Focus on modernisation of infrastructure is driven by increasing ease of living for the people: PM

June 19th, 10:31 am

PM Modi dedicated to the nation the main tunnel and five underpasses of Pragati Maidan Integrated Transit Corridor Project. The PM called the project a big gift from the central government to the people of Delhi. He recalled the enormity of the challenge in completing the project due to the traffic congestion and the pandemic.

PM dedicates Pragati Maidan Integrated Transit Corridor project

June 19th, 10:30 am

PM Modi dedicated to the nation the main tunnel and five underpasses of Pragati Maidan Integrated Transit Corridor Project. The PM called the project a big gift from the central government to the people of Delhi. He recalled the enormity of the challenge in completing the project due to the traffic congestion and the pandemic.

ନୂଆଦିଲ୍ଲୀର ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ ଉଦ୍‍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 16th, 11:01 am

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ବରିଷ୍ଠ ସହକର୍ମୀ ଶ୍ରୀମାନ ରାଜନାଥ ସିଂ ଜୀ,ହରଦୀପ ସିଂହ ପୁରୀ ଜୀ, ଅଜୟ ଭଟ୍ଟ ଜୀ, କୌଶଲ କିଶୋର ଜୀ, ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ବିପନ ରାୱତ ଜୀ, ତିନି ସେନାର ମୁଖ୍ୟ, ବରିଷ୍ଠ ଅଧିକାରୀଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାଥିଗଣ ।

ପ୍ରଧାନମନ୍ତ୍ରୀ କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଆଭେନ୍ୟୁରେ ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧ ଉଦଘାଟନ କରିଛନ୍ତି

September 16th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଅଭେନ୍ୟୁରେ ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧର ଉଦ୍‍ଘାଟନ କରିଛନ୍ତି । ସେ ଆଫ୍ରିକା ଆଭେନ୍ୟୁରେ ଥିବା ପ୍ରତିରକ୍ଷା କାର୍ଯ୍ୟାଳୟ ସୌଧ ପରିଦର୍ଶନ କରି ସେନା, ନୌ ସେନା, ବାୟୁସେନା ଏବଂ ବେସାମରିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

୧୬ ସେପ୍ଟେମ୍ବର ଦିନ କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଏଭେନ୍ୟୁସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

September 15th, 02:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ସେପ୍ଟେମ୍ବର, ୨୦୨୧ ରେ ପୂର୍ବାହ୍ନ ୧୧ଟା ସମୟରେ କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଏଭେନ୍ୟୁସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସରକୁ ଉଦ୍‌ଘାଟନ କରିବେ । ସେ ଆଫ୍ରିକା ଏଭେନ୍ୟୁସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସର ପରିଦର୍ଶନ କରିବେ ଏବଂ ସ୍ଥଳସେନା, ନୌସେନା, ବାୟୁସେନା ତଥା ପ୍ରଶାସନିକ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।