ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଡକ୍ଟର ଏଚ୍ ଭି ହାଣ୍ଡେଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

March 04th, 11:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଡକ୍ଟର ଏଚ୍ ଭି ହାଣ୍ଡେଙ୍କୁ ଭେଟିଛନ୍ତି ।

ସ୍ୱାଧୀନତା ଘୋଷଣା କରିଥିବା ୭୫ ବର୍ଷର ପୁରୁଣା ଖବରକାଗଜକୁ ସାଇତି ରଖିଥିବା ଡକ୍ଟର ଏଚ ଭି ହାଣ୍ଡେଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

August 14th, 10:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଏଚ୍‍ ଭି ହାଣ୍ଡେଙ୍କ ଉତ୍ସାହ ଓ ମନୋବୃତ୍ତିକୁ ପ୍ରଶଂସା କରିଥିଲେ ଯିଏ କି ସ୍ୱାଧୀନତା ଘୋଷଣା କରୁଥିବା ୭୫ ବର୍ଷ ପୁରୁଣା ଖବରକାଗଜକୁ ଟୁଇଟ୍ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଏଚ ଭି ହାଣ୍ଡେ ଜୀଙ୍କ ଭଳି ଲୋକମାନେ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ, ଯେଉଁମାନେ ରାଷ୍ଟ୍ର ର୍ନିମାଣ ଦିଗରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ।