ଗୁଜରାଟର ଧରମପୁର ଠାରେ ଶ୍ରୀମଦ୍ ରାମଚନ୍ଦ୍ର ମିଶନର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
August 04th, 07:25 pm
ଶ୍ରୀମଦ୍ ରାମଚନ୍ଦ୍ର ମିଶନ, ଧରମପୁରର ଆଜିର ଏହି କାର୍ଯ୍ୟକ୍ରମ ଏହି ଶାଶ୍ୱତ ଭାବନାର ପ୍ରତୀକ ଅଟେ । ଆଜି ସ୍ପେଶାଲିଟି ଚିକିତ୍ସାଳୟର ଲୋକାର୍ପଣ ହୋଇଛି, ପଶୁ ଚିକିତ୍ସାଳୟ ଶିଳାନ୍ୟାସ କରାଯାଇଛି । ଏହା ସହିତ ମହିଳାମାନଙ୍କ ପାଇଁ ସେଣ୍ଟର ଅଫ ଏକ୍ସିଲେନ୍ସିର ନିର୍ମାଣ କାର୍ଯ୍ୟ ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି । ଏହାଦ୍ୱାରା ଗୁଜରାଟର ଗାଁରେ ରହୁଥିବା ଲୋକମାନଙ୍କ ପାଇଁ, ଗରିବ ଲୋକମାନଙ୍କ ପାଇଁ ଏବଂ ଆଦିବାସୀମାନଙ୍କ ପାଇଁ, ବିଶେଷ ଭାବେ ଦକ୍ଷିଣ ଗୁଜରାଟର ସାଥୀମାନଙ୍କୁ, ଆମର ମା’ ମାନଙ୍କୁ ଭଉଣୀମାନଙ୍କୁ ବହୁତ ଲାଭ ମିଳିବ । ଏହି ଆଧୁନିକ ସୁବିଧାଗୁଡ଼ିକ ପାଇଁ ମୁଁ ରାକେଶ ଜୀଙ୍କୁ, ଏହି ପୁରା ମିଶନକୁ, ଆପଣ ସମସ୍ତ ଭକ୍ତଜନଙ୍କୁ ଏବଂ ସେବାବ୍ରତୀମାନଙ୍କୁ ଯେତିକି ଧନ୍ୟବାଦ ଦେବି, ସେତିକି କମ ହେବ । ଯେତିକି ଅଭିନନ୍ଦନ କରିବି, ସେତିକି କମ ହେବ ।ଗୁଜୁରାଟର ଧରମପୁର ଠାରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ
August 04th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟର ଭାଲସାଦ ଜିଲ୍ଲାର ଧରମପୁର ଠାରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନ୍ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ ।125 crore Indians are our high command, says PM Narendra Modi
December 04th, 08:05 pm
Prime Minister Narendra Modi today attacked the Congress party for defaming Gujarat. He said that Congress cannot tolerate or accept leaders from Gujarat and hence always displayed displeasure towards them and the people of the state.