Make in India, Make for the Globe: PM Modi in Vadodara, Gujarat

October 30th, 02:47 pm

PM Modi laid the foundation stone of the C-295 Aircraft Manufacturing Facility in Vadodara, Gujarat. The Prime Minister remarked, India is moving forward with the mantra of ‘Make in India, Make for the Globe’ and now India is becoming a huge manufacturer of transport aircrafts in the world.

PM lays foundation stone of C-295 Aircraft Manufacturing Facility in Vadodara, Gujarat

October 30th, 02:43 pm

PM Modi laid the foundation stone of the C-295 Aircraft Manufacturing Facility in Vadodara, Gujarat. The Prime Minister remarked, India is moving forward with the mantra of ‘Make in India, Make for the Globe’ and now India is becoming a huge manufacturer of transport aircrafts in the world.

New India is moving ahead with the mantra of Intent, Innovation & Implementation: PM at DefExpo 2022

October 19th, 10:05 am

PM Modi inaugurated the DefExpo22 at Mahatma Mandir Convention and Exhibition Centre in Gandhinagar, Gujarat. PM Modi acknowledged Gujarat’s identity with regard to development and industrial capabilities. “This Defence Expo is giving a new height to this identity”, he said. The PM further added that Gujarat will emerge as a major centre of the defence industry in the coming days.

PM inaugurates DefExpo22 at Mahatma Mandir Convention and Exhibition Centre in Gandhinagar, Gujarat

October 19th, 09:58 am

PM Modi inaugurated the DefExpo22 at Mahatma Mandir Convention and Exhibition Centre in Gandhinagar, Gujarat. PM Modi acknowledged Gujarat’s identity with regard to development and industrial capabilities. “This Defence Expo is giving a new height to this identity”, he said. The PM further added that Gujarat will emerge as a major centre of the defence industry in the coming days.

This year’s Budget has given utmost thrust to manufacturing and Ease of Doing Business: PM

February 16th, 02:46 pm

PM Modi participated in 'Kashi Ek Roop Anek' organized at the Deendayal Upadhyaya Trade Facilitation Centre in Varanasi. Addressing the event, PM Modi said that government will keep taking decisions to achieve the goal of 5 trillion dollar economy.

ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘କାଶୀ ଏକ, ରୂପ ଅନେକ’ କାର୍ଯ୍ୟକ୍ରମରେ ଯୋଗଦାନ

February 16th, 02:45 pm

ଆଗାମୀ ଦିନରେ ଦେଶର ଅର୍ଥନୀତିକୁ 5 ଟ୍ରିଲିୟନ ଡଲାରରେ ପହଞ୍ଚାଇବା ପାଇଁ ସରକାର ସମସ୍ତ ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବାରାଣସୀରେ ଏକ ଉତ୍ସବରେ ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ ପାଇଁ ପାରମ୍ପରିକ ହସ୍ତକଳା, କାରିଗରୀ ଓ ଏମଏସଏମଇକୁ ସୁଦୃଢ କରିବାକୁ ପଡ଼ିବ ।

ଲକ୍ଷ୍ନୌରେ ଡିଫେନ୍ସଏକ୍ସପୋ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

February 05th, 01:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ, ଉତ୍ତରପ୍ରଦେଶରେ ଡିଫେନ୍ସଏକ୍ସପୋର 11ତମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି । ଏହି ଦ୍ୱିବାର୍ଷିକ ସାମରିକ ପ୍ରଦର୍ଶନୀରେ ବିଶ୍ୱସ୍ତରୀୟ ପ୍ରତିରକ୍ଷା କେନ୍ଦ୍ର ଭାବରେ ଭାରତର ସମ୍ଭାବନା ପ୍ରଦର୍ଶିତ କରାଯାଉଛି । ଡିଫେନ୍ସଏକ୍ସପୋ 2020 ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନ ମଞ୍ଚ ହେବା ସହିତ ବିଶ୍ୱର ପ୍ରମୁଖ ଡିଫେନ୍ସଏକ୍ସପୋ ପାଲଟିଛି । ଚଳିତ ଏକ୍ସପୋରେ ବିଶ୍ୱର ଏକ ହଜାରରୁ ଅଧିକ ପ୍ରତିରକ୍ଷା ନିର୍ମାତା ଓ 150 କମ୍ପାନୀ ଭାଗ ନେଇଛନ୍ତି ।

ଲକ୍ଷ୍ନୌଠାରେ ଡିଫଏକ୍ସପୋ-2020ର ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 03rd, 01:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 5 ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଡିଫଏକ୍ସପୋ 2020ର ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବେ ।

ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2018

April 12th, 07:39 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ପ୍ରତିରକ୍ଷା ପ୍ରଦର୍ଶନୀ – 2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 12th, 11:20 am

ଆପଣମାନଙ୍କ ମଧ୍ୟରୁ ଅନେକ ପୂର୍ବରୁ ଏହି ଏକ୍ସପୋ’ରେ ଯୋଗ ଦେଇସାରିଥିବେ । କେତେଜଣ ବୋଧହୁଏ ଆରମ୍ଭ ହେବା ଦିନଠାରୁ ଏଥିରେ ଯୋଗ ଦେଉଥିବେ ।