ଦିବ୍ୟା କୁମାର ଗାଇଥିବା ଭକ୍ତି ଭଜନ "ହର ଘର ମନ୍ଦିର ହର ଘର ଉତ୍ସବ" ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

January 13th, 11:12 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟା କୁମାର ଗାଇଥିବା , ସିଦ୍ଧାର୍ଥ ଅମିତ ଭବସାର ରଚନା କରିଥିବା ଭକ୍ତି ଭଜନ ହର ଘର ମନ୍ଦିର ହର ଘର ଉତ୍ସବ କୁ ପୋଷ୍ଟ କରିଛନ୍ତି । ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟା ଧାମରେ ଶୁଭ ମୁହୂର୍ତ୍ତ ପାଖେଇ ଆସିଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହି ପବିତ୍ର ଅବସରରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଠି ଭଗବାନ ରାମଙ୍କ ନାମ ଗୁଞ୍ଜରିତ ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଲେଖିଥିବା ଏକ ଗରବା ଗୀତ ସେୟାର କଲେ

October 15th, 11:19 am

ନବରାତ୍ରୀ ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହରେ ଲେଖିଥିôା ଏକ ଗରବା ଗୀତ ଆଜି ସେୟାର କରିଛନ୍ତି ।