ଧର୍ମ ଆଧାରରେ ଆମେ କେବେ ବି ଭେଦଭାବ କରିନାହୁଁ; ଆମର ଯୋଜନା ସମସ୍ତଙ୍କ ପାଇଁ ଲାଭଦାୟକ: ଡିଣ୍ଡୋରୀରେ ପ୍ରଧାନମନ୍ତ୍ରୀ ମୋଦୀ

May 15th, 03:45 pm

ମହାରାଷ୍ଟ୍ରର ଡିଣ୍ଡୋରିରେ ଆୟୋଜିତ ଏକ ବଡ଼ ଧରଣର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ ।

ମହାରାଷ୍ଟ୍ରର ଡିଣ୍ଡୋରି ଓ କଲ୍ୟାଣରେ ବିଶାଳ ରାଲିରେ ପ୍ରେରଣାଦାୟୀ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

May 15th, 03:30 pm

ମହାରାଷ୍ଟ୍ରର ଡିଣ୍ଡୋରି ଓ କଲ୍ୟାଣଠାରେ ଆୟୋଜିତ ଏକ ବଡ଼ ଧରଣର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ । ସରକାର ଗଠନ ପରେ ପ୍ରଥମ ୧୦୦ ଦିନ ମଧ୍ୟରେ କ'ଣ କାମ କରିବାକୁ ପଡ଼ିବ ଏବଂ କ'ଣ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ସେ ନେଇ ଆମେ ନିରନ୍ତର କାର୍ଯ୍ୟ କରିଛୁ।

ମଧ୍ୟପ୍ରଦେଶର ଡିଣ୍ଡୋରିରେ ସଡ଼କ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ

February 29th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଡିଣ୍ଡୋରିରେ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ମଧ୍ୟପ୍ରଦେଶର ଡିଣ୍ଡୋରିରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

February 29th, 10:11 am

ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।