ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ପରେଡ଼ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 04th, 11:07 am
କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗ ଶ୍ରୀ ଅମିତ ଶାହ ଜୀ, ଡକ୍ଟର ଜୀତେନ୍ଦ୍ର ସିଂହ ଜୀ, ଜି କ୍ରିଷ୍ଣା ରେଡ୍ଡୀ ଜୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡ଼େମୀର ଅଧିକାରୀଗଣ ଯେଉଁମାନେ ଆଜି ଏହି ଦୀକ୍ଷାନ୍ତ ପରେଡ଼ରେ ଏଠାରେ ଉପସ୍ଥିତ ଅଛନ୍ତି ଏବଂ 71 ଆରଆରର ମୋର ଯୁବ ବନ୍ଧୁଗଣ ଯେଉଁମାନେ ଯୁବ ମାନସିକତା ନେଇ ଭାରତୀୟ ପୁଲିସ ସେବାର ନେତୃତ୍ୱ ନେବାକୁ ଯାଉଛନ୍ତି ।ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
September 04th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (04.09.2020) ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ ସେବା (ଆଇପିଏସ) ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମି (ଏସଭିପିଏନପିଏ)ଠାରେ ଅନୁଷ୍ଠିତ ଦୀକ୍ଷାନ୍ତ ପରେଡ ସମାରୋହରେ ସେ ଭାବବିନିମୟ କରିଛନ୍ତି ।ଆଇପିଏସ୍ ଶିକ୍ଷାନବୀଶଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
September 03rd, 05:04 pm
2020 ସେପ୍ଟେମ୍ବର 4 ତାରିଖ ପୂର୍ବାହ୍ନ 11ଟା ବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀ (ଏସଭିପି ଏନପିଏ)ର ଦିକ୍ଷାନ୍ତ ପ୍ୟାରେଡ୍ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଇପିଏସ୍ ଶିକ୍ଷାନବୀଶଙ୍କ ସହ ଆଲୋଚନା କରିବେ ।