130 କୋଟି ଦେଶବାସୀଙ୍କ ପାଇଁ ଦିଲ୍ଲୀ ହେଉଛି ବୃହତ ଆର୍ଥିକ ଓ କ୍ଷମତା କେନ୍ଦ୍ର ଓ ଏହାର ମହତ୍ଵ ସୁସ୍ପଷ୍ଟ – ପ୍ରଧାନମନ୍ତ୍ର
December 28th, 11:03 am
ଛୋଟ ବଡ ନିର୍ବିଶେଷରେ ପ୍ରତ୍ୟେକ ସହର ଦେଶର ଆର୍ଥିକ କେନ୍ଦ୍ରବିନ୍ଦୁ ହେବାକୁ ଯାଉଛନ୍ତି । ମାତ୍ର ଦେଶର ରାଜଧାନୀ ହୋଇଥିବା ଦୃଷ୍ଟିରୁ ଦିଲ୍ଲୀର ମହତ୍ଵ ଏକବିଂଶ ଶତାବ୍ଦୀରେ ପ୍ରତିଫଳିତ ହୋଇ ବିଶ୍ଵରେ ତାର ଉତ୍କର୍ଷ ପ୍ରତିପାଦନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ପ୍ରାଚୀନ ସହରକୁ ଆଧୁନିକ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ସମ୍ମିଳନୀ ଜରିଆରେ ପ୍ରଥମ ଚାଳକବିହୀନ ମେଟ୍ରୋ ସେବା ଓ ଦିଲ୍ଲୀ ମେଟ୍ରୋର ଏୟାର ପୋର୍ଟ ଏକ୍ସପ୍ରେସଲାଇନ ନ୍ୟାସନାଲ କମନ ମୋବିଲିଟି କାର୍ଡ ସଂପ୍ରସାରଣ ଉଦଘାଟନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତି ।PM Elaborates ‘Ek Bharat Shreshtha Bharat’ Through Consolidation of Systems and Processes
December 28th, 11:02 am
The Prime Minister, Shri Narendra Modi, while inaugurating the first-ever driverless Metro operations today also launched the expansion of National Common Mobility Card to the Airport Express Line of Delhi Metro.Urbanization should not be seen as a challenge but used as an opportunity: PM Modi
December 28th, 11:01 am
Prime Minister Narendra Modi inaugurated India’s first-ever driverless train operations on Delhi Metro’s Magenta Line. National Common Mobility Card was expanded to the Airport Express Line of Delhi Metro, which was started in Ahmedabad last year.PM inaugurates India’s first-ever driverless train operations on Delhi Metro’s Magenta Line
December 28th, 11:00 am
Prime Minister Narendra Modi inaugurated India’s first-ever driverless train operations on Delhi Metro’s Magenta Line. National Common Mobility Card was expanded to the Airport Express Line of Delhi Metro, which was started in Ahmedabad last year.PM to inaugurate India’s first-ever driverless train operations on Delhi Metro’s Magenta Line on 28 December
December 26th, 03:09 pm
Prime Minister Narendra Modi will inaugurate India’s first-ever driverless train operations on Delhi Metro’s Magenta Line (Janakpuri West – Botanical Garden) along with the fully operational National Common Mobility Card service on the Airport Express Line on 28th December 2020 at 11 AM.Social Media Corner for 25 December 2017
December 25th, 07:07 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!ନୋଏଡ଼ା ଏବଂ ଦିଲ୍ଲୀ ମଧ୍ୟରେ ନୂତନ ମେଟ୍ରୋ ସଂଯୋଗର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 25th, 01:50 pm
ଆଜି ସମଗ୍ର ବିଶ୍ୱ ଖ୍ରୀଷ୍ଟମାସର ପର୍ବ ପାଳନ କରୁଛି । ଭଗବାନ ଯୀଶୁଙ୍କର ପ୍ରେମ ଆଉ କରୁଣାର ସନ୍ଦେଶ ହେଉଛି ମାନବ ଜାତିର କଲ୍ୟାଣ ପାଇଁ ଏକ ଉତ୍ତମରୁ ଉତ୍ତମ ମାର୍ଗ । ସମଗ୍ର ବିଶ୍ୱକୁ ଏହି ପବିତ୍ର ଖ୍ରୀଷ୍ଟମାସର ପର୍ବ ପାଇଁ ବହୁତ-ବହୁତ ଶୁଭକାମନା । ଆଜି ଦୁଇ ଜଣ ଭାରତ ରତ୍ନ, ତାଙ୍କର ମଧ୍ୟ ଜନ୍ମଦିନ । ଜଣେ ଭାରତରତ୍ନ ମହାମନା ମଦନ ମୋହନ ମାଲବ୍ୟ ଆଉ ଅନ୍ୟ ଜଣକ ହେଉଛନ୍ତି ଭାରତ ରତ୍ନ ଶ୍ରୀମାନ ଅଟଳ ବିହାରୀ ବାଜପେୟୀ ।ଦିଲ୍ଲୀ, ନୋଏଡ଼ା ମଧ୍ୟରେ ନୂଆ ମେଟ୍ରୋ ଲିଙ୍କକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
December 25th, 01:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୋଏଡ଼ା ଏବଂ ନୂଆଦିଲ୍ଲୀ ମଧ୍ୟରେ ଏକ ନୂଆ ମେଟ୍ରୋ ରେଳ ଲିଙ୍କକୁ ଉଦ୍ଘାଟନ କରିଛନ୍ତି । ଫଳକ ଉନ୍ମୋଚନ ସହ ସେ ମେଟ୍ରୋ ରେଳ ମାଜେଂଟା ଲାଇନର ଏକ ଭାଗକୁ ଉଦ୍ଘାଟନ କରିଥିଲେ । ମେଟ୍ରୋ ଲାଇନର ଉକ୍ତ ଅଂଶ ନୋଏଡାସ୍ଥିତ ବଟାନିକାଲ ଗାର୍ଡେନକୁ ଦକ୍ଷିଣ ଦିଲ୍ଲୀସ୍ଥିତ କାଲ୍କାଜୀ ମନ୍ଦିର ପର୍ଯ୍ୟନ୍ତ ଯୋଡ଼ିବ । ଏହି ଅବସରରେ ସେ ଏକ ସାଧାରଣ ସଭାରେ ଯୋଗ ଦେବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥଳରେ ପହଁଚିବା ଲାଗି ମେଟ୍ରୋ ଟ୍ରେନରେ କିଛି ସମୟ ପର୍ଯ୍ୟନ୍ତ ଯାତ୍ରା ମଧ୍ୟ କରିଥିଲେ ।PM Modi has given a new meaning to politics of this nation: UP CM Yogi Adityanath
December 25th, 01:01 pm
Uttar Pradesh Chief Minister Shri Yogi Adityanath today lauded Prime Minister Modi saying he has given a new meaning to politics of this nation. He said, “Prime Minister Modi always tells us one thing- we have to move ahead on the path of development. We should ensure no citizen is unhappy. There is no question of discriminating against anyone.”