ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରୁଷ ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ରୋଗୋଜିନ
December 23rd, 08:38 pm
ରୁଷର ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ରୋଗୋଜିନ ଆଜି ଅପରାହ୍ଣରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।ଟେକ୍ନୋଲୋଜି :ସଶକ୍ତିକରଣର ଏକ ମାଧ୍ୟମ
May 10th, 04:46 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଜଣେ ଅନ୍ୟକୁ ସଶକ୍ତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗର ପକ୍ଷଧାର ରହିଆସିଛନ୍ତି । ତାଙ୍କ ପରିଚୟ ଏକ ଏପରି ବ୍ୟକ୍ତି ରୂପେ ରହିଛି ଯିଏ ସର୍ବଦା ନୂଆ ନୂଆ ପ୍ରଯୁକ୍ତିବିଦ୍ୟା ଜାଣିବାକୁ ରୁଚି ରଖନ୍ତି । ସେ ସର୍ବଦା ନବୀନତମ ହାଇଟେକ ଟ୍ରେଣ୍ଡର ଚର୍ଚ୍ଚା କରନ୍ତି । ଆର୍ଟିଫିସିଆଲ ଇନ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତ୍ତା),ଇଣ୍ଟରନେଟ ଅଫ ଥିଙ୍ଗସ ଏବଂ ବିଗ୍ ଡାଟାର ମଧ୍ୟ ଚର୍ଚ୍ଚା କରନ୍ତି , ଯାହା ବିଷୟରେ ସମସ୍ତଙ୍କୁ ଜଣା ହେବା ଆବଶ୍ୟକ ,ମୁଖ୍ୟତଃ ଯୁବଗୋଷ୍ଟିଙ୍କୁ ତ ଅଧିକ ଧ୍ୟାନ ଦେବା ଆବଶ୍ୟକ ।ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷିଆ ଉପ-ପ୍ରଧାନମନ୍ତ୍ରୀ ଦିମିତ୍ରୀ ରୋଗୋଜିନ
May 10th, 02:10 pm
ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରୁଛନ୍ତି ରୁଷିଆ ଉପ-ପ୍ରଧାନମନ୍ତ୍ରୀ ମି. ଦିମିତ୍ରୀ ରୋଗୋଜିନ । ମି. ଦିମିତ୍ରୀ ରୋଗୋଜିନ ଭାରତ-ରୁଷିଆ ଆନ୍ତଃସରକାର କମିଶନ ବୈଠକରେ ଯୋଗ ଦେବାକୁ ଭାରତ ଆସିଛନ୍ତି । ଏହି ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସହ-ଅଧ୍ୟକ୍ଷତା କରିବେ ।Mr. Dmitry Rogozin, Deputy Prime Minister of Russia calls on Prime Minister
August 20th, 01:54 pm
Mr. Dmitry Rogozin, Deputy Prime Minister of Russia met PM Narendra Modi today. PM Modi described Russia as a time-tested and reliable friend and reaffirmed the shared commitment with President Putin to expand, strengthen and deepen bilateral engagement across all domains.PM receives the Deputy PM Dmitry Rogozin of Russia
December 08th, 08:43 pm