ଭାରତୀୟ ପାରାଲିମ୍ପିକ୍ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
September 09th, 02:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଟୋକିଓ ୨୦୨୦ ପାରାଲିମ୍ପିକ୍ କ୍ରୀଡାର ଭାରତୀୟ ଦଳ ପାଇଁ ଅଭ୍ୟର୍ଥନା ସମାରୋହର ଆୟୋଜନ କରିଛନ୍ତି । ଏହି ଦଳରେ ପାରା-ଆଥଲେଟ୍ସ ଏବଂ ସେମାନଙ୍କ କୋଚ୍ ମଧ୍ୟ ସାମିଲ ହୋଇଥିଲେ ।ସ୍ୱତନ୍ତ୍ର ଫଟୋଚିତ୍ର : ପାରାଲିମ୍ପିକ୍ ଚାମ୍ପିଆନମାନଙ୍କ ସହିତ ଏକ ସ୍ମରଣୀୟ କଥାବାର୍ତ୍ତା
September 09th, 10:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପାରାଲିମ୍ପିକ୍ ଚାମ୍ପିଆନ୍ସଙ୍କୁ ଭେଟିଛନ୍ତି ଯେଉଁମାନେ 2020 ଟୋକିଓ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ଏବଂ ବିଶ୍ୱ ମଞ୍ଚରେ ଦେଶକୁ ଗର୍ବିତ କରିଥିଲେ।ପାରାଲିମ୍ପିକ୍ସ କ୍ରୀଡ଼ାରେ ଜାଭେଲିନରେ ରୌପ୍ୟ ପଦକ ବିଜୟ ପାଇଁ ଦେବେନ୍ଦ୍ର ଝାଝରିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
August 30th, 11:02 am
ଟୋକିଓଠାରେ ଅନୁଷ୍ଠିତ ପାରାଲିମ୍ପିକ୍ସ କ୍ରୀଡ଼ାରେ ଜାଭେଲିନରେ ରୌପ୍ୟ ପଦକ ଜିତିଥିବା ଦେବେନ୍ଦ୍ର ଝାଝରିଆଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଫିଟ୍ ଇଣ୍ଡିଆ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 24th, 12:01 pm
ଆଜି ଦେଶକୁ ପ୍ରେରଣା ଦେବାଭଳି ଏଭଳି ସାତଜଣ ମହାନୁଭବଙ୍କୁ ମୁଁ ବିଶେଷ ଭାବେ ଆଭାର ବ୍ୟକ୍ତ କରୁଛି , କାରଣ ସେମାନେ ନିଜ ନିଜର କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ସମୟ ବାହାର କରିଛନ୍ତି ଏବଂ ସେମାନଙ୍କର ନିଜର ଅନୁଭବ ସଂପର୍କର ସମସ୍ତଙ୍କୁ ଅବଗତ କରାଇଛନ୍ତି । ଆପଣମାନେ ନିଜ ନିଜର ଫିଟନେସ ସଂପର୍କରେ ଯେଉଁ ଅନୁଭବମାନ ଆମମାନଙ୍କୁ ବାଣ୍ଟିଛନ୍ତି ତାହା ନିଶ୍ଚିତ ଭାବେ ଦେଶର ପ୍ରତ୍ୟେକ ପିଢ଼ିଙ୍କ ସକାଶେ ବେଶ୍ ଉପକାରୀ ହୋଇପାରିବ ବୋଲି ମୁଁ ଅନୁଭବ କରେ । ଆଜିର ଏହି ଆଲୋଚନା ପ୍ରତ୍ୟେକ ବର୍ଗଙ୍କ ପାଇଁ ଏବଂ ଭିନ୍ନ ଭିନ୍ନ ରୁଚି ରଖୁଥିବା ଲୋକମାନଙ୍କ ସକାଶେ ଢ଼େର୍ ଉପଯୋଗୀ ହୋଇପାରିବ । ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।ବୟସ ଉପଯୋଗୀ ଫିଟ୍ନେସ ପ୍ରୋଟକଲ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
September 24th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ପ୍ରଥମ ବର୍ଷ ପୂତ୍ତି ଅବସରରେ ଏକ ଭର୍ଚୁଆଲ ସମ୍ମିଳନୀରେ ବୟସ ଉପଯୋଗୀ ଫିଟ୍ନେସ ପ୍ରୋଟକଲ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ କ୍ରୀଡାବିତ୍, ଫିଟ୍ନେସ ବିଶେଷଜ୍ଞ ଏବଂ ଅନ୍ୟମାନଙ୍କ ସହ ଫିଟ୍ ଇଣ୍ଡିଆ ଡାଇଲଗ୍ କାର୍ଯ୍ୟକ୍ରମରେ ମତ ବିନିମୟ କରିଛନ୍ତି । ଏହି ଫିଟ୍ ଇଣ୍ଡିଆ ଡାଇଲଗ୍ କାର୍ଯ୍ୟକ୍ରମ ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଅଣଆନୁଷ୍ଠାନିକଭାବେ ନିଜର ଅଭିଜ୍ଞତା ଓ ଫିଟ୍ନେସ ମନ୍ତ୍ର ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି କାର୍ଯ୍ୟକ୍ରମ ଅଣଆନୁଷ୍ଠାନିକ ଢଙ୍ଗରେ ଆୟୋଜିତ ହୋଇଥିଲା ।Attackers of Uri incident would not go unpunished: PM During Mann Ki Baat
September 25th, 11:00 am
We have full faith in our soldiers. They will always give befitting reply to those spreading terrorPM Shri Narendra Modi today addressed the nation through radio program Mann Ki Baat. PM paid tributes to the 18 martyrs of Uri attack and said that we have full faith in our army. Shri Modi applauded the achievements of our Paralympic athletes in Rio 2016 Paralympics. PM also talked about the successful 2 years of Swacch Bharat Mission and encouraged citizens to participate in it in every way they can.Social Media Corner 14th September
September 14th, 06:45 pm
Your daily does of governance updates from Social Media. Your tweets on governance get featured here daily. Keep reading and sharing!ପାରାଲିମ୍ପିକ୍ସ 2016 ରେ ସ୍ଵର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝାରିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
September 14th, 01:05 pm
PM Narendra Modi congratulated Devendra Jhajharia on winning gold medal at the Rio 2016 Paralympics. The PM congratulated him for the historic win and said that it was well deserved and made everyone proud.