ଭାରତ ସରକାରଙ୍କ ନିର୍ଦ୍ଦେଶକ, ଉପସଚିବମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ;
October 18th, 02:21 pm
2022 ସୁଦ୍ଧା ଏକ ନୂଆ ଭାରତ ନିର୍ମାଣ ଦିଗରେ ସମର୍ପିତ ଭାବେ ବ୍ରତୀ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଅଫିସର 4 କାନ୍ଥ ମଧ୍ୟରେ ସୀମିତ ନ ରହି ଏକ ଆଧୁନିକ ଭାରତ ଗଠନ ଦିଗରେ ଖୋଲା ମନରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।