ଗୁଜରାଟର ମେହେସାଣାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 30th, 09:11 pm
କିପରି ଅଛି ମୋର ଖାଖରିଆ ଟପ୍ପା, ପ୍ରଥମେ ତ’ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ମହାଶୟ ଏବଂ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଉଛି ଯେ, ମୋତେ ଆପଣମାନଙ୍କ ଗହଣକୁ ଆସି ଦର୍ଶନ କରିବା ପାଇଁ ଏଠାରେ ସୁଯୋଗ ମିଳିଛି । ସ୍କୁଲ ସମୟର କେତେ ହିଁ ସାଙ୍ଗମାନଙ୍କର ଚେହେରା ମୋତେ ଦିଶୁଥିଲା, ମୋ ପାଇଁ ଏହା ସୌଭାଗ୍ୟର ମୁହୂର୍ତ ଥିଲା । ଆପଣ ସମସ୍ତଙ୍କ ନିକଟକୁ ଆସି ଆପଣ ସମସ୍ତଙ୍କ ଦର୍ଶନ କରିବା, ଘର ଅଗଣାକୁ ଆସିଥିବାରୁ ମୋର ସବୁକିଛି ପୁରୁଣା କଥା ସ୍ମରଣ ଆସୁଛି ଏବଂ ପୁରୁଣା ଅନୁଭୂତି ସତେଜ ହୋଇ ଉଠୁଛି, ଯେଉଁ ମାଟି ଏବଂ ଯେଉଁ ଲୋକମାନେ ମୋତେ ସୃଷ୍ଟି କରିଛନ୍ତି, ସେମାନଙ୍କ ଋଣ ସ୍ୱୀକାର କରିବା ପାଇଁ ଯେତେବେଳେ ମଧ୍ୟ ମୋତେ ସୁଯୋଗ ମିଳିଥାଏ, ମନକୁ ସନ୍ତୋଷ ମିଳିଥାଏ । ଏଥିପାଇଁ ଏକ ପ୍ରକାରରେ ଆଜି ଏହା ମୋର ସାକ୍ଷାତ ଋଣ ସ୍ୱୀକାର କରିବା ପାଇଁ ମୋ ପାଇଁ ହେଉଛି ଏକ ସୁଯୋଗ । ଆଜି ୩୦ ଅକ୍ଟୋବର ଏବଂ ଆସନ୍ତା କାଲି ୩୧ ଅକ୍ଟୋବର, ଏହି ଦୁଇଟି ଦିନ ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ପ୍ରେରଣାର ଦିନ, ଆଜି ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କୁ ଯିଏ ନେତୃତ୍ୱ ଦେଇଥିଲେ ଏବଂ ଯିଏ ଇଂରେଜ ସରକାରଙ୍କୁ ଉଚିତ ଜବାବ ଦେଇଥିଲେ, ହେଉଛି ଏଭଳି ସଂଗ୍ରାମୀ ଗୋବିନ୍ଦ ଗୁରୁଜୀଙ୍କର ପୁଣ୍ୟ ତିଥି । ଆଉ ଆସନ୍ତା କାଲି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଆମର ପିଢ଼ୀ ବିଶ୍ୱର ସବୁଠାରୁ ବଡ଼ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ସର୍ଦ୍ଦାର ସାହେବଙ୍କୁ ଉଚିତ ଅର୍ଥରେ ହିଁ ଆମ୍ଭେମାନେ ବହୁତ ଉଚ୍ଚ ଶ୍ରଦ୍ଧା ବ୍ୟକ୍ତ କରିଛୁ । ଆଉ ଆଗାମୀ ପିଢ଼ୀ ମଧ୍ୟ ଯେତେବେଳେ ସର୍ଦ୍ଦାର ସାହେବଙ୍କ ମୂର୍ତି ଦେଖିବେ ତେବେ ଆପେ ଆପେ ସେମାନଙ୍କର ମୁଣ୍ଡ ନଇଁବ ନାହିଁ ବରଂ ସେମାନଙ୍କ ମୁଣ୍ଡ ଉପରକୁ ହୋଇଯିବ । ସର୍ଦ୍ଦାର ସାହେବଙ୍କ ପାଦ ତଳେ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ମୁଣ୍ଡ ଉପରକୁ କରି ଠିଆ ହେବେ, ସେମାନେ ମୁଣ୍ଡ ନୁଆଁଇବେ ନାହିଁ, ଏପରି କାର୍ଯ୍ୟ ହୋଇଛି । ଗୁରୁ ଗୋବିନ୍ଦ ଜୀଙ୍କ ସମ୍ପୂର୍ଣ୍ଣ ଜୀବନ ମାଆ ଭାରତୀଙ୍କ ସ୍ୱାଧୀନତା ପାଇଁ ସଙ୍ଘର୍ଷରେ ଏବଂ ଆଦିବାସୀ ସମାଜର ସେବାରେ, ସେବା ଏବଂ ରାଷ୍ଟ୍ରଭକ୍ତି ଏତେ ତୀବ୍ର ଥିଲା ଯେ ବଳିଦାନୀମାନଙ୍କ ପାଇଁ ପରମ୍ପରା ସୃଷ୍ଟି କରିଦେଲା । ଆଉ ସେ ସ୍ୱୟଂ ନିଜେ ବଳିଦାନୀମାନଙ୍କର ପ୍ରତୀକ ପାଲଟିଗଲେ, ମୁଁ ଆନନ୍ଦିତ ଯେ ମୋ ସରକାର ବିଗତ ବର୍ଷମାନଙ୍କରେ ଗୁରୁ ଗୋବିନ୍ଦ ଜୀଙ୍କ ସ୍ମୃତିରେ ମାନଘର ଧାମ ଯାହା ମଧ୍ୟପ୍ରଦେଶ- ଗୁଜରାଟର ଆଦିବାସୀ ବହୁଳ କ୍ଷେତ୍ରରେ ଅଛି, ତାକୁ ରାଷ୍ଟ୍ରୀୟ ସ୍ତରରେ ସ୍ଥାପିତ କରି ତାହାକୁ ବହୁତ ବଡ଼ ସୁଯୋଗ ଭାବେ ପାଳନ କରୁଛନ୍ତି ।PM inaugurates, dedicates to the nation and lays foundation stone for projects worth around Rs 5800 crores in Mehsana, Gujarat
October 30th, 04:06 pm
PM Modi inaugurated, dedicated to the nation and laid the foundation stone for projects worth around Rs 5800 crores in Mehsana, Gujarat. Addressing the gathering, the PM remarked that the two dates of 30th and 31st October are a source of great inspiration for everyone, as the former is the death anniversary of Govind Guru ji and the latter is the birth anniversary of Sardar Patel ji. “Our generation has expressed its reverence for Sardar Saheb by building the world's largest statue, the Statue of Unity”, PM Modi said.ୟୁଏନଡବ୍ଲୁଟିଓ ଦ୍ୱାରା ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ପୁରସ୍କୃତ ହୋଇଥିବା ଗୁଜୁରାଟର ଧୋର୍ଡୋକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
October 20th, 03:34 pm
ଜାତିସଂଘର ବିଶ୍ୱ ପର୍ଯ୍ୟଟନ ସଂଗଠନ (ୟୁଏନଡବ୍ଲୁଟିଓ) ଦ୍ୱାରା ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ପୁରସ୍କୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟ କୁଚ୍ ଜିଲ୍ଲାର ଧୋର୍ଡୋ ଗ୍ରାମକୁ ଶୁଭେଚ୍ଛା ଜଣାଇଛନ୍ତି।One has to keep up with the changing times and embrace global best practices: PM
December 15th, 02:40 pm
PM Modi unveiled various developmental projects in Gujarat. Speaking about the farm laws, PM Modi said, Farmers are being misled about the agriculture reforms. He pointed out that the agriculture reforms that have taken place is exactly what farmer bodies and even opposition parties have been asking over the years.PM unveils key projects in Gujarat
December 15th, 02:30 pm
Prime Minister Shri Narendra Modi today unveiled various developmental projects in Gujarat.These projects include a desalination plant, a hybrid renewable energy park, and a fully mated milk processing and packing plant. The Chief Minister of Gujarat was present on the occasion.ଡିସେମ୍ବର 15 ରେ କଚ୍ଛ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
December 13th, 06:47 pm
ଆସନ୍ତା ଡିସେମ୍ବର 15, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ କଚ୍ଛ ଜିଲ୍ଲାର ଧୋର୍ଡୋ ଅଞ୍ଚଳ ଗସ୍ତ କରି ସେଠାରେ ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରକଳ୍ପଗୁଡିକ ମଧ୍ୟରେ ଏକ ଡିସାଲିନେସନ କାରଖାନା, ଏକ ଉନ୍ନତ ଅକ୍ଷୟ ଶକ୍ତି ପାର୍କ ଏବଂ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ କାରଖାନା ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ରଣ ଗସ୍ତ କରି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ।ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକମାନଙ୍କ ସମ୍ମିଳନୀର ଊଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ;
January 08th, 05:22 pm
ଆଜି ତେକାନପୁରସ୍ଥିତ ବିଏସଏଫ ଏକାଡେମୀଠାରେ ଅନୁଷ୍ଠିତ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ମହାନିରୀକ୍ଷକ (ଆଇଜିପି)ମାନଙ୍କ ସମ୍ମିଳନୀର ବିଦାୟକାଳୀନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଥିଲେ ।ତେକାନପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ ଓ ନିରୀକ୍ଷକଙ୍କ ସମ୍ମିଳନୀରେ ଯୋଗଦେଲେ
January 07th, 06:17 pm
ପୁଲିସ ମହାନିର୍ଦ୍ଦେଶକ ଏବଂ ନିରୀକ୍ଷକମାନଙ୍କ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ତେକାନପୁରସ୍ଥିତ ବିଏସଏଫ ଏକାଡେମୀରେ ପହଞ୍ଚିଛନ୍ତି ।ତେକାନପୁର ବିଏସଏଫ ଏକାଡେମୀଠାରେ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
January 06th, 01:09 pm
ରାଜ୍ୟଗୁଡିକର ପୁଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକମାନଙ୍କ ସମ୍ମିଳନୀ ଜାନୁୟାରୀ 7 ଓ 8 ତାରିଖ ଦୁଇଦିନ ଧରି ମଧ୍ୟପ୍ରଦେଶର ତେକାନପୁରର ବିଏସଏଫ ଏକାଡେମୀଠାରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।PM addresses Conference of Directors General of Police
December 20th, 03:22 pm
PM arrives in Dhordo, attends inaugural session of Conference of DGPs
December 18th, 08:49 pm
PM to visit Kutch, attend Conference of Directors General of Police
December 17th, 07:48 pm