ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ
November 08th, 04:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣର ଶୀର୍ଷ ଉଦ୍ଧୃତାଂଶ
August 15th, 04:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 73ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ ରାଷ୍ଟ୍ରକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହିତ ପବିତ୍ର ରକ୍ଷାବନ୍ଧନର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ଏବଂ ସାର୍ବଜନିକ ଭାଗିଦାରୀ ମାଧ୍ୟମରେ ଭାରତକୁ ଗୌରବର ଅଧିକ ଶିଖର ପର୍ଯ୍ୟନ୍ତ ନେଇଯିବାର ସରକାରଙ୍କ ଦୃଷ୍ଟିକୋଣକୁ ଉପସ୍ଥାପନା କରିଛନ୍ତି ।"ଗୋଟିଏ ରାଷ୍ଟ୍ର ,ଗୋଟିଏ ସମ୍ବିଧାନ' ର ଭାବନା ଆଜି ବାସ୍ତବିକତାରେ ପରିଣତ ହୋଇଛି : ପ୍ରଧାନମନ୍ତ୍ରୀ ମୋଦୀ "
August 15th, 01:43 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 73ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ ରାଷ୍ଟ୍ରକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହିତ ପବିତ୍ର ରକ୍ଷାବନ୍ଧନର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ଏବଂ ସାର୍ବଜନିକ ଭାଗିଦାରୀ ମାଧ୍ୟମରେ ଭାରତକୁ ଗୌରବର ଅଧିକ ଶିଖର ପର୍ଯ୍ୟନ୍ତ ନେଇଯିବାର ସରକାରଙ୍କ ଦୃଷ୍ଟିକୋଣକୁ ଉପସ୍ଥାପନା କରିଛନ୍ତି ।"ଭାରତର 73ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲା ପ୍ରାଚୀରରୁ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ "
August 15th, 07:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 73ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ ରାଷ୍ଟ୍ରକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହିତ ପବିତ୍ର ରକ୍ଷାବନ୍ଧନର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ଏବଂ ସାର୍ବଜନିକ ଭାଗିଦାରୀ ମାଧ୍ୟମରେ ଭାରତକୁ ଗୌରବର ଅଧିକ ଶିଖର ପର୍ଯ୍ୟନ୍ତ ନେଇଯିବାର ସରକାରଙ୍କ ଦୃଷ୍ଟିକୋଣକୁ ଉପସ୍ଥାପନା କରିଛନ୍ତି ।BJP-led NDA government acts with a ‘zero-tolerance’ policy on terrorism: PM Modi in Muzaffarpur
April 30th, 11:01 am
Prime Minister Narendra Modi addressed a major public meeting in Muzaffarpur, Bihar this morning. At the rally, PM Modi reminded the people about the days of lawlessness prevalent in Bihar when the Opposition parties ruled in the state and Centre and said, “Those that destroyed the ethos of this great land are out not to form a government at the Centre, they are rather looking to grab an opportunity to return to power and bring back the lawlessness in Bihar again.”PM Modi addresses public meeting in Bihar
April 30th, 11:00 am
Prime Minister Narendra Modi addressed a major public meeting in Muzaffarpur, Bihar this morning. At the rally, PM Modi reminded the people about the days of lawlessness prevalent in Bihar when the Opposition parties ruled in the state and Centre and said, “Those that destroyed the ethos of this great land are out not to form a government at the Centre, they are rather looking to grab an opportunity to return to power and bring back the lawlessness in Bihar again.”PM Modi’s exclusive interview to Aaj Tak and India Today
April 26th, 07:01 pm
In an exclusive interview to Aaj Tak and India Today, PM Narendra Modi spoke at length about vital issues concerning the nation today. The PM spoke about the situation in Jammu and Kashmir, employment, agriculture and farmers, a robust and growing Indian economy, the country’s counter-terrorism measures, ongoing Lok Sabha polls and more.Maha Milawat has lost its ground among the people because of their petty politics: PM Modi
April 26th, 02:16 pm
At a public meeting in Madhya Pradesh’s Sidhi, PM Modi took on the incumbent Congress government in the state for the recent discovery of large amounts of illicit cash from senior leaders and their aides and said that the Congress leaders were still deeply involved in corruption and illegal activities.Congress leaders only worry about their families instead of the people: PM Modi in MP
April 26th, 02:15 pm
Prime Minister Modi addressed two huge rallies in Sidhi and Jabalpur in Madhya Pradesh today. At the rallies, PM Modi took on the incumbent Congress government in the state for the recent discovery of large amounts of illicit cash from senior leaders and their aides and said that the Congress leaders were still deeply involved in corruption and illegal activities.Modi is ready to risk his entire political career but will never let the country down: PM in Chittorgarh, Rajasthan
April 21st, 01:46 pm
At a rally in Chittorgarh, PM Modi said, “The past five years have seen what a strong, transparent and people centric government can do. Modi is ready to risk his entire political career but will never let the country down.”Rajasthan has decided to firmly support the BJP again: PM Modi in Rajasthan
April 21st, 01:45 pm
Prime Minister Narendra Modi held two rallies in Rajasthan's Chittorgarh and Barmer. He criticised the Congress and asked people who were they willing to vote - Congress that weakens the country or a BJP that strengthens it. PM Modi said that India has stopped the policy of getting scared of Pakistan's threats.PM Modi delivers keynote address at TV9 Bharatvarsh Conclave
March 31st, 10:29 am
PM Modi today delivered the keynote address at the TV9 Bharatvarsh Conclave. Speaking at the event, PM Modi highlighted the transformative measures undertaken by the BJP-led NDA government at Centre in the last five years. Criticising the Congress-led UPA, PM Modi said that it was due to their misgovernance which led to vast corruption and hampered India's growth.RERA has strengthened the trust between the customers and the real estate developers: PM Modi
February 13th, 08:09 pm
Prime Minister Narendra Modi addressed CREDAI YouthCon-19 at Talkatora Stadium in New Delhi today. Addressing the CREDAI YouthCon-19, PM Modi has said that the government is moving at a faster pace towards providing housing to all homeless people by 2022. “Our government is committed to fulfilling the decades-long dream of the poor people,” the PM said.କ୍ରେଡାଇ ୟୁଥକନ-2019କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
February 13th, 08:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମଠାରେ କ୍ରେଡାଇ ୟୁଥକନ-2019କୁ ସମ୍ବୋଧନ କରିଥିଲେ ।ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କ ଜବାବ
February 07th, 07:30 pm
ରାଷ୍ଟ୍ରପତି ଲୋକସଭାରେ ଦେଇଥିବା ଅଭିଭାଷଣ ଉପରେ ଚାଲିଥିବା ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନାର ଆଜି ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୃହର ବିଭିନ୍ନ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଯେଉଁମାନେ ଏହି ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ଏଥିରେ ଅନେକ ଉଲ୍ଲେଖନୀୟ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ।India is changing because Indians have decided to change: PM Modi
January 30th, 06:41 pm
Prime Minister Shri Narendra Modi interacted with the young professionals in a town hall programme at the New India Youth Conclave in Surat. The PM received a rousing welcome at the New India Youth Conclave.ଭାରତ ବଦଳୁଛି, କାରଣ ଭାରତୀୟମାନେ ବଦଳିବାକୁ ନିଷ୍ପତ୍ତି ନେଇଛନ୍ତି : ପ୍ରଧାନମନ୍ତ୍ରୀ
January 30th, 06:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁରଟରେ ନିଉ ଇଣ୍ଡିଆ ଯୁବ ସମ୍ମିଳନୀରେ ଯୁବ ବ୍ୟବସାୟୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଟାଉନ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବକମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।UDAN has immensely helped to boost air connectivity in India: PM Modi
January 30th, 01:30 pm
Inaugurating the new terminal building of Surat Airport, PM Narendra Modi reiterated the Centre’s commitment to enhance ease of living as well as ease of doing business in the country. Highlighting NDA government’s focus on strengthening infrastructure and connectivity, the PM said that due to the UDAN Yojana, citizens were being benefitted as several airports were either being upgraded or extended throughout the country.ସୁରଟରେ ପ୍ରଧାନମନ୍ତ୍ରୀ
January 30th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟ ଗସ୍ତ କରିଛନ୍ତି । ସେ ସୁରଟ ବିମାନ ବନ୍ଦରର ନୂଆ ଟର୍ମିନାଲ ବିଲ୍ଡିଂ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ସୁରଟ ଓ ଦକ୍ଷିଣ ଗୁଜରାଟ କ୍ଷେତ୍ରରେ ଯୋଗାଯୋଗ ଏବଂ ସମୃଦ୍ଧି ବୃଦ୍ଧି ପାଇବ ।India is a supporter of peace, but the country will not hesitate to take any steps required for national security: PM
January 28th, 10:33 am
Addressing the NCC Rally in Delhi, PM Narendra Modi appreciated the cadets for their vital role in the nation’s safety and security. He also lauded the role of India’s Nari Shakti in the security forces. The PM said that the VIP culture, which used to flourish once, was being eliminated and a new culture of EPI, Every Person is Important, was being established.