ଅରୁଣାଚଳ ପ୍ରଦେଶରେ ବିକଶିତ ଭାରତ - ବିକଶିତ ଉତ୍ତର ପୂର୍ବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 09th, 11:09 am

ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକ୍କିମ ଏବଂ ତ୍ରିପୁରାର ରାଜ୍ୟପାଳ ମହୋଦୟ ଏବଂ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କ୍ୟାବିନେଟରେ ମୋର ସାଥି, ରାଜ୍ୟର ମନ୍ତ୍ରୀଗଣ, ସାଂସଦ ସାଥି, ସମସ୍ତ ବିଧାୟକ ଗଣ, ଅନ୍ୟ ସମସ୍ତ ଜନପ୍ରତିନିଧି ଏବଂ ଏହି ସବୁ ରାଜ୍ୟର ମୋର ପ୍ରିୟ ଭାଇ ଭଉଣୀ!

ଅରୁଣାଚଳ ପ୍ରଦେଶର ଇଟାନଗର ଠାରେ ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

March 09th, 10:46 am

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚାଲିଥିବା ଜାତୀୟ ପର୍ବ ବିକଶିତ ରାଜ୍ୟରୁ ବିକଶିତ ଭାରତ ବିଷୟରେ ଉଲ୍ଲେଖ କରିଥିଲେ । ସେ ବିକଶିତ ଉତ୍ତର ପୂର୍ବ ପାଇଁ ଉତ୍ତର -ପୂର୍ବାଞ୍ଚଳର ଲୋକମାନଙ୍କ ମଧ୍ୟରେ ନୂତନ ଉତ୍ସାହକୁ ସ୍ୱୀକାର କରିଥିଲେ । ଏହି ପଦକ୍ଷେପ ପାଇଁ ନାରୀ ଶକ୍ତିର ସହଯୋଗ ନିମନ୍ତେ ସେ କୃତଜ୍ଞତା ଜ୍ଞାପନ କରିଥିଲେ ।

ଡୋନି ପୋଲୋ ବିମାନବନ୍ଦର ସହିତ ଅରୁଣାଚଳ ପ୍ରଦେଶରେ ପର୍ଯ୍ୟଟନକୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି ପ୍ରଧାନମନ୍ତ୍ରୀ

November 30th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାନଗରର ଡୋନି ପୋଲୋ ବିମାନବନ୍ଦର ସହିତ ଅରୁଣାଚଳ ପ୍ରଦେଶର ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖଣ୍ଡୁଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ପ୍ରଦର୍ଶିତ ହୋଇଥିବା ଦୃଶ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ମହାନ ରାଜ୍ୟ ଅରୁଣାଚଳ ପ୍ରଦେଶ ପାଇଁ କାମ କରିବା ଏବଂ ଏହାର ବାସ୍ତବିକ କ୍ଷମତାର ଅନୁଭବ କରାଇବା ଲାଗି ସହାୟତା କରିବା ସମ୍ମାନର ବିଷୟ: ପ୍ରଧାନମନ୍ତ୍ରୀ

November 20th, 09:59 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତକାଲି ଆରମ୍ଭ କରାଯାଇଥିବା ଉନ୍ନୟନମୂଳକ ପଦକ୍ଷେପଗୁଡ଼ିକ ବାବଦରେ ଲୋକମାନେ ଯେଉଁଭଳି ପ୍ରଶଂସା କରିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ତାହାର ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗତକାଲି ଡୋନି ପୋଲୋ ବିମାନବନ୍ଦର, ଇଟାନଗର ଉଦଘାଟନ କରିଥିଲେ ଏବଂ ୬୦୦ ମେଗାୱାଟ କାମେଙ୍ଗ ଜଳବିଦୁ୍ୟତ ଷ୍ଟେସନକୁ ଲୋକାର୍ପଣ କରିଥିଲେ ।

ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ

November 17th, 03:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଆୟୋଜିତ ହେଉଥିବା ମାସେ ବ୍ୟାପୀ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହ ପ୍ରତିଫଳିତ। ତାମିଲନାଡୁ-କାଶୀ ମଧ୍ୟରେ ଯୁଗ ଯୁଗ ଧରି ରହି ଆସିଥିବା ସମ୍ପର୍କକୁ ଏହା ପୁନଃ ଉଦ୍‌ଜୀବିତ ଓ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛି ।