍ତିଗୁଡିକ ଜାଣିବା ତଥା ଚିନ୍ତା କରିବାର ଶକ୍ତି ମଧ୍ୟ ହାସଲ କରି ସାରିଲେଣି ! ଏଥି ମଧ୍ୟରୁ ବେଶୀ ଚର୍ଚ୍ଚିତ ହୋଇଛି ଏଆଇ । ମାନବ ଓ ଏଆଇ ଏକାଠି ହୋଇ କାମ କଲେ ପୃଥିବୀ ବେଶ ଲାଭବାନ ହେବ ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଏକ ବୃହତ ଭର୍ଚୁଆଲ ସମ୍ମିଳନୀ ‘ରେଜ-2020’ ଉଦଘାଟିତ
October 05th, 07:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଏକ ବୃହତ ଭର୍ଚୁଆଲ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା ଓ ସ୍ମାର୍ଟ ପରିବହନ ସମେତ ବିଭିନ୍ନ କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ, ସମାବେଶନ ଓ ସଶକ୍ତିକରଣ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ଲାଗି ବିଚାର ବିନିମୟ କରିବା ଏବଂ ଭବିଷ୍ୟତର କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବୈଶ୍ୱିକ ସମ୍ମିଳନୀ ‘ରେଜ 2020’ର ଆୟୋଜନ କରାଯାଇଛି ।There has never been a better time to invest in India: PM Modi
July 22nd, 10:33 pm
Prime Minister Narendra Modi delivered the keynote address at the India Ideas Summit hosted by the US-India Business Council. Prime Minister underlined that there are extensive opportunities to invest in a variety of sectors in India. He talked about the historic reforms recently undertaken in sectors like agriculture, healthcare, energy, defence, etc.PM Modi addresses India Ideas Summit via video conferencing
July 22nd, 09:26 pm
Prime Minister Narendra Modi delivered the keynote address at the India Ideas Summit hosted by the US-India Business Council. Prime Minister underlined that there are extensive opportunities to invest in a variety of sectors in India. He talked about the historic reforms recently undertaken in sectors like agriculture, healthcare, energy, defence, etc.107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 03rd, 10:51 am
ବନ୍ଧୁଗଣ, ଉଦ୍ୟାନ ନଗରୀ ବେଙ୍ଗାଲୁରୁ ଏବେ ଷ୍ଟାର୍ଟ ଅପମାନଙ୍କ ସକାଶେ ଏକ ଅଭିନବ କ୍ଷେତ୍ରରେ ପରିଣତ ହୋଇଛି । ସାରା ବିଶ୍ୱରୁ ଏଠାକୁ ଲୋକ ଅଭିନବତ୍ୱ ସକାଶେ ଆସୁଛନ୍ତି । ଗବେଷଣା ଓ ବିକାଶର ଏକ ଏଭଳି ବାତାବରଣ ଏହି ସହରରେ ବିକଶିତ ହୋଇଛି ଯାହା ସହ ଯୋଡ଼ି ହେବାପାଇଁ ପ୍ରତ୍ୟେକ ଯୁବ ବୈଜ୍ଞାନିକ, ପ୍ରତ୍ୟେକ ଅଭିନବତ୍ୱ ସୃଷ୍ଟିକାରୀ, ପ୍ରତ୍ୟେକ ଇଂଜିନିୟରଙ୍କ ସ୍ୱପ୍ନ ହୋଇଥାଏ । କିନ୍ତୁ ଏହି ସ୍ୱପ୍ନର ଆଧାର କ’ଣ କେବଳ ନିଜର ପ୍ରଗତି ? ନିଜର କ୍ୟାରିଅର୍ ? ନା, ଏ ସ୍ୱପ୍ନ ରାଷ୍ଟ୍ର ସହ ମଧ୍ୟ ଜଡ଼ିତ ଯେ ଦେଶ ପାଇଁ କିଛି କରି ଦେଖାଇବାର ଭାବନା ସହ ଜଡ଼ିତ । ନିଜର ସଫଳତାକୁ ଦେଶର ସଫଳତାରେ ପରିଣତ କରିବାର ପ୍ରୟାସ ।107ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 03rd, 10:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ ଠାରେ 107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିଛନ୍ତି ।