Whenever it has been about national good, the Rajya Sabha has risen to the occasion: PM

November 18th, 01:48 pm

While addressing the Rajya Sabha, PM Modi said, “Two things about the Rajya Sabha stand out –its permanent nature. I can say that it is eternal. It is also representative of India’s persity. This House gives importance to India’s federal structure.” He added that the Rajya Sabha gave an opportunity to those away from electoral politics to contribute to the nation and its development.

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 18th, 01:47 pm

ରାଜ୍ୟସଭାର 250ତମ ଅଧିବେଶନ ଅବସରରେ ସଂସଦର ଉଚ୍ଚ ସଦନରେ ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିବୃତି ରଖିଛନ୍ତି ।

India is a Bahuratna Vasundhara: PM Narendra Modi

September 21st, 11:30 am

PM Modi addressed birth centenary celebration of Shri Laxman Madhav Rao Inamdar. The PM spoke about the role of cooperatives. He said, “Cooperative movements are not only about systems. There is a spirit that brings people together to do something good.”

ଲକ୍ଷ୍ମଣରାଓ ଇନାମଦାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅନୁଷ୍ଠିତ ସହକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

September 21st, 11:29 am

ଶ୍ରୀ ଲକ୍ଷ୍ମଣରାଓ ଇନାମଦାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସହକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦାନ କରିଛନ୍ତି । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଆମ ଦେଶ ଏକ “ବହୁରତ୍ନା ବସୁନ୍ଧରା” ଯେଉଁଠାରେ କି ବିଭିନ୍ନ ବ୍ୟକ୍ତିଙ୍କର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ମହାନ ଅବଦାନ ରହିଛି ।

WATCH LIVE: Shri Narendra Modi to interact at the second round of Chai Pe Charcha, on 8th March, 2014.

March 05th, 12:16 pm

WATCH LIVE: Shri Narendra Modi to interact at the second round of Chai Pe Charcha, on 8th March, 2014.