India is focussing on inclusive growth along with higher agriculture growth: PM Modi
February 05th, 02:18 pm
Prime Minister Narendra Modi inaugurated the Golden Jubilee celebrations of ICRISAT in Hyderabad. He lauded ICRISAT for their contribution in helping agriculture in large part of the world including India. He appreciated their contribution in water and soil management, improvement in crop variety, on-farm persity and livestock integration.PM kickstarts 50th Anniversary Celebrations of ICRISAT and inaugurates two research facilities
February 05th, 02:17 pm
Prime Minister Narendra Modi inaugurated the Golden Jubilee celebrations of ICRISAT in Hyderabad. He lauded ICRISAT for their contribution in helping agriculture in large part of the world including India. He appreciated their contribution in water and soil management, improvement in crop variety, on-farm persity and livestock integration.PM Modi addresses rallies in Parli, Satara and Pune
October 17th, 11:30 am
The campaigning in Maharashtra has gained momentum as Prime Minister Narendra Modi addressed three mega rallies in Parli, Satara and Pune today. Accusing Congress and the NCP, PM Modi said, “Whenever Article 370 will be discussed in history, then the people who opposed and ridiculed it, their comments will be remembered.”Our endeavour is Sabka Saath, Sabka Vikas: PM Modi
October 16th, 02:01 pm
Leading the BJP charge, Prime Minister Narendra Modi addressed three mega election rallies in Maharashtra’s Akola, Jalna and Panvel today. Addressing the gathering, PM Modi accused the opposition parties of politicising the issue of Article 370 and charged them with speaking on the same lines as that of the neighbouring country.PM Modi addresses public meetings in Maharashtra
October 16th, 10:18 am
Leading the BJP charge, Prime Minister Narendra Modi addressed three mega election rallies in Maharashtra’s Akola, Jalna and Panvel today. Addressing the gathering, PM Modi accused the opposition parties of politicising the issue of Article 370 and charged them with speaking on the same lines as that of the neighbouring country.ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ମୈଁ ନହିଁ ହମ” ପୋର୍ଟାଲ ଓ ଆପ୍ର ଶୁଭାରମ୍ଭ; ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାତା ପେଶାଦାରଙ୍କ ସହ ଭାବ ବିନିମୟ
October 24th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ “ମୈଁ ନେହିଁ ହମ” ପୋର୍ଟାଲ ଓ ଆପ୍ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ ବିନିର୍ମାଣକାରୀ ପେଶାଦାରଙ୍କ ସହ ଭାବ ବିନିମୟ କରିଛନ୍ତି ।“ମେଁ ନହିଁ ହମ୍” ପୋର୍ଟାଲ ଓ ଆପର ଶୁଭାରମ୍ଭ; ସେଲ୍ଫ4ସୋସାଇଟି ମାଧ୍ୟମରେ ଆଇଟି ପେଶାଦାରଙ୍କ ସହ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 24th, 03:15 pm
ମନ୍ତ୍ରୀ ପରିଷଦର ମୋର ସାଥୀଗଣ, ଭାରତର ଔଦ୍ୟୋଗିକ ଜୀବନକୁ ଗତି ପ୍ରଦାନ କରିଥିବା ଆଇଟି ପ୍ରଫେସନକୁ ବଳ ଦେଇଥିବା ସମସ୍ତ ଅନୁଭବୀ ମହାନୁଭବଗଣ ଏବଂ ଆଇଟି କ୍ଷେତ୍ରରେ ଯୋଡ଼ିହୋଇ ରହିଥିବା ଆମର ଯୁବପିଢ଼ି, ଗ୍ରାମାଞ୍ଚଳରେ ସିଏସସି ସେଣ୍ଟରରେ ବସିରହି ଢ଼େର ଆଶାର ସହ ନିଜର ସ୍ୱପ୍ନକୁ ସଜାଉଥିବା ଆମର ସ୍କୁଲ କଲେଜର ଛାତ୍ରଛାତ୍ରୀଗଣ, ଆଇଆଇଟି ସମେତ ଅନେକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଗଣ, ମୋ ପାଇଁ ଏହା ଖୁସିର କଥା ଯେ ଏହା ମୋର ସବୁଠାରୁ ପ୍ରିୟ କାର୍ଯ୍ୟ ଓ ଏହିଭଳି କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଏବଂ ଆପଣମାନଙ୍କ ଗହଣରେ ସାମିଲ ହେବା ସକାଶେ ମୋତେ ଆଜି ସୁଯୋଗ ମିଳିଛି ।PM Modi receives 'United Nations Champions of the Earth' award
October 03rd, 01:00 pm
Prime Minister Shri Narendra Modi, today received the United Nation's highest environmental honour 'Champions of The Earth’ award from the UN Secretary General Antonio Guterres, at a ceremony in New Delhi. Speaking at the event, PM Modi said, “It is an honour for Indians. Indians are committed to save the environment.”ଜାମ୍ମୁର ଶେର-ଇ-କାଶ୍ମୀର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 19th, 06:16 pm
ସାଥୀଗଣ, ଆଜି ସକାଳେ ଜାମ୍ମୁ-କାଶ୍ମୀରର ଭିନ୍ନ-ଭିନ୍ନ ଭାଗକୁ ଯିବାର ମୋତେ ସୁଯୋଗ ମିଳିଥିଲା । ମୋର ଏଠାକୁ ଆସିବାରେ ବିଳମ୍ବ ହେଲା, ଆମ୍ଭେମାନେ ପ୍ରାୟ ଏକ ଘଂଟା ବିଳମ୍ବରେ ପହଂଚିଲୁ, ଆଉ ସର୍ବ ପ୍ରଥମେ ତ ମୁଁ ଆପଣ ମାନଙ୍କଠାରୁ କ୍ଷମା ମାଗିବାକୁ ଚାହିଁବି କାରଣ ଆମ୍ଭମାନଙ୍କର ଆସିବାରେ ବିଳମ୍ବ ହୋଇଗଲା ।ଜାମ୍ମୁରେ ପ୍ରଧାନମନ୍ତ୍ରୀ: ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦାନ; ଭିତ୍ତିଭୂମି ପ୍ରକଳ୍ପସମୂହର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ
May 19th, 06:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁଠାରେ ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି । ଆଉ ଏକ ସମାରୋହରେ ସେ ପାକଲଦୁଲ ଶକ୍ତି ପ୍ରକଳ୍ପ, ଜାମ୍ମୁ ରିଙ୍ଗ ରୋଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗସ୍ତ କାଳରେ ସେ ତାରାକୋଟ ମାର୍ଗ ଓ ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ରୋପୱେ ମଧ୍ୟ ଉଦ୍ଘାଟନ କରିଥିଲେ ।ଲେହରେ ପ୍ରଧାନମନ୍ତ୍ରୀ: ଉନବିଂଶ କୁଶୋକ ବକୁଲା ରିନପୋଚେଙ୍କ ଜନ୍ମଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ଯୋଗଦାନ; ଜୋଜିଲା ସୁଡ଼ଙ୍ଗ ନିର୍ମାଣ କାମର କଲେ ଶୁଭାରମ୍ଭ
May 19th, 12:21 pm
ଆଜି ଦିନିକିଆ ଜାମ୍ମୁ-କଶ୍ମୀର ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲେହଠାରେ ପହଂଚିଥିଲେ ।ବାର୍ମେରସ୍ଥିତ ପଚପଦ୍ରାଠାରେ ରାଜସ୍ଥାନ ବିଶୋଧନାଗାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଅବସରରେ ଜନସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 16th, 02:37 pm
ଦୁଇଦିନ ପୂର୍ବରୁ ହିଁ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣ-ଅନୁକୋଣରେ ମକର ସଂକ୍ରାନ୍ତିର ପର୍ବ ପାଳନ କରାଗଲା ଆଉ ମକର ସଂକ୍ରାନ୍ତି ପରେ ଗୋଟିଏ ପ୍ରକାରରେ ଉତ୍ସକ୍ରାନ୍ତିର ସଙ୍କେତ ଯୋଡ଼ି ହୋଇଥାଏ । ସଂକ୍ରାନ୍ତି ପରେ ଉନ୍ନତି ହେଉଛି ଅନ୍ତର୍ନିହିତ । ମକର ସଂକ୍ରାନ୍ତିର ପର୍ବ ପରେ ରାଜସ୍ଥାନର ମାଟିରେ ସଂପୂର୍ଣ୍ଣ ହିନ୍ଦୁସ୍ଥାନକୁ ଉର୍ଜାବାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ, ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ; ଆଜି ତାହାର କାର୍ଯ୍ୟ ଆରମ୍ଭ ହେଉଛି ।ବାର୍ମେରଠାରେ ରାଜସ୍ଥାନ ତୈଳ ବିଶୋଧନାଗାର କାର୍ଯ୍ୟ ଶୁଭାରମ୍ଭ ସହ ଜନସମାବେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
January 16th, 02:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବାର୍ମେର ଅଂଚଳର ପାଚପଦ୍ରାଠାରେ ନବନିର୍ମିତ ରାଜସ୍ଥାନ ତୈଳ ବିଶୋଧନାଗାର କାର୍ଯ୍ୟର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଥିଲେ ।This century is about skill development: PM Modi
October 29th, 12:18 pm
PM Narendra Modi addressed a public meeting at Sree Kshetra Dharmsthala, Ujire, Karnataka. Speaking at the event, Shri Modi said, This century is about skill development. A nation like India is youthful and hence, we must harness our demographic pidend.ଧର୍ମସ୍ଥଳ ଶ୍ରୀ ମଞ୍ଜୁନାଥ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ;ଉଜିରେଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ
October 29th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକକୁ ତାଙ୍କ ଗସ୍ତର ପ୍ରଥମ ଚରଣରେ ମାଙ୍ଗାଲୁରୁ ଠାରେ ପହଂଚିଥିଲେ । ସେ ଧର୍ମସ୍ଥଳକୁ ଯାଇଥିଲେ, ସେଠାରେ ସେ ଶ୍ରୀ ମଞ୍ଜୁନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।ସୋସିଆଲ ମିଡିଆ କର୍ଣ୍ଣର ମେ 7 2017
May 07th, 08:35 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Social Media Corner 22 April 2017
April 22nd, 07:20 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ
January 19th, 03:51 pm
Chief Minister of Tamil Nadu, Shri O. Paneerselvam, met PM Narendra Modi today. The ban imposed on Jallikattu by the Supreme Court came up for discussion. While appreciating the cultural significance of Jallikattu, the PM observed that the matter is presently sub-judice. The PM assured that all possible assistance would be provided to the State to address the drought situation, and a central team would be deputed to the State shortly.Country’s daughters have made us proud at Rio Olympics: PM Modi during Mann Ki Baat
August 29th, 11:59 pm
PM Narendra Modi shared his thoughts with people across the country through his monthly radio address, Mann Ki Baat. PM Modi touched upon several topics from sports to role of teachers, from Swachh Bharat to furthering ties with India’s neighbours. On Kashmir, the PM said that unity and compassion were the only means to maintain peace and all parties stood together for the welfare of the people of the region.Our Government will never let the nation go in wrong direction: PM Narendra Modi
May 30th, 10:10 am