ବିହାରର ରାଜଗିରରେ ନାଲନ୍ଦା ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଉପସ୍ଥାପନା
June 19th, 10:31 am
ତୃତୀୟ ଥର ପାଇଁ ଶପଥ ନେବାର ପ୍ରଥମ ୧୦ ଦିନ ମଧ୍ୟରେ ମୁଁ ନାଳନ୍ଦା ଆସିବାର ସୁଯୋଗ ପାଇଛି। ଏହା ପ୍ରକୃତରେ ମୋର ସୌଭାଗ୍ୟ ଏବଂ ମୁଁ ଏହାକୁ ଭାରତର ବିକାଶ ଯାତ୍ରା ପାଇଁ ଏକ ଶୁଭ ସଙ୍କେତ ଭାବରେ ଦେଖୁଛି । ନାଳନ୍ଦା କେବଳ ଏକ ନାମ ନୁହେଁ। ନାଳନ୍ଦା ହେଉଛି ଏକ ପରିଚୟ, ଏକ ସମ୍ମାନ। ନାଳନ୍ଦା ହେଉଛି ଏକ ମୂଲ୍ୟ, ଏକ ମନ୍ତ୍ର, ଏକ ଗର୍ବ, ଏକ ଗାଥା । ନାଳନ୍ଦା ହେଉଛି ଏହି ସତ୍ୟର ଘୋଷଣା ଯେ ନିଆଁରେ ବହି ଜଳିଗଲେ ମଧ୍ୟ ନିଆଁ ଜ୍ଞାନକୁ ନିଭାଇ ପାରିବ ନାହିଁ । ନାଳନ୍ଦାର ବିନାଶ ଭାରତକୁ ଅନ୍ଧକାରରେ ଭରି ଦେଇଥିଲା। ଏବେ ଏହାର ପୁନରୁଦ୍ଧାର ଭାରତର ସୁବର୍ଣ୍ଣ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି।ବିହାରର ରାଜଗିର ଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
June 19th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶଗୁଡ଼ିକର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ସାକାର ରୂପ ନେଇଛି । ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ଚାରା ରୋପଣ ମଧ୍ୟ କରିଥିଲେ।Family based parties are busy in their own welfare, but BJP is worried about families of common citizens: PM Modi in Telangana
October 01st, 03:31 pm
Addressing a public meeting in Mahabubnagar, Telangana, PM Modi said, The government of Telangana is a car but the steering wheel is in the hands of someone else. The progress of Telangana has been halted by two family-run parties. Both of these family-run parties are known for their corruption and commission. Both of these parties have the same formula. The party is of the family, by the family and for the family.”PM Modi addresses a public meeting at Mahabubnagar, Telangana
October 01st, 03:30 pm
Addressing a public meeting in Mahabubnagar, Telangana, PM Modi said, The government of Telangana is a car but the steering wheel is in the hands of someone else. The progress of Telangana has been halted by two family-run parties. Both of these family-run parties are known for their corruption and commission. Both of these parties have the same formula. The party is of the family, by the family and for the family.”ମଧ୍ୟପ୍ରଦେଶର ଶେହଡୋଲରେ ସିକଲ ସେଲ ଆନିମିଆ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 01st, 10:56 pm
କାର୍ଯ୍ୟକ୍ରମରେ ଉପସ୍ଥିତ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁ ଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, ଫଗ୍ଗନ ସିଂହ କୁଲସ୍ତେ ମହାଶୟ, ପ୍ରଫେସର ଏସ.ପି ସିଂହ ବଘେଲ ମହାଶୟ, ଶ୍ରୀମତୀ ରେଣୁକା ସିଂହ ସରୁତା ମହାଶୟା, ଡକ୍ଟର ଭାରତୀ ପାୱାର ମହାଶୟା, ଶ୍ରୀ ବିଶ୍ୱେଶ୍ୱର ଟୁଡୁ ମହାଶୟ, ସାଂସଦ ଶ୍ରୀ ବି.ଡି ଶର୍ମା ମହାଶୟ, ମଧ୍ୟ ପ୍ରଦେଶ ସରକାରରେ ମନ୍ତ୍ରୀଗଣ, ସମସ୍ତ ବିଧାୟକ ଗଣ, ସାରା ଦେଶରୁ ଏହି କାର୍ଯ୍ୟକ୍ରମରେ ସାମିଲ ଅନ୍ୟ ସମସ୍ତ ମହାନୁଭବ, ଏବଂ ଏତେ ବିଶାଳ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ!ମଧ୍ୟପ୍ରଦେଶର ଶାହଡୋଲରେ ଜାତୀୟ ସିକିଲ ସେଲ୍ ଆନିମିଆ ଉନ୍ମୁଳନ ମିଶନ୍ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
July 01st, 03:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଶାହଡୋଲରେ ଜାତୀୟ ସିକିଲ ସେଲ ଆନିମିଆ ଉନ୍ମୁଳନ ମିଶନ ଆରମ୍ଭ କରିଛନ୍ତି ଏବଂ ହିତାଧିକାରୀଙ୍କୁ ସିକିଲ ସେଲ ଜେନେଟିକ ଷ୍ଟାଟସ କାର୍ଡ ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପ୍ରାୟ ୩.୫୭ କୋଟି ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ଗୋଣ୍ଡୱାନାର ଶାସକ ରାଣୀ ଦୁର୍ଗାବତୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ।