5 ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
June 27th, 10:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର ଭୋପାଳର ରାନୀ କମଲାପତି ରେଲୱେ ଷ୍ଟେସନ ଠାରେ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଭୋପାଳ (ରାନୀ କମଲାପତି) – ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାନୀ କମଳାପତି) –ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚୀ-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧାରବାଡ଼-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମଡ଼ଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଅଟେ।ଧରୱାର୍ଡରେ ଇଲେକଟ୍ରୋନିକ ଉତ୍ପାଦନ କ୍ଲଷ୍ଟର ଧରୱାଡ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ବହୁଳ ଭାବେ ଉପକୃତ କରିବ: ପ୍ରଧାନମନ୍ତ୍ରୀ
March 25th, 11:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧରୱାଡରେ ଥିବା ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଲଷ୍ଟର ଧରୱାର୍ଡ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ବହୁତ ଲାଭଦାୟକ ହେବ । ଏହା ଉତ୍ପାଦନ ଏବଂ ନବସୃଜନ ଜଗତରେ କର୍ଣ୍ଣାଟକର ପଦକ୍ଷେପକୁ ମଧ୍ୟ ଆଗକୁ ନେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।