ବିଜେଡିର ଛୋଟ ଛୋଟ ନେତା ମାନେ ମଧ୍ୟ ଏବେ କୋଟିପତି ହୋଇଯାଇଛନ୍ତି: ଢେଙ୍କାନାଳରେ ପ୍ରଧାନମନ୍ତ୍ରୀ ମୋଦୀ
May 20th, 10:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଢେଙ୍କାନାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବିଶାଳ ଜନସମାଗମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ଓଡ଼ିଶାକୁ କିଛି ଦେଇନାହିଁ। କୃଷକ, ଯୁବକ ଏବଂ ଆଦିବାସୀମାନେ ଏବେ ବି ଉନ୍ନତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଯେଉଁମାନେ ଓଡ଼ିଶାକୁ ଧ୍ୱଂସ କରିଛନ୍ତି ସେମାନଙ୍କୁ କ୍ଷମା କରାଯିବା ଉଚିତ ନୁହେଁ।ଢେଙ୍କାନାଳ ଓ କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 20th, 09:58 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଢେଙ୍କାନାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବିଶାଳ ଜନସମାଗମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ଓଡ଼ିଶାକୁ କିଛି ଦେଇନାହିଁ। କୃଷକ, ଯୁବକ ଏବଂ ଆଦିବାସୀମାନେ ଏବେ ବି ଉନ୍ନତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଯେଉଁମାନେ ଓଡ଼ିଶାକୁ ଧ୍ୱଂସ କରିଛନ୍ତି ସେମାନଙ୍କୁ କ୍ଷମା କରାଯିବା ଉଚିତ ନୁହେଁ।ଛତିଶଗଡରେ ଉନ୍ନୟନପ୍ରକଳ୍ପ ସମୂହର ଶୁଭାରମ୍ଭ ଅବସରରେ ଭିଲାଇଠାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 14th, 02:29 pm
ଭାରତ ମାତା କୀ ଜୟ, ଭିଲାଇ ଇସ୍ପାତ କାରଖାନା ଛତିଶଗଡ଼ ମହତାରୀ କେ କୋରା ଅନ୍ମୋଲ ରତନ ହୈ ।ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼ ଗସ୍ତ; ନୂଆ-ରାୟପୁରରେ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର ଉଦ୍ଘାଟନ; ରାଷ୍ଟ୍ରକୁ ଉତ୍ସର୍ଗ କଲେ ସଂପ୍ରସାରିତ ଭିଲାଇ ଇସ୍ପାତ କାରଖାନା
June 14th, 02:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି । ଏହି ଅବସରରେ ସେ ନୂଆ-ରାୟପୁର ସ୍ମାର୍ଟ ସିଟି ଲାଗି ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ସଂପର୍କରେ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ ।କଂଗ୍ରେସ ଆମର ବୀର ଯବାନଙ୍କ ଅପମାନ କରିଛନ୍ତି ,ସେମାନେ କୃଷକମାନଙ୍କ ପ୍ରତି ସମ୍ବେଦନଶୀଳ ନାହାନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
May 03rd, 01:17 pm
କର୍ଣ୍ଣାଟକର କଲବୁର୍ଗୀ ରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ରାଜ୍ୟରେ ନିର୍ବାଚନ କର୍ଣ୍ଣାଟକର ଭବିଷ୍ୟତ ନିର୍ଣ୍ଣୟ କରିବାକୁ ଯାଉଛି । '' ଏହା ମହିଳାଙ୍କ ସୁରକ୍ଷା ଏବଂ କୃଷକମାନଙ୍କ ହିତ ବିଷୟରେ । ମାନିନିଅନ୍ତୁ ,ଏହା କେବଳ ବିଧାୟମାନଙ୍କୁ ଚୟନ କରିବା ବିଷୟରେ ନାହିଁ ,ଏହା ତାହା ଉର୍ଦ୍ଧରେ ବୋଲି ପ୍ରଧାନମନ୍ତ୍ରୀ କହିଲେ ।ଛତିଶଗଡ଼ର ବିଜାପୁରରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଉଦ୍ଘାଟନ ସହ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 14th, 02:59 pm
ବସ୍ତର ଆଉର ବିଜାପୁର ଜୋ ଆରାଧ୍ୟ ଦେବୀ ମା’ ଦନ୍ତେଶ୍ୱରୀ, ଭୈରମ ଗଡ଼ ଚୋ ବାବା ଭୈରମ ଦେବ, ବିଜାପୁରର ଚୋ ଚିକଟରାଜ ଆଉର କୋଦାଇ ମାତା, ଭୋପାଳ ପଟ୍ଟମ୍ ଛୋ ଭଦ୍ରକାଳୀ କେ ଖୁବେ- ଖୁବେ ଜୁହାର ।ଆମ୍ବେଦକର ଜୟନ୍ତୀରେ ଛତିଶଗଡ଼ର ବିଜାପୁରରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଉଦ୍ଘାଟନ ସହ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
April 14th, 02:56 pm
ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ-ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଏକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ । ଛତିଶଗଡ଼ର ଅଭିଳାଷୀ (ପଛୁଆ) ଜିଲ୍ଲା ବିଜାପୁରର ଜଙ୍ଗଲା ବିକାଶ ହବ ଠାରେ ଏହି କେନ୍ଦ୍ର ଉଦଘାଟନ କରାଯାଇଥିଲା ।