ଡିସେମ୍ବର ୨୮ ଏବଂ ୨୯ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

December 26th, 10:58 pm

.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଏବଂ ୨୯, ୨୦୨୩ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା ହେଉଛି ତୃତୀୟ ସମ୍ମିଳନୀ, ପ୍ରଥମଟି ୨୦୨୨ ଜୁନ୍ ରେ ଧର୍ମଶାଳାରେ ଏବଂ ଦ୍ୱିତୀୟ ସମ୍ମିଳନୀ ଜାନୁଆରୀ ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।

Seventh meeting of Governing Council of NITI Aayog concludes

August 07th, 05:06 pm

The Prime Minister, Shri Narendra Modi, today heralded the collective efforts of all the States in the spirit of cooperative federalism as the force that helped India emerge from the Covid pandemic.

ଅଗଷ୍ଟ ୭ରେ ନୀତି ଆୟୋଗଙ୍କ ୭ମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

August 05th, 01:52 pm

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟଗୁଡିକୁ ଦକ୍ଷ, ପ୍ରତିରୋଧୀ ଓ ଆତ୍ମନିର୍ଭର ହେବା ସହ ସମବାୟ ସଙ୍ଘୀୟ ଭାବନା ଅନୁରୂପ ‘ଆତ୍ମନିର୍ଭର ଭାରତ’ ପାଇଁ ଆଗକୁ ବଢିବାର ଦୃଢ ଆବଶ୍ୟକତା କହିଛି । ସ୍ଥିର, ନିରନ୍ତର ଓ ସମାବେଶୀ ଭାରତ ନିର୍ମାଣ ଉଦ୍ଦେଶ୍ୟରେ ଅଗଷ୍ଟ ୭,୨୦୨୨ରେ ନୀତି ଆୟୋଗଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ ଆୟୋଜିତ ହେବ ଓ କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଭାଗିଦାରୀ ଓ ସହଯୋଗର ନୂଆ ଅଧ୍ୟାୟ ସୃଷ୍ଟି ପାଇଁ ପଥପ୍ରଶସ୍ତ କରିବ ।

ଜୁନ୍‍ ୧୬ ଏବଂ ୧୭ ତାରିଖ ଦିନ ଧର୍ମଶାଳାରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 14th, 08:56 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ରୁ ୧୭ ଜୁନ୍ ୨୦୨୨ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

‘ବିଶ୍ୱ ନିବେଶକ ସମ୍ମିଳନୀ- 2019’ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 07th, 04:04 pm

ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ ମହୋଦୟ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମହୋଦୟ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ପ୍ରହ୍ଲାଦ ପଟେଲ ମହୋଦୟ, ଅନୁରାଗ ଠାକୁର ମହୋଦୟ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମହୋଦୟ, ଭାରତରେ ଅବସ୍ଥାପିତ ୟୁଏଇ (ସଂଯୁକ୍ତ ଆରବ ଅମିରତନ୍ତ୍ର) ରାଷ୍ଟ୍ରଦୂତ ଡକ୍ଟର ଅହମ୍ମଦ ଅଲ୍ୱାନା, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିଗଣ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ଧର୍ମଶାଳାରେ ବିଶ୍ୱ ନିବେଶକ ସମ୍ମିଳନୀରେ ଉପସ୍ଥିତ ମୋର ପ୍ରିୟ ସାଥୀଗଣ!!!

ଧର୍ମଶାଳାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀ 2019 ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 07th, 11:22 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀର ଉଦଘାଟନ କରିଛନ୍ତି ।