ଉତ୍ତରପ୍ରଦେଶରେ ନଅଟି ମେଡିକାଲ କଲେଜର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 25th, 10:31 am
ଉତ୍ତର ପ୍ରଦେଶର ରାଜ୍ୟାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହାଶୟା, ୟୁପିର ଯଶସ୍ୱୀ ଏବଂ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, ମଞ୍ଚ ଉପରେ ବିରାଜମାନ ୟୁପି ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ଅନ୍ୟ ଯେଉଁ ସ୍ଥାନମାନଙ୍କରେ ମେଡିକାଲ କଲେଜ ସ୍ଥାପିତ ହୋଇଛି, ସେଠାରେ ଉପସ୍ଥିତ ୟୁପି ସରକାରଙ୍କ ମନ୍ତ୍ରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାଂସଦଗଣ, ବିଧାୟକ, ଅନ୍ୟ ଜନପ୍ରତିନିଧି, ଆଉ ମୋର ପ୍ରିୟ ଭାଇ ଓ ଭଉଣୀମାନେ,ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗରରେ ୯ ଟି ମେଡିକାଲ କଲେଜକୁ ଉଦଘାଟନ କରିଛନ୍ତି
October 25th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗରରେ ୯ ଟି ମେଡିକାଲ କଲେଜ ଉଦଘାଟନ କରିଛନ୍ତି । ଏହି ନଅଟି ମେଡିକାଲ କଲେଜ ସିଦ୍ଧାର୍ଥନଗର, ଏଟା, ହାରଦୋଇ, ପ୍ରତାପଗଡ, ଫତେପୁର, ଦେଓରିଆ, ଘାଜିପୁର, ମିର୍ଜାପୁର ଏବଂ ଜଉନପୁର ଜିଲ୍ଲାରେ ଅଛି । ଏହି ଅବସରରେ ଉତ୍ତରପ୍ରଦେଶର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।Elections in Uttar Pradesh has turned into an 'Utsav' of freeing the state from misrule of SP, BSP, Congress: PM
March 01st, 09:01 pm
Campaigning in Deoria, Uttar Pradesh, Prime Minister Narendra Modi said, ““Elections in Uttar Pradesh has turned into an 'Utsav' of freeing the state from misrule of SP, BSP, Congress.” PM Modi attacked the Samajwadi Government and said that they started various projects but could not finish them.PM Modi addresses public rally in Maharajaganj and Deoria Uttar Pradesh
March 01st, 09:00 pm
PM Narendra Modi addressed huge public meetings in Maharajganj and Deoria in Uttar Pradesh. PM Modi stated that BJP wanted to fulfil aspirations of the poor and uplift them without discriminating anyone on the grounds of caste or religion. PM mentioned that according to the recent data India was the fastest growing economy in the world and hard work of the 125 billion people had muted the claims of Harvard economists.ସୋସିଆଲ ମିଡିଆ କର୍ଣ୍ଣର 1 ମାର୍ଚ୍ଚ 2017
March 01st, 08:04 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।