'କର୍ମଯୋଗୀ ସପ୍ତାହ’ - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 19th, 06:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଡ. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ 'କର୍ମଯୋଗୀ ସପ୍ତାହ' - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିଛନ୍ତି ।

୧୯ ଅକ୍ଟୋବରରେ ‘କର୍ମଯୋଗୀ ସପ୍ତାହ’ - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

October 18th, 11:42 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ୧୯ ଅକ୍ଟୋବର ସକାଳ ୧୦:୩୦ ସମୟରେ ‘କର୍ମଯୋଗୀ ସପ୍ତାହ’ - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିବେ ।

ସ୍ୱଚ୍ଛ ଭାରତ ଅଭିଯାନ-ସହରାଞ୍ଚଳ ୨.୦ ଏବଂ ଅମୃତ ୨.୦ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 01st, 11:01 am

କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହପୁରୀ ଜୀ, ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ୍ ଜୀ, ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଜୀ, ଶ୍ରୀ କୌଶଲ କୁମାର ଜୀ, ଶ୍ରୀ ବିଶେଶ୍ୱର ଜୀ, ବିଭିନ୍ନ ରାଜ୍ୟରେ ଉପସ୍ଥିତ ମନ୍ତ୍ରୀଗଣ, ମହାନଗର ନିଗମ, ପୌରପାଳିକାର ମେୟର ଓ କମିଶନର, ସ୍ୱଚ୍ଛଭାରତ ମିଶନ ଓ ଅମୃତ ଯୋଜନାର ସମସ୍ତ ସାରଥୀ, ଭାଇ ଓ ଭଉଣୀମାନେ।

ସ୍ୱଚ୍ଛ ଭାରତ ଅଭିଯାନ-ସହରାଞ୍ଚଳ ୨.୦ ଏବଂ ଅମୃତ ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 01st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ୨.୦ ଏବଂ ଅଟଳ ମିଶନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ –ଅମୃତ ମିଶନ ୨.୦ର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଶ୍ରୀ ପ୍ରହ୍ଲାଦ ସିଂ ପଟେଲ, ଶ୍ରୀ କୌଶଳ କିଶୋର, ଶ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଭିନ୍ନ ରାଜ୍ୟର ମନ୍ତ୍ରୀଗଣ, ମହାନଗର ନିଗମ, ପୌରପାଳିକାର ମେୟର ଓ କମିଶନରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଅକ୍ଟୋବର ପହିଲାରେ ସ୍ୱଚ୍ଛ ଭାରତ ମିଶନ-ସହରୀ ୨.୦ ଏବଂ ଅମୃତ ୨.୦ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 30th, 01:45 pm

ଏକ ଉଲ୍ଲେଖନୀୟ ଘଟଣା କ୍ରମେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.0 (୦୧.୧୦.୨୦୨୧) ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ ।

ଜନତାଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହିତ ଜଡିତ ରହିବାରେ ମତେ ଅଧିକ ଶକ୍ତି ମିଳେ :ପ୍ରଧାନମନ୍ତ୍ରୀ ମୋଦୀ

July 03rd, 12:41 pm

ସମ୍ପ୍ରତି ଏକ ସାକ୍ଷାତକାରରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ଧ୍ୟାନ ବିକାଶ ଏବଂ ସୁଶାସନ ଉପରେ ରହିଛି । ସେ କହିଛନ୍ତି ଯେ ଅର୍ଥଶାସ୍ତ୍ର ,ସୁରକ୍ଷା ,ସାମାଜିକ ନ୍ୟାୟ ,ବିଦେଶୀ ନୀତି ଭଳି ବିଭିନ୍ନ ମାପଦଣ୍ଡରେ ସରକାର ଅଧିକ ଭଲ ପ୍ରଦର୍ଶନ କରିଛନ୍ତି ।

ଅଭିଳାଷୀ ଜିଲ୍ଲା ବିକାଶ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ (05 ଜାନୁୟାରୀ, 2018)

January 05th, 05:50 pm

ସାଥୀଗଣ, ଏହା ହେଉଛି 2018ର ପ୍ରାରମ୍ଭିକ ସମୟ । ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଏହି ଭବନରେ ଏହା ବିଧିବଦ୍ଧ ଭାବେ ହେଉଛି ପ୍ରଥମ କାର୍ଯ୍ୟକ୍ରମ । 7 ଡିସେମ୍ବରରେ ଏହାକୁ ଲୋକାର୍ପଣ କରିଥିଲି, କିନ୍ତୁ ବିଧିବଦ୍ଧ ଭାବେ ଆଜି ହେଉଛି ପ୍ରଥମ କାର୍ଯ୍ୟକ୍ରମ । କିନ୍ତୁ ମୁଁ ଏହି କଥା ପାଇଁ ଖୁସି ଯେ ଯେଉଁ ମହାପୁରୁଷଙ୍କ ନା’ରେ ଏହି ଭବନ ଯୋଡି ହୋଇଛି, ଆଉ ଯାହାଙ୍କ ବିଚାରକୁ ନେଇ ସାରା ବିଶ୍ୱରେ ବିଚାର ବ୍ୟକ୍ତ କରିବାର ଆଶା ଆକାଂକ୍ଷା ରହିଥାଏ; ସେହି ଭବନରେ ଯେଉଁ କାର୍ଯ୍ୟକ୍ରମ ହେଉଛି ତାହାର ମହତ୍ୱ ଆହୁରି ବଢି ଯାଇଥାଏ, କାରଣ ବାବା ସାହେବ ସାରା ଜୀବନ ସାମାଜିକ ନ୍ୟାୟ ପାଇଁ ଲଢେଇ ଲଢିଥିଲେ ।

ଅନଗ୍ରସର ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ;

January 05th, 05:49 pm

ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି 115 ଅତି ପଛୁଆ ଜିଲ୍ଲାର ବିକାଶ ଅନିବାର୍ଯ୍ୟ : ନରେନ୍ଦ୍ର ମୋଦୀ

ନୀତି ଆୟୋଗଙ୍କ ଦ୍ୱାରା ପଛୁଆ ଜିଲ୍ଲାର ବିକାଶ ପାଇଁ ଆୟୋଜିତ ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

January 04th, 05:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ଅତି ଅନଗ୍ରସର ଜିଲ୍ଲାମାନଙ୍କର ସମ୍ମିଳନୀରେ ଉଦ୍ବୋଧନ ଦେବେ । ନୂଆଦିଲ୍ଲୀର ଡଃ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରରେ ନୀତି ଆୟୋଗଙ୍କ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି । ସମ୍ମିଳନୀରେ ଦେଶର 100ଟି ଅତି ଅନଗ୍ରସର ଜିଲ୍ଲାର ପ୍ରଭାରୀ ଅଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀ କାଳରେ ସବୁ ପ୍ରଭାରୀ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ବିକାଶ ପ୍ରସଙ୍ଗ ନେଇ ମତ ବିନିମୟ କରିବେ ।

The country is indebted to Baba Saheb, for his contributions to nation-building: PM Modi

December 07th, 12:01 pm

PM Narendra Modi today inaugurated Dr. Ambedkar International Centre in New Delhi. Paying rich tributes to Dr. Baba Saheb Ambedkar, PM Narendra Modi remarked that the country was indebted to Baba Saheb Ambedkar for his contribution towards Nation building. The PM highlighted how initiatives of the Central Government were in line with Baba Saheb’s vision and strengthening the hands of poor.

ଡ. ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

December 07th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଡ.ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏପ୍ରିଲ 2015ରେ ଏହି ପ୍ରତିଷ୍ଠାନ ନିର୍ମାଣ ପାଇଁ ସେ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଉଦ୍ଘାଟନ କରିବେ ଡଃ.ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର

December 06th, 09:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିଲ୍ଲୀର 15, ଜନପଥଠାରେ ଡଃ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରର ଉଦ୍ଘାଟନ କରିବେ । ଏହି ଅବସରରେ ସେ ଡଃ॰ଆମ୍ବେଦକର ସାମାଜିକ-ଅର୍ଥନୈତିକ ରୂପାନ୍ତରଣ କେନ୍ଦ୍ର (DAICSET)ର ଶୁଭାରମ୍ଭ କରିବେ ।

Panchatirth: A tribute to Dr. Babasaheb Ambedkar

April 13th, 12:04 pm

Prime Minister Narendra Modi says that Babasaheb has taught us to work in national and societal interest and when done so, our direction will always be right. That is why he continues to be an inspiration even today.

PM's remarks at foundation stone ceremony of Dr. Ambedkar International Centre

April 20th, 11:45 pm

PM's remarks at foundation stone ceremony of Dr. Ambedkar International Centre

Text of PM's remarks at foundation stone ceremony of Dr. Ambedkar International Centre

April 20th, 08:33 pm

Text of PM's remarks at foundation stone ceremony of Dr. Ambedkar International Centre