ମଧ୍ୟ ପ୍ରଦେଶରେ ‘ଗୃହ ପ୍ରବେଶମ୍’ ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ନିର୍ମିତ 1.75 ଲକ୍ଷ ଘରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 12th, 11:01 am
ଏବେ ମୁଁ କିଛି ହିତାଧିକାରୀଙ୍କ ସହ ଆଲୋଚନା କରୁଥିଲି, ଯେଉଁମାନଙ୍କୁ ଆଜି ସେମାନଙ୍କର ନିଜର ପକ୍କା ଘର ମିଳିଛି, ସେମାନଙ୍କର ସ୍ୱପ୍ନର ଘର ମିଳିଛି, ସେମାନଙ୍କ ପିଲାମାନଙ୍କର ଭବିଷ୍ୟତର ବିଶ୍ୱାସ ମିଳିଛି । ଏବେ ମଧ୍ୟପ୍ରଦେଶରୁ ଏକ ଲକ୍ଷ 75 ହଜାର ପରିବାର, ଯେଉଁମାନେ ଆଜି ନିଜ ଘରେ ପ୍ରବେଶ କରୁଛନ୍ତି, ଯେଉଁମାନଙ୍କର ଗୃହ ପ୍ରବେଶ ହେଉଛି, ସେମାନଙ୍କୁ ମଧ୍ୟ ମୁଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ଶୁଭକାମନା ଜଣାଉଛି। ଏହି ସମସ୍ତ ବନ୍ଧୁମାନେ କୌଣସି ନା କୌଣସି ଟେକ୍ନୋଲୋଜି ମାଧ୍ୟମରେ, ସମ୍ପୂର୍ଣ୍ଣ ମଧ୍ୟ ପ୍ରଦେଶରୁ ଏହି କାର୍ଯ୍ୟକ୍ରମ ସହିତ ସାମିଲ ହୋଇଛନ୍ତି। ଆଜି ଆପଣ ଦେଶର 125 କୋଟି ପରିବାରରେ ସାମିଲ ହୋଇଛନ୍ତି, ଯେଉଁମାନଙ୍କୁ ବିଗତ 6 ବର୍ଷ ମଧ୍ୟରେ ନିଜର ନିଜର ଘର ମିଳିଛି, ଯେଉଁମାନେ ବର୍ତ୍ତମାନ ଭଡା ଘରେ ନୁହେଁ, ବସ୍ତିରେ ନୁହେଁ, କଚ୍ଚା ଘରେ ନୁହେଁ, ନିଜ ଘରେ ରହୁଛନ୍ତି, ପକ୍କା ଘରେ ରହୁଛନ୍ତି।‘ଗୃହ ପ୍ରବେଶମ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 12th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ‘ଗୃହ ପ୍ରବେଶମ୍’ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (ପିଏମ୍ୱାଇଜି)ରେ 1.75 ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି । ଏହି ଅବସରରେ ଶ୍ରୀ ମୋଦୀ ସଂପୃକ୍ତ ହିତାଧିକାରୀଙ୍କ ସହ ମଧ୍ୟ ମତ ବିନିମୟ କରିଛନ୍ତି ।ଡିଜିଟାଲ ଇଣ୍ଡିଆର ହିତାଧିକାରୀମାନଙ୍କ ସହ ମତବିନିମୟ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 15th, 10:56 am
ବିଗତ କିଛି ଦିନ ହେବ ମୋତେ ସରକାରଙ୍କର ବିଭିନ୍ନ ଯୋଜନା ଅଧୀନରେ ସମଗ୍ର ଦେଶରେ ଯେଉଁ ହିତାଧିକାରୀ ଅଛନ୍ତି ସେମାନଙ୍କ ସହିତ ସାକ୍ଷାତ କରିବା, କଥାବାର୍ତ୍ତା ହେବା, ସେମାନଙ୍କୁ ଶୁଣିବାର ସୁଯୋଗ ମିଳିଲା, ଆଉ ମୁଁ କହିପାରୁଛି କି ଏହା ମୋ ପାଇଁ ହେଉଛି ଏକ ଅଦ୍ଭୁତ ଅନୁଭବ । ଆଉ ମୁଁ ସବୁବେଳେ ଏହିଭଳି ସାହସ ପାଇଁ ଆଗ୍ରହୀ । କାରଣ ଫାଇଲର ବାହାରେ ମଧ୍ୟ ଜୀବନ ରହିଛି । ଆଉ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି । ଯେତେବେଳେ ତାହାକୁ ସିଧାସଳଖ ଲୋକମାନଙ୍କଠାରୁ ଶୁଣିଲି । ସେମାନଙ୍କର ଅନୁଭବକୁ ଜାଣିଲି ତ ମନକୁ ଏକ ବହୁତ ଆତ୍ମସନ୍ତୋଷ ମିଳୁଛି । ଆଉ କାମ କରିବାର ଏକ ନୂତନ ଉର୍ଜ୍ଜା ମଧ୍ୟ ମୋତେ ଆପଣମାନଙ୍କଠାରୁ ମିଳିଛି । ଆଜି ଡିଜିଟାଲ ଇଣ୍ଡିଆର କିଛି ଯୋଜନାର ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ମୋତେ ମିଳିଛି ।ଦେଶବ୍ୟାପୀ ବିଭିନ୍ନ ଡିଜିଟାଲ ଇଣ୍ଡିଆ ଯୋଜନାର ହିତାଧିକାରୀଙ୍କ ସହିତ ଭିଡ଼ିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
June 15th, 10:56 am
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ ଜରିଆରେ ସାରା ଦେଶରେ ଥିବା ବିଭିନ୍ନ ଡିଜିଟାଲ ଇଣ୍ଡିଆ ଅଭିଯାନ ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । ଭିଡିଓ ବ୍ରିଜ ଜରିଆରେ ଜନସେବା କେନ୍ଦ୍ର, ଏନଆଇସି କେନ୍ଦ୍ର, ଜାତୀୟ ନଲେଜ ନେଟୱାର୍କ, ବିପିଓ, ମୋବାଇଲ ଉତ୍ପାଦକ ୟୁନିଟ ଏବଂ ମାଇଗଭ ସ୍ୱେଚ୍ଛାସେବୀ ଆଦିର 50 ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ ବ୍ରିଜ ଜରିଆରେ ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ବାର୍ତ୍ତାଳାପ ।ଆସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀ, 25 ଜାନୁଆରୀ 2018 ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
January 25th, 06:08 pm
5 ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଲାଗି ସମସ୍ତ ଆସିଆନ ନେତୃବୃନ୍ଦଙ୍କୁ ଆତିଥ୍ୟ ପ୍ରଦାନ କରିବା ଭାରତ ପାଇଁ ଗର୍ବର ବିଷୟ । ଆସନ୍ତାକାଲି ଆମର ସାଧାରଣତନ୍ତ୍ର ଦିବସ ସମାରୋହରେ ଆପଣମାନେ ଆମର ସମ୍ମାନନୀୟ ଅତିଥି ହେବେ । ଏପରି ଏକ ଖୁସିର ମୁହୂର୍ତ୍ତରେ ଆମର ଆସିଆନ ସହଭାଗୀ ରାଷ୍ଟ୍ରଗୁଡ଼ିକର ଭାଇ ଓ ଭଉଣୀମାନଙ୍କ ଉପସ୍ଥିତି ଅଭୂତପୂର୍ବ ।PM Modi addresses ASEAN Plenary Session
January 25th, 06:04 pm
While addressing the plenary session of ASEAN-India commemorative summit, PM Modi said, India shares the ASEAN vision for the rule based societies and values of peace. We are committed to work with ASEAN nations to enhance collaboration in the maritime domain.ରାଷ୍ଟ୍ରର 'ଅନ୍ନଦାତା ' ଚିନ୍ତାମୁକ୍ତ ହେବା ଆବଶ୍ୟକ :ପ୍ରଧାନମନ୍ତ୍ରୀ ମୋଦୀ
August 24th, 05:08 pm
ମୋ ପାଇଁ ଏହା ବ୍ୟକ୍ତିଗତ ଭାବେ ବହୁତ ସୁଖକର ହୋଇଥାନ୍ତା କି ଯଦି ମୁଁ ଆପଣମାନଙ୍କ ମଧ୍ୟକୁ ଯାଇ ଖୁସିରେ ସାମିଲ ହୋଇଥାନ୍ତି, ଆପଣମାନଙ୍କର ନୂଆ ଅନୁଭବ ଶୁଣିଥାନ୍ତି, ଆପଣମାନଙ୍କଠାରୁ କିଛି ନୂଆ ଶିଖିଥାନ୍ତି । ମୋର ମନେଅଛି ଯେତେବେଳେ କିଛି ବର୍ଷ ପୂର୍ବେ ‘ୱାଡ଼ି’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା, ତ ନବସାରୀ ଏବଂ ବଲସାଦରେ ଆପଣଙ୍କ କାର୍ଯ୍ୟକୁ ମୁଁ ବହୁତ ପାଖରୁ ଦେଖିଥିଲି । ଏଥିପାଇଁ ‘ବାୟଫ’ ସହିତ ମୁଁ ନିଜକୁ ଭାବନାତ୍ମକ ରୂପରେ ବହୁତ ଯୋଡି ହୋଇଥିବାର ଅନୁଭବ କରୁଛି । ଯେଉଁ ଲକ୍ଷ୍ୟ ନେଇ ଆପଣଙ୍କ ସଂସ୍ଥା ଦେଶର କେତେକ ରାଜ୍ୟରେ କାମ କରୁଅଛି, ତାହା ଗୋଟିଏ ସଂସ୍ଥା ପାଇଁ ହେଉଛି ସନ୍ତୋଷର ବିଷୟ ।ନୂଆଦିଲ୍ଲୀ ଏନ॰ସି॰ସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 01:50 pm
At the NCC Rally, PM Narendra Modi said that rulers and governments did not make a nation but nation was made by its citizens, youth, farmers, scholars, scientists, workforce and saints. Shri Modi hailed the NCC cadets and said that he was confident about the future of India. He added that NCC cadets could act as catalysts to bring change in their families and at large in the society.ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 28th, 01:49 pm
PM Narendra Modi attended the NCC officers and cadets rally in New Delhi. The PM said that the life of a NCC cadet is beyond the uniform, the parade and the camps and provides a sense of mission. The PM added that kings, emperors, rulers, governments don't make a nation but citizens, youth, farmers, scholars, scientists, Shramiks, saints make a nation. He appreciated youth's role in adapting to technology at fast pace & urged them to encourage digital transactions.Package for Promotion of Digital and Cashless Economy
December 08th, 08:57 pm
After demonetisation of 500 and 1000 Rupees notes, there has been a rise in the cashless and digital transactions through use of credit/debit cards and mobile phone applications/e-wallets etc. Government has introcuded a package of incentives for promotion of digital and cashless economy.ସୋସିଆଲ ମିଡିଆ କର୍ଣ୍ଣର 02 ଡ଼ିସେମ୍ବର 2016
December 02nd, 07:24 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ । ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।India's strength lies in the villages: PM Narendra Modi
April 24th, 04:41 pm
PM addresses Panchayats across the country, from Jamshedpur, on National Panchayati Raj Day
April 24th, 04:40 pm
Text of PM's remarks at the launch of Digital India week
July 01st, 08:19 pm
PM's remarks at the launch of Digital India week
July 01st, 07:10 pm
Text of PM's remarks on National Panchayati Raj Day
April 24th, 01:46 pm
Text of PM's remarks on National Panchayati Raj DayPM's remarks on National Panchayati Raj Day
April 24th, 12:10 pm
PM's remarks on National Panchayati Raj DayText of PM Shri Narendra Modi’s address at dedication of ICICI's ‘Digital Village’ to the Nation
January 02nd, 09:24 pm
Text of PM Shri Narendra Modi’s address at dedication of ICICI's ‘Digital Village’ to the NationPM's remarks at dedication of ICICI's Digital Village to the Nation
January 02nd, 09:18 pm
PM's remarks at dedication of ICICI's Digital Village to the Nation