Rajya Sabha discussions have always been enriched with contributions of several greats: PM Modi

September 19th, 05:55 pm

PM Modi addressed the Rajya Sabha in the New Parliament Building. PM Modi quoted Sarvapalli Radhakrishnan that the Parliament is not just a legislative body but a deliberative body and said that it is always a pleasure to hear quality debates in Rajya Sabha.

ନୂତନ ସଂସଦ ଭବନରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

September 19th, 02:52 pm

ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ଅବସର ଐତିହାସିକ ଏବଂ ସ୍ମରଣୀୟ । ସେ ଲୋକସଭାରେ ତାଙ୍କ ଅଭିଭାଷଣକୁ ମନେ ପକାଇଥିଲେ ଏବଂ ଏହି ସ୍ୱତନ୍ତ୍ର ଅବସରରେ ରାଜ୍ୟସଭାକୁ ସମ୍ବୋଧିତ କରିବାର ସୁଯୋଗ ପାଇଥିବାରୁ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ ।

ବାରାଣସୀଠାରେ କାଶୀ ତାମିଲ ସଙ୍ଗମମ୍ ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 19th, 07:00 pm

କାର୍ଯ୍ୟକ୍ରମରେ ଉପସ୍ଥିତ ଉତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଶ୍ରୀ ଏଲ ମୁରୁଗନ ମହାଶୟ, ପୂବତର୍ନ କେନ୍ଦ୍ରୀୟ ମନ୍ତ୍ରୀ ପାଁନ ରାଧାକୃଷ୍ଣ ମହାଶୟ, ବିଶ୍ୱ ପ୍ରସିଦ୍ଧ ସଙ୍ଗୀତକାର ଏବଂ ରାଜ୍ୟସଭାର ସଦସ୍ୟ ଇଲୈଈରାଜା ମହାଶୟ, ବିଏଚୟୁର କୁଳପତି ସୁଧୀର ଜୈନ, ଆଇଆଇଟି ମଦ୍ରାସର ନିଦେ୍ର୍ଦଶକ ପ୍ରଫେସର କାମାକୋଟ୍ଟୀ ମହାଶୟ, ଅନ୍ୟ ସମସ୍ତ ମହାନୁଭବ ଏବଂ ତାମିଲନାଡ଼ୁରୁ କାଶୀକୁ ଆସିଥିବା ମୋର ସମସ୍ତ ସମ୍ମାନିତ ଅତିଥିଗଣ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ,

ଉତ୍ତରପ୍ରଦେଶର ବାରଣାସୀ ଠାରେ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 19th, 02:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ୍‌’କୁ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥା ପ୍ରାଚୀନ ଶିକ୍ଷା କେନ୍ଦ୍ର, ତାମିଲନାଡୁ ଓ କାଶୀ ମଧ୍ୟରେ ଥିବା ବହୁଦିନର ପୁରୁଣା ସମ୍ପର୍କକୁ ପାଳନ କରିବା, ପୁନଃ ନିଶ୍ଚିତ କରିବା ଏବଂ ପୁନଃ ଆବିଷ୍କୃତ କରିବା । ତାମିଲନାଡୁର ୨୫୦୦ରୁ ଅଧିକ ପ୍ରତିନିଧି କାଶୀ ଗସ୍ତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ୧୩ ଟି ଭାଷାରେ ଅନୁବାଦ ସହିତ ଏକ ପୁସ୍ତକ ‘ତିରୁକ୍କୁରୁଲ୍‌’ର ମଧ୍ୟ ଉନ୍ମୋଚନ କରିଥିଲେ । ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରତୀ ମଧ୍ୟ ଦେଖିଥିଲେ ।

Role of a teacher is to show the light to a person: PM Modi

September 05th, 11:09 pm

On the occasion of Teacher’s day, Prime Minister Narendra Modi interacted with the National Award winning teachers. The Prime Minister highlighted the knowledge and dedication of teachers and pointed out that their biggest quality is a positive outlook that enables them to work with students relentlessly for their improvement.

ଗୁରୁ ଦିବସ ଅବସରରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

September 05th, 06:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସେ ଶିକ୍ଷକମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ବର୍ତ୍ତମାନର ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଯିଏ କି ଜଣେ ଶିକ୍ଷକ ଏବଂ ଓଡିଶାର ଉପାନ୍ତ ଅଂଚଳରେ ମଧ୍ୟ ଶିକ୍ଷାଦାନ କରିଛନ୍ତି । ଆଜି ଯେତେବେଳେ ଦେଶ ଆଜାଦୀ କା ଅମୃତ ମହୋତ୍ସବର ସ୍ୱପ୍ନକୁ ପୂରଣ କରିବା ଆରମ୍ଭ କରିଛି, ସେତେବେଳେ ଶିକ୍ଷା କ୍ଷେତ୍ରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଉଦ୍ୟମ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ଏହି ଅବସରରେ ମୁଁ ଜାତୀୟ ପୁରସ୍କାର ପ୍ରାପ୍ତ ସମସ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗୁରୁ ଦିବସ ଅବସରରେ କର୍ତ୍ତବ୍ୟନିଷ୍ଠ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

September 05th, 10:42 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବପୀଢିଙ୍କ ମନରେ ଶିକ୍ଷାର ଆନନ୍ଦ ସଂଚାର କରୁଥିବା କର୍ତ୍ତବ୍ୟନିଷ୍ଠ ଶିକ୍ଷକମାନଙ୍କୁ ଗୁରୁ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ପୂର୍ବତନ ରାଷ୍ଟ୍ରପତି ଡଃ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଛନ୍ତି ।

ଗୁରୁଦିବସ ଅବସରରେ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; ଜୟନ୍ତୀ ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 05th, 09:20 am

ଗୁରୁଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜୟନ୍ତୀ ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କୁଳପତିମାନଙ୍କର ଜାତୀୟ ସମ୍ମିଳନୀ ଏବଂ ଏଆଇୟୁର 95ତମ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 14th, 10:25 am

ଏହି କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, ଗୁଜରାଟର ଶିକ୍ଷାମନ୍ତ୍ରୀ ଶ୍ରୀ ଭୂପେନ ସିଂହ ମହାଶୟ, ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଡି.ପି ସିଂହ ମହାଶୟ, ବାବା ସାହେବ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମି ଉପାଧ୍ୟାୟ ମହାଶୟ, ଭାରତୀୟ ବିଶ୍ବବଦ୍ୟାଳୟ ମହାସଂଘ(ଏଆଇୟୁ)ର ସଭାପତି ପ୍ରଫେସର ତେଜପ୍ରତାପ ମହାଶୟ, ସମସ୍ତ ଉପସ୍ଥିତ ମହାନୁଭବ ଏବଂ ସାଥୀଗଣ!

ଭାରତୀୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ୯୫ତମ ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 14th, 10:24 am

ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୪୫ତମ ବାର୍ଷିକ ସମ୍ମିଳନୀକୁ ଏବଂ କୁଳପତିମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ସମ୍ପର୍କୀତ ଚାରିଖଣ୍ଡ ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଗୁଡିକର ଲେଖକ ହେଉଛନ୍ତି କିଶୋର କୁମାର ମକ୍‌ୱାନା । ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଗୁଜରାତର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅହମ୍ମଦାବାଦର ଡକ୍ଟର ବାବାସାହେବ ଆମ୍ବେଦରକର ମୁକ୍ତ ବିଶ୍ୱବିଦ୍ୟାଳୟ ଆୟୋଜନ କରିଥିଲା । କୃତଜ୍ଞ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଦେଶ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଥିବା ଅବସରେ ତାଙ୍କ ଜୟନ୍ତୀ ପାଳନ ନୂଆ ଉନ୍ମାଦନା ଆଣିଦେଇଛି ।

ଏପ୍ରିଲ ୧୪ତାରିଖ ଦିନ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୫ତମ ବାର୍ଷିକ ସମାରୋହ ଏବଂ କୁଳପତିମାନଙ୍କ ଜାତୀୟ ଆଲୋଚନାଚକ୍ରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

April 13th, 11:45 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ 11ଟା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୪ତମ ବାର୍ଷିକ ସମାରୋହ ଓ କୁଳପତିମାନଙ୍କ ଜାତୀୟ ଆଲୋଚନାଚକ୍ରକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ସେ ମଧ୍ୟ ଶ୍ରୀ କିଶୋର ମକୱାନାଙ୍କ ଦ୍ୱାରା ଲିଖିତ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଚାରିଟି ପୁସ୍ତକ ମଧ୍ୟ ଉନ୍ମୋଚନ କରିବେ । ଗୁଜରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏଥିରେ ଉପସ୍ଥିତ ରହିବେ । ଅହମ୍ମଦାବାଦ ସ୍ଥିତ ଡକ୍ଟର ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟକ୍ରମ ଆୟୋଜିତ କରୁଛି ।

‘ପ୍ରବୁଦ୍ଧ ଭାରତ’ର ୧୨୫ତମ ଜୟନ୍ତୀ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

January 31st, 03:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ସଂପ୍ରଦାୟର ମାସିକ ପ୍ରତିକା ‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସରେ ଉଦ୍‍ବୋଧନ ଦେଇଛନ୍ତି । ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।

‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‍ବୋଧନ

January 31st, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ସଂପ୍ରଦାୟର ମାସିକ ପ୍ରତିକା ‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସରେ ଉଦ୍‍ବୋଧନ ଦେଇଛନ୍ତି । ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।

ଜାନୁଆରୀ ୩୧ରେ ପ୍ରଧାନମନ୍ତ୍ରୀ ‘ପ୍ରବୁଦ୍ଧ ଭାରତ’ର ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବକୁ ସମ୍ବୋଧନ କରିବେ

January 29th, 02:51 pm

୨୦୨୧ ଜାନୁଆରୀ ୩୧ ତାରିଖ ଅପରାହ୍ନ ୩ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ’ର ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ଅଦ୍ୱୈତ ଆଶ୍ରମ, ମାୟାବତୀଙ୍କ ଦ୍ୱାରା ଆୟୋଜିତ ହେଉଛି । ରାମକ୍ରିଷ୍ଣ ଅର୍ଡରର ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ” ୧୮୯୬ ମସିହାରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

ଭିଡିଓ କନଫରେନ୍ସିଂ ଯୋଗେ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 19th, 11:11 am

କର୍ଣ୍ଣାଟକର ରାଜ୍ୟପାଳ ଏବଂ ମହୀଶୂର ବିଶ୍ୱବିଦ୍ୟାଳୟର କୁଳାଧିପତି, ଶ୍ରୀ ଭଜୁ ଭାଇ ବାଲାଜୀ, କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ଡକ୍ଟର ସି ଏନ ଅଶ୍ୱଥ ନାରାୟଣ ଜୀ, ମହୀଶୂର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜି ହେମନ୍ତ କୁମାର ଜୀ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧ୍ୟାପକଗଣ, ଛାତ୍ରଛାତ୍ରୀଗଣ, ଅଭିଭାବକଗଣ, ଦେବୀ ଏବଂ ସଜ୍ଜନଗଣ! ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ “ମହୀଶୂର ଦଶହରା, “ନାଇ ହବ୍ୱାର ଅନନ୍ତ ଅନନ୍ତ ଶୁଭକାମନା ଜ୍ଞାପନ କରୁଛି!

ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

October 19th, 11:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଆଜି ଉଦ୍‌ବୋଧନ ଦେଇଛନ୍ତି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ସମାବର୍ତ୍ତନ ସମାରୋହରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହୀଶୂର ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତର ମହାନ୍‌ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ କେନ୍ଦ୍ର । ଏହା ଭବିଷ୍ୟତ ଭାରତର ଆଶା ଆକାଂକ୍ଷା ଓ ଦକ୍ଷତାର ପ୍ରତୀକଭାବେ ରାଜଶ୍ରୀ ନଲୱାଡି କୃଷ୍ଣରାଜ ୱାଡିୟାର ଏବଂ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟାଜୀଙ୍କ ଲକ୍ଷ୍ୟ ପୂରଣରେ ସଫଳ ହୋଇଛି । ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଭଳି ମହାନ୍‌ ଶିକ୍ଷାବିତଙ୍କ ସ୍ମୃତିଚାରଣ ଏହି ଅବସରରେ ପ୍ରଧାନମନ୍ତ୍ରୀ କରିଛନ୍ତି ।

PM expressed gratitude to teachers on Teachers Day

September 05th, 10:21 am

Prime Minister Shri Narendra Modi expressed gratitude to teachers on Teachers Day and also paid tributes to Dr. S Radhakrishnan.

Whenever it has been about national good, the Rajya Sabha has risen to the occasion: PM

November 18th, 01:48 pm

While addressing the Rajya Sabha, PM Modi said, “Two things about the Rajya Sabha stand out –its permanent nature. I can say that it is eternal. It is also representative of India’s persity. This House gives importance to India’s federal structure.” He added that the Rajya Sabha gave an opportunity to those away from electoral politics to contribute to the nation and its development.

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 18th, 01:47 pm

ରାଜ୍ୟସଭାର 250ତମ ଅଧିବେଶନ ଅବସରରେ ସଂସଦର ଉଚ୍ଚ ସଦନରେ ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିବୃତି ରଖିଛନ୍ତି ।

"ଶିକ୍ଷକ ଅସାଧାରଣ ମାର୍ଗଦର୍ଶକ ଏବଂ ଗୁରୁ ମଧ୍ୟ ହୋଇଥା’ନ୍ତି : ପ୍ରଧାନମନ୍ତ୍ରୀ ମୋଦୀ "

September 05th, 11:42 am

ଗୁରୁ ଦିବସ ଅବସରରେ ଶିକ୍ଷକ ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ,''ଶିକ୍ଷକ ଅସାଧାରଣ ମାର୍ଗଦର୍ଶକ ଏବଂ ଗୁରୁ ମଧ୍ୟ ହୋଇଥା’ନ୍ତି, ଯେଉଁମାନେ କି ସେମାନଙ୍କ ଛାତ୍ରମାନଙ୍କ ଜୀବନରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ।'' ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ଆଗ୍ରହ କରିଛନ୍ତି ,ଆପଣମାନେ ଜାଣନ୍ତି କି ଦେଶ ପ୍ଲାଷ୍ଟିକର ଏକକ ଉପଯୋଗକୁ ବନ୍ଦ କରିବା ପାଇଁ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛି । ମୁଁ ଏହି ଜନ ଆନ୍ଦୋଳନରେ ଶିକ୍ଷକ ସମୁଦାୟର ସକ୍ରିୟ ସହାୟତା ଏବଂ ଭାଗିଦାରିତା ଚାହୁଁଛି ।