NCC highlights the idea of Ek Bharat Shreshtha Bharat: PM Modi
January 27th, 05:00 pm
Prime Minister Narendra Modi addressed the annual NCC PM rally at the Cariappa Parade Ground in Delhi. PM Modi witnessed a cultural program and presented the Best Cadet Awards. He also flagged in Mega Cyclothon by NCC Girls and Nari Shakti Vandan Run (NSRV) from Jhansi to Delhi. “Being present among NCC cadets highlights the idea of Ek Bharat Shreshtha Bharat, the Prime Minister said as he observed the presence of cadets from different parts of the country.ପ୍ରଧାନମନ୍ତ୍ରୀ ଦିଲ୍ଲୀ କରିୟପ୍ପା ପରେଡ ଗ୍ରାଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧନ କଲେ
January 27th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କରିୟପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କରିଛନ୍ତି । ଶ୍ରୀ ମୋଦୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଶ୍ରେଷ୍ଠ କ୍ୟାଡେଟ ପୁରସ୍କାର ପ୍ରଦାନ କରିଥିଲେ । ସେ ଏନ୍ସିସି ଗର୍ଲ୍ସ ଏବଂ ନାରୀଶକ୍ତି ବନ୍ଦନ ରନ୍ (ଏନ୍ଏସ୍ଆର୍ଭି) ଦ୍ୱାରା ଝାନ୍ସିରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଗା ସାଇକ୍ଲୋଥନ୍କୁ ମଧ୍ୟ ପତାକା ଦେଖାଇଥିଲେ ।“ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ ବିକାଶ)” ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
March 11th, 10:36 am
ଗତ କିଛି ଦିନ ହେବ ବଜେଟ ପରେ ୱେବିନାରଗୁଡ଼ିକର ଏକ ସିରିଜ ଚାଲିଛି । ଗତ ତିନି ବର୍ଷ ଧରି ଆମେ ପ୍ରତ୍ୟକ ବଜେଟ ପରେ ହିତାଧିକାରୀମାନଙ୍କ ସହ ବଜେଟ ଉପରେ କଥା ହେବାର ପରମପ୍ରା ଆରମ୍ଭ ହୋଇଛି । ଏବଂ ଆମକୁ ବଜେଟକୁ ଧ୍ୟାନରେ ରଖି ଅତିଶୀଘ୍ର କିପରି ଲାଗୁ କରିବା ଉଚିତ? ହିତାଧିକାରୀମାନେ କ’ଣ ମତାମତ ଦେଉଛନ୍ତି? ଅର୍ଥାତ ଆଲୋଚନା ବହୁତ ଭଲ ଭାବରେ ଚାଲିଥାଏ । ଆହୁରି ମୋତେ ଖୁସି ଲାଗୁଛି ଯେ ସମସ୍ତ ବାଣିଜ୍ୟ ଏବଂ ଉଦ୍ୟୋଗ, ସଂଘଗୁଡ଼ିକ, ଯେଉଁମାନଙ୍କର ବଜେଟ ସହିତ ସିଧାସଳଖ ସମ୍ବନ୍ଧ ରହିଛି, ଚାଷୀ ହୁଅନ୍ତୁ, ମହିଳା ହୁଅନ୍ତୁ, ଯୁବଗୋଷ୍ଠୀ ହୁଅନ୍ତୁ, ଆଦିବାସୀ ହୁଅନ୍ତୁ, ଆମର ଦଳିତ ଭାଇ-ଭଉଣୀ ହୁଅନ୍ତୁ, ଏମିତି ଅନେକ ହଜାର ହଜାର ଲୋକ ଅଛନ୍ତି, ସେମାନଙ୍କ ସହିତ ବିଚାରବିମର୍ଶ କରି ଭଲ ମତାମତ ଆଗକୁ ଆସିଛି । ହିତାଧିକାରୀମାନେ ଏମିତି ପରାମର୍ଶ ଦେଇଛନ୍ତି ଯାହା ସରକାରଙ୍କ ପାଇଁ ମଧ୍ୟ ଉପଯୋଗୀ ଅଟେ । ଏବଂ ମୋ ପାଇଁ ଏହା ବହୁତ ଖୁସିର କଥା ଯେ ଚଳିତ ଥର,ବଜେଟ ପର ‘ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ’ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
March 11th, 10:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧.୦୩.୨୦୨୩) ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ ଉପରେ ଏକ ବଜେଟ ପର ୱେବିନାରରେ ନିଜର ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେଗୁଡ଼ିକ ତ୍ୱରାନ୍ୱିତ କରିବା ଆଗରୁ ସେ ସମ୍ପର୍କରେ ଜନସାଧାରଣ ମତାମତ ଓ ପ୍ରସ୍ତାବ ଦେବା ପାଇଁ ସରକାର ଆୟୋଜନ କରିଥିବା ବଜେଟ ପରେ ୧୨ଟି ୱେବିନାର ମଧ୍ୟ ଏଇଟା ହେଉଛି ସିରିଜର ଶେଷ ୱେବିନାର ।Cabinet approves incentive scheme for promotion of RuPay Debit Cards and low-value BHIM UPI transactions
January 11th, 03:30 pm
The Union Cabinet, chaired by the Hon’ble Prime Minister Shri Narendra Modi, has approved the incentive scheme for promotion of RuPay Debit Cards and low-value BHIM-UPI transactions (person-to-merchant) for a period of one year from April 2022.ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ଶ୍ରମ ମନ୍ତ୍ରୀମାନଙ୍କର ରାଷ୍ଟ୍ରୀୟ ଶ୍ରମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 25th, 04:31 pm
ଚଣ୍ଡିଗଡ଼ର ପ୍ରଶାସକ ଶ୍ରୀମାନ ବନୱାରୀ ଲାଲ ପୁରୋହିତ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଭୁପେନ୍ଦ୍ର ଯାଦବ ମହାଶୟ, ଶ୍ରୀ ରାମେଶ୍ୱର ତେଲୀ ମହାଶୟ, ସବୁ ରାଜ୍ୟର ଆଦରଣୀୟ ଶ୍ରମ ମନ୍ତ୍ରୀଗଣ, ଶ୍ରମ ସଚିବଗଣ, ଅନ୍ୟ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ସର୍ବପ୍ରଥମେ ମୁଁ ଭଗବାନ ତିରୁପତି ବାଲାଜୀଙ୍କ ଚରଣରେ ପ୍ରଣାମ ଜଣାଉଛି। ଯେଉଁ ପବିତ୍ର ସ୍ଥାନରେ ଆପଣମାନେ ସମସ୍ତେ ଉପସ୍ଥିତ ଅଛନ୍ତି, ତାହା ହେଉଛି ଭାରତର ଶ୍ରମ ଏବଂ ସାମର୍ଥ୍ୟର ସାକ୍ଷୀ। ମୋର ବିଶ୍ୱାସ ରହିଛି ଯେ, ଏହି କନଫରେନ୍ସ ସମ୍ମିଳନୀରୁ ବାହାରିଥିବା ବିଚାରଧାରା ଦେଶର ଶ୍ରମ- ସାମର୍ଥ୍ୟକୁ ସୁଦୃଢ଼ କରିବ। ମୁଁ ଆପଣ ସମସ୍ତଙ୍କୁ, ଆଉ ବିଶେଷ ରୂପେ ଶ୍ରମ ମନ୍ତ୍ରଣାଳୟକୁ ଏହି ଆୟୋଜନ ପାଇଁ ଶୁଭେଚ୍ଛା ଜଣାଉଛି।ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀମାନଙ୍କର ଜାତୀୟ ଶ୍ରମ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 25th, 04:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀଙ୍କ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଏବଂ ଶ୍ରୀ ରାମେଶ୍ୱର ଟେଲି ଏବଂ ରାଜ୍ୟ ଶ୍ରମ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।ଗୁଜରାଟର ଗାନ୍ଧିନଗରରେ ଡିଜିଟାଲ ଭାରତ ସପ୍ତାହ ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 04th, 10:57 pm
ନମସ୍ତେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମହାଶୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, ଶ୍ରୀ ରାଜୀବ ଚନ୍ଦ୍ରଶେଖର ମହାଶୟ, ଭିନ୍ନ -ଭିନ୍ନ ରାଜ୍ୟମାନଙ୍କରୁ ସାମିଲ ହୋଇଥିବା ହୋଇଥିବା ସମସ୍ତ ପ୍ରତିନିଧି, ଡିଜିଟାଲ ଇଣ୍ଡିଆର ସମସ୍ତ ହିତାଧିକାରୀ, ଷ୍ଟାର୍ଟ ଅପ୍ସ ଏବଂ ଉଦ୍ୟୋଗ ସହିତ ଜଡିତ ସମସ୍ତ ସାଥୀ, ବିଶେଷଜ୍ଞଗଣ, ଶିକ୍ଷାଦାତା, ଗବେଷକଗଣ ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !ଗାନ୍ଧୀନଗରରେ ଡିଜିଟାଲ୍ ଇଣ୍ଡିଆ ସପ୍ତାହ ୨୦୨୨ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
July 04th, 04:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀନଗର ଠାରେ ଡିଜିଟାଲ୍ ଇଣ୍ଡିଆ ସପ୍ତାହ ୨୦୨୨ର ଉଦ୍ଘାଟନ କରିଛନ୍ତି, ଯାହାର ବିଷୟ ହେଉଛି ନୂତନ ଭାରତରେ ପ୍ରଯୁକ୍ତିର ତ୍ୱରିତ ବିକାଶ । ଏହି କାର୍ଯ୍ୟକ୍ରମ ଅବସରରେ, ସେ ପ୍ରଯୁକ୍ତିର ବ୍ୟାପକତାକୁ ବୃଦ୍ଧି କରିବା, ଜୀବନକୁ ସହଜ ଏବଂ ସୁଗମ କରିବା ନିମନ୍ତେ ଡିଜିଟାଲ୍ ସେବା ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନେକ ଡିଜିଟାଲ୍ ପଦକ୍ଷେପ ଆରମ୍ଭ କରିଥିଲେ ।Start-ups are reflecting the spirit of New India: PM Modi during Mann Ki Baat
May 29th, 11:30 am
During Mann Ki Baat, Prime Minister Narendra Modi expressed his joy over India creating 100 unicorns. PM Modi said that start-ups were reflecting the spirit of New India and he applauded the mentors who had dedicated themselves to promote start-ups. PM Modi also shared thoughts on Yoga Day, his recent Japan visit and cleanliness.ବିଦେଶରେ ଥିବା ଭାରତୀୟ ମିଶନ୍ଗୁଡିକର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରଗୁଡିକର ସମ୍ପୃକ୍ତ ପକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତା ଓ କଥୋପକଥନ
August 06th, 06:31 pm
ଆଜି ଦେଶରେ ଯେଉଁ ସରକାର ଅଛନ୍ତି, ରାଜ୍ୟଗୁଡିକରେ ଯେଉଁ ସରକାର ଅଛନ୍ତି, ସେମାନେ ବ୍ୟବସାୟ ଜଗତର ଆବଶ୍ୟକତାଗୁଡିକୁ ହୃଦୟଙ୍ଗମ କରି ଆଗକୁ ବଢିବାର ପ୍ରୟାସ କରି ଚାଲିଛନ୍ତି । ଆତ୍ମନିର୍ଭର ଭାରତ, ଏହି ଅଭିଯାନ ଅଧିନରେ ଅନୁପାଳନକୁ ଅନେକ ମାତ୍ରାରେ କୋହଳ କରାଯାଇଛି । ଏହାଦ୍ୱାରା ଆର୍ଥିକ କାର୍ଯ୍ୟକଳାପର ସୁଚାରୂ ରୂପରେ ପରିଚାଳନା ସହଜ ହୋଇଛି । ୩ ଲକ୍ଷ କୋଟି ଟଙ୍କାର ଜରୁରୀ ଋଣ ସହାୟତା ଗ୍ୟାରେଂଟି ଯୋଜନା ଦ୍ୱାରା ଏମଏସଏମଇ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରଗୁଡିକୁ ଆଶ୍ୱସ୍ତି ମିଳିଛି । ପୁନରୁଦ୍ଧାର ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ନିକଟରେ ଆଉ ଦେଢ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ବିଦେଶରେ ଥିବା ଭାରତୀୟ ଦୂତାବାସର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
August 06th, 06:30 pm
ପ୍ରଥମ ଥର ପାଇଁ କରାଯାଇଥିବା ଏକ ପ୍ରୟାସ ସ୍ବରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସ ଜରିଆରେ ବିଦେଶରେ ଥିବା ଭାରତୀୟ ଦୂତାବାସର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଂଶୀଦାରଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ। ଏହି ଆଲୋଚନାରେ ମଧ୍ୟ କୋଡ଼ିଏରୁ ଅଧିକ ବିଭାଗର ସଚିବଗଣ, ରାଜ୍ୟ ସରକାରଙ୍କ ଅଧିକାରୀ, ରପ୍ତାନି ପ୍ରୋତ୍ସାହନ ପରିଷଦ ଓ ଚାମ୍ବର ଅଫ କମର୍ସର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।Increase social distancing, reduce emotional distancing: PM Modi during Mann Ki Baat
March 29th, 10:36 am
During ‘Mann Ki Baat’, PM Modi spoke at length about the Coronavirus pandemic. PM Modi emphasized on ‘social distancing’ to fight the COVID-19 menace and applauded the doctors and other health care workers for their untiring efforts. He hailed them as the ‘front-line soldiers.’ The Prime Minister said the ongoing lockdown was necessary to break the chain of virus transmission and ensure everyone’s safety.This year’s Budget has given utmost thrust to manufacturing and Ease of Doing Business: PM
February 16th, 02:46 pm
PM Modi participated in 'Kashi Ek Roop Anek' organized at the Deendayal Upadhyaya Trade Facilitation Centre in Varanasi. Addressing the event, PM Modi said that government will keep taking decisions to achieve the goal of 5 trillion dollar economy.ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘କାଶୀ ଏକ, ରୂପ ଅନେକ’ କାର୍ଯ୍ୟକ୍ରମରେ ଯୋଗଦାନ
February 16th, 02:45 pm
ଆଗାମୀ ଦିନରେ ଦେଶର ଅର୍ଥନୀତିକୁ 5 ଟ୍ରିଲିୟନ ଡଲାରରେ ପହଞ୍ଚାଇବା ପାଇଁ ସରକାର ସମସ୍ତ ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବାରାଣସୀରେ ଏକ ଉତ୍ସବରେ ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ ପାଇଁ ପାରମ୍ପରିକ ହସ୍ତକଳା, କାରିଗରୀ ଓ ଏମଏସଏମଇକୁ ସୁଦୃଢ କରିବାକୁ ପଡ଼ିବ ।ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
November 04th, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ଆଜି ରାତିରେ ସେ ଦିଲ୍ଲୀ ଅଭିମୁଖେ ଫେରିବା ପୂର୍ବରୁ ସେ ବ୍ୟାଂକକରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ, ଭିଏତନାମ ପ୍ରଧାନମନ୍ତ୍ରୀ ନୁଏନ ସୁଆନ ଫୁକ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହିତ ବୈଠକରେ ମଧ୍ୟ ଯୋଗ ଦେବେ ।ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ପାଇଁ ଐତିହାସିକ ସହାୟତା ଓ ସଂପର୍କ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 02nd, 05:51 pm
ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଅରୁଣ ଜେଟଲୀ ମହାଶୟ, ଗିରିରାଜ ସିଂହ ମହାଶୟ, ଶିବ ପ୍ରସାଦ ଶୁକ୍ଳ ମହାଶୟ, ପୋଣ ରାଧାକୃଷ୍ଣନ ମହାଶୟ, ଅନ୍ୟାନ୍ୟ ସହଯୋଗୀଗଣ, ବ୍ୟାଙ୍କିଙ୍ଗ କ୍ଷେତ୍ରରୁ, ଆର୍ଥିକ ସଂସ୍ଥାନମାନଙ୍କରୁ, ବ୍ୟବସାୟ ଏବଂ କାରବାର ଜଗତର ଆପଣମାନେ ସମସ୍ତ ମହାନୁଭବଗଣ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବଗଣ ଏବଂ ସମଗ୍ର ଦେଶରୁ ମୋ ସହିତ ଜଡ଼ିତ ଲଘୁ ଉଦ୍ୟମୀଗଣ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ!ଏମଏସଏମଇ କ୍ଷେତ୍ର ଲାଗି ଐତିହାସିକ ସହାୟତା ଓ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
November 02nd, 05:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ଲାଗି ଐତିହାସିକ ସହାୟତା ଏବଂ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ 12ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରଚଳନ କରିଛନ୍ତି, ଯାହା ଦେଶରେ ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧି, ସମ୍ପ୍ରସାରଣ ଏବଂ ସୁବିଧା କ୍ଷେତ୍ରରେ ସହାୟକ ହେବ ।ନୂଆଦିଲ୍ଲୀରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 20th, 04:48 pm
ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀମାନ ସୁରେଶ ପ୍ରଭୁ ମହାଶୟ, ଶ୍ରୀମାନ ହରଦୀପ ସିଂହ ପୁରୀ ମହାଶୟ, ଶ୍ରୀମାନ ସି.ଆର ଚୌଧୁରୀ ମହାଶୟ, ଡିଆଇପିପି ସଚିବ ଶ୍ରୀ ରମେଶ ଅଭିଷେକ ମହାଶୟ, ଏଠାରେ ଉପସ୍ଥିତ ଉଦ୍ୟୋଗ ଏବଂ ବ୍ୟାପାର ଜଗତ ସହିତ ଜଡିତ ମୋର ସମସ୍ତ ଭାଇ ଓ ଭଉଣୀମାନେ ।ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
September 20th, 04:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତିକ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ର(ଆଇଆଇସିସି) ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।