ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

December 28th, 04:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

PM Modi pays tributes to the Former Prime Minister Dr. Manmohan Singh

PM Modi pays tributes to the Former Prime Minister Dr. Manmohan Singh

December 27th, 11:47 am

The Prime Minister, Shri Narendra Modi has paid tributes to the former Prime Minister, Dr. Manmohan Singh Ji at his residence, today. India will forever remember his contribution to our nation, Prime Minister Shri Modi remarked.

Dr. Manmohan Singh will always be remembered as a kind person, a learned economist and a leader dedicated to reforms: PM

Dr. Manmohan Singh will always be remembered as a kind person, a learned economist and a leader dedicated to reforms: PM

December 27th, 11:41 am

Prime Minister Narendra Modi expressed grief over the demise of former Prime Minister Dr. Manmohan Singh, calling it an immense loss for the nation. He remembered Dr. Singh as a kind-hearted inpidual, a distinguished economist and a leader dedicated to reforms.

ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କ ଶୋକ

December 27th, 11:37 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରୁ ଏକ ଭିଡିଓ ବାର୍ତ୍ତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଡ. ସିଂହଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ଏକ ସାଧାରଣ ଉପଲବ୍ଧି ନୁହେଁ ଏବଂ ବିଭାଜନ ସମୟରେ ଭାରତ ଆସିବା ପରେ ଅନେକ କିଛି ହରାଇବା ସତ୍ତ୍ୱେ ଡ. ସିଂହ ଜଣେ ସଫଳ ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଡ. ସିଂହଙ୍କ ଜୀବନ ଭବିଷ୍ୟତ ପିଢ଼ିକୁ କିପରି ପ୍ରତିକୂଳ ପରିସ୍ଥିତିରୁ ଉପରକୁ ଉଠିବା ଏବଂ ସଫଳତାର ସୁଦୀର୍ଘ ଉଚ୍ଚତା ହାସଲ କରିହୁଏ ତାହା ଶିକ୍ଷା ଦେଉଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

December 26th, 11:11 pm

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଡ. ମନମୋହନ ସିଂହ ସାଧାରଣ ପୃଷ୍ଠଭୂମିରୁ ଉଠି ଜଣେ ସମ୍ମାନିତ ଅର୍ଥନୀତିଜ୍ଞ ହୋଇଥିଲେ । ଆମର ପ୍ରଧାନମନ୍ତ୍ରୀ ଭାବରେ ଡ. ମନମୋହନ ସିଂହ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ ।

ରାଜ୍ୟସଭାରୁ ଅବସରପ୍ରାପ୍ତ ସଦସ୍ୟଙ୍କ ବିଦାୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 08th, 12:20 pm

ପ୍ରତି ଦୁଇ ବର୍ଷ ପରେ ଏହି ଗୃହରେ ଏଭଳି ପ୍ରସଙ୍ଗ ଆସିଥାଏ, କିନ୍ତୁ ଏହି ଗୃହ ନିରନ୍ତରତାର ପ୍ରତୀକ । ୫ ବର୍ଷ ପରେ ନୂଆ ରଙ୍ଗ-ରୂପରେ ସଜେଇ ହୋଇଥାଏ । ଏହି ସଦନ ପ୍ରତି ୨ବର୍ଷ ପରେୁ ଏକ ନୂତନ ଜୀବନ ଶକ୍ତି, ଏକ ନୂତନ ଶକ୍ତି ମିଳିଥାଏ, ଏକ ନୂତନ ଉତ୍ସାହ ଏବଂ ଉତ୍ସାହର ବାତାବରଣ ଭରିଦେଇଥାଏ । । ଆଉ ସେଥିପାଇଁ ପ୍ରତି ଦୁଇ ବର୍ଷରେ ଯେଉଁ ବିଦାୟୀ ହୁଏ ତାହା ଏକ ପ୍ରକାର ବିଦାୟ ନୁହେଁ । ସେମାନେ ଏଭଳି ସ୍ମୃତିକୁ ଏଠାରେ ଛାଡି ଦେଇ ଯାଆନ୍ତି,ଯେଉଁ ସ୍ମୃତି ଆଗାମୀ ସ୍ମୃତିର ଏକ ନୂତନ ବ୍ୟାଚ୍‌, ଏହା ସେମାନଙ୍କ ପାଇଁ ଏକ ମୂଲ୍ୟବାନ ଐତିହ୍ୟ । ଯେଉଁ ପରମ୍ପରାକୁ ସେ ଏଠାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଧିକ ମୂଲ୍ୟବାନ କରିବାକୁ ଚେଷ୍ଟା କରିଥାନ୍ତି ।

ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ

February 08th, 12:16 pm

ଏହି ଅବସରରେ ରାଜ୍ୟସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତି ପାଞ୍ଚ ବର୍ଷ ପରେ ଲୋକସଭା ବଦଳିଥାଏ ଏବଂ ରାଜ୍ୟସଭାକୁ ପ୍ରତି ଦୁଇ ବର୍ଷରେ ଏକ ନୂତନ ଜୀବନ ଶକ୍ତି ମିଳିଥାଏ । ସେହିଭଳି ଏହି ଦ୍ୱିବାର୍ଷିକ ବିଦାୟ ମଧ୍ୟ ନୂତନ ସଦସ୍ୟମାନଙ୍କ ପାଇଁ ଅବିସ୍ମରଣୀୟ ସ୍ମୃତି ଏବଂ ଅମୂଲ୍ୟ ଐତିହ୍ୟ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଡଃ ମନମୋହନ ସିଂହ ଜୀଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

October 14th, 12:01 pm

ଡଃ ମନମୋହନ ସିଂହ ଜୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

September 26th, 03:12 pm

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଜୀଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉତର

February 08th, 08:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭାରେ ଉତ୍ତର

February 08th, 11:27 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

September 26th, 02:39 pm

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ.ମନମୋହନ ସିଂଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 26th, 10:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କୁ ତାଙ୍କ ଜନ୍ମଦିନର ଶୁଭ ଅବସରରେ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ.ମନମୋହନ ସିଂଙ୍କୁ ତାଙ୍କ ଜନ୍ମ ଦିନରେ ହାର୍ଦ୍ଦିକ ଶୁଭକାମନା ଜଣାଉଛି ଏବଂ ଈଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି ।”

PM wishes Former PM Dr. Manmohan Singh on his birthday

September 26th, 07:26 pm



Former Prime Minister Dr. Manmohan Singh calls on the PM

May 27th, 07:29 pm



Prime Minister Congratulates Dr Manmohan Singh

November 05th, 04:06 pm

Prime Minister Congratulates Dr Manmohan Singh

PM greets Dr. Manmohan Singh on his birthday

September 26th, 11:56 am

PM greets Dr. Manmohan Singh on his birthday

Narendra Modi meets Dr. Manmohan Singh

May 27th, 06:35 pm

Narendra Modi meets Dr. Manmohan Singh