ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିଶ୍ୱ ସ୍ୱୀକାର କରିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

September 25th, 11:00 am

ବିଗତ ଦିନରେ ଯେଉଁ କଥା ଆମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଲା ଚିତା । ଚିତା ଉପରେ କଥା ହେବା ପାଇଁ ବହୁତ ଗୁଡ଼ିଏ ଆସିଛି । ଉତ୍ତରପ୍ରଦେଶର ଅରୁଣ କୁମାର ଗୁପ୍ତା ହୁଅନ୍ତୁ କି ତେଲଙ୍ଗାନାର ଏନ୍.ରାମଚନ୍ଦ୍ରନ ରଘୁରାମ୍ ଜୀ, ଗୁଜରାଟର ରାଜନ୍ ଜୀ ହୋଇଥାଆନ୍ତୁ କିମ୍ବା ଦିଲ୍ଲୀର ସୁବ୍ରତ୍ ଜୀ । ଦେଶର କୋଣ ଅନୁକୋଣରୁ ଲୋକେ ଚିତା ଭାରତକୁ ଫେରିବା ନେଇ ଆନନ୍ଦ ପ୍ରକାଶ କରିଛନ୍ତି । ୧୩୦ କୋଟି ଭାରତବାସୀ ଆନନ୍ଦିତ, ଗର୍ବିତ । ଏହାହିଁ ହେଉଛି ଭାରତର ପ୍ରକୃତି ପ୍ରେମ । ଏ ବିଷୟରେ ଲୋକଙ୍କର ଗୋଟିଏ ହିଁ ପ୍ରଶ୍ନ, ମୋଦିଜୀ ଆମକୁ ଚିତା ଦେଖିବାର ସୁଯୋଗ କେବେ ମିଳିବ ?

ଉତ୍ତର ପ୍ରଦେଶ ପ୍ରୟାଗରାଜରେ ମହିଳା-କୈନ୍ଦ୍ରିକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

December 21st, 04:48 pm

ପ୍ରୟାଗରାଜ ହଜାର ହଜାର ବର୍ଷ ଧରି ଆମର ମାତୃଶକ୍ତିର ପ୍ରତୀକ ମା, ଗଙ୍ଗା-ଯମୁନା-ସରସ୍ୱତୀଙ୍କ ମିଳନ ସ୍ଥଳ ରହିଛି। ଆଜି ଏହି ତୀର୍ଥ ନଗରୀ ନାରୀ-ଶକ୍ତିର ଏତେ ଅଦ୍ଭୁତ ସଂଗମର ମଧ୍ୟ ସଖୀ ହୋଇ ରହିଛି । ଏହା ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆପଣମାନେ ସମସ୍ତେ ମୋତେ ଆପଣଙ୍କର ସ୍ନେହ ଏବଂ ଆଶୀର୍ବାଦ ନେବାକୁ ଆସିଛି । ମା-ଭଉଣୀମାନେ, ମୁଁ ମଞ୍ଚକୁ ଆସିବା ପୂର୍ବରୁ ମୁଁ ବ୍ୟାକିଂ ସଖୀମାନଙ୍କ ସହ, ସ୍ୱୟଂ ସହାୟତା ସମୂହମାନଙ୍କ ସହ ଜଡ଼ିତ ଭଉଣୀମାନଙ୍କ ସହ ଏବଂ କନ୍ୟା ସୁମଂଗଲ । ଯୋଜନାର ଲାଭାର୍ଥୀ କନ୍ୟାମାନଙ୍କ ସହ କଥା ହେଲି, ଏମିତି ଭାବ, ଏମିତି ଆତ୍ମବିଶ୍ୱାସପୂର୍ଣ୍ଣ କଥା! ମା ଓ ଭଉଣୀମାନେ, ଆମର ଏଠାରେ ଏକ ପ୍ରବାଦ- “ପ୍ରତ୍ୟେକ୍ଷ କିମ୍ ପ୍ରମାଣମ୍ ।”

ଲକ୍ଷ ଲକ୍ଷ ମହିଳା ଅଂଶଗ୍ରହଣ କରିଥିବା କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

December 21st, 01:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି (୨୧.୧୨.୨୧ ) ପ୍ରୟାଗରାଜ ଗସ୍ତରେ ଯାଇ ବିଶେଷକରି ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ଓ ଏହା ଦ୍ୱାରା ପାଖାପାଖି ୧୬ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ । ଏହି ହସ୍ତାନ୍ତରଣ ଦିନ ଦୟାଲ ଅନ୍ତଦ୍ୟୋୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଜରିଆରେ ହେଉଛି । ଏହା ଦ୍ୱାରା ୮୦ହଜାର ଏସଏଚଜି ଗୋଷ୍ଠୀ ନିବେଶ ପାଣ୍ଠି (ଆଇଏଫ)ରେ ଏସଏଚଜି ପିଛା ୧.୧୦ଲକ୍ଷ ଟଙ୍କା ଓ ୬୦ହଜାର ଏସଏଚଜି ଚକ୍ରୀୟ ପାଣ୍ଠି ଜରିଆର ଏସଏଚଜି ପିଛା ୧୫ହଜାର ପାଇବେ ।

ପ୍ରୟାଗରାଜ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ

December 20th, 10:21 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଡିସେମ୍ବର ୨୧ ତାରିଖ ମଙ୍ଗଳବାର ଦିନ ପ୍ରୟାଗରାଜ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତର ସ୍ୱାତନ୍ତ୍ର୍ୟ ହେଉଛି ୨ ଲକ୍ଷରୁ ଅଧିକ ମହିଳା ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ତୃଣମୂଳ ସ୍ତରରୁ ମହିଳାମାନଙ୍କୁ ସଶକ୍ତ କରିବା ନିମିତ୍ତ ପ୍ରଧାନମନ୍ତ୍ରୀଙ୍କର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ୧୬ ଲକ୍ଷ ମହିଳାଙ୍କର କଲ୍ୟାଣ ପାଇଁ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ବ୍ୟବସାୟିକ ପ୍ରତିନିଧି- ‘ସଖୀ’ମାନଙ୍କୁ ପ୍ରଥମ ମାସର ବୃତ୍ତି ପ୍ରଦାନ କରାଯିବ । ଏଥିସହିତ ପ୍ରଧାନମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ୧ ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨ଶହରୁ ଅଧିକ ଅତିରିକ୍ତ ପୁଷ୍ଟି ପ୍ରସ୍ତୁତି କେନ୍ଦ୍ରସମୂହର ଶିଳାନ୍ୟାସ କରିବେ ।

ଇନଫିନିଟି ଫୋରମ, ୨୦୨୧ର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 03rd, 11:23 am

ପ୍ରଯୁକ୍ତି ଏବଂ ଆର୍ଥିକ ଜଗତର ମୋର ଦେଶବାସୀ, ୭୦ରୁ ଅଧିକ ଦେଶରୁ ଭାଗ ନେଇଥିବା ହଜାର ହଜାର ପ୍ରତିନିଧିଗଣ ।

ଇନଫିନିଟି ମଞ୍ଚ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

December 03rd, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିନଟେକ ଇନଫିନିଟି ଫୋରମକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ।

‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 12th, 12:32 pm

ଏବେ ଯେତେବେଳେ ମୁଁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ଭଉଣୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ମୁଁ ଅନୁଭବ କରୁଥିଲି, ଆପଣମାନେ ମଧ୍ୟ ଦେଖିଥିବେ, ସେମାନଙ୍କ ମଧ୍ୟରେ ଆଗକୁ ବଢ଼଼ିବା ପାଇଁ କିପରି ଲାଳସା ରହିଛି, କିଛି କରିବା ପାଇଁ କିପରି ଉତ୍ସାହ ରହିଛି, ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାଦାୟୀ। ଏହାଦ୍ୱାରା ଆମେ ସାରା ଦେଶରେ ଚାଲୁ ରହିଥିବା ନାରୀଶକ୍ତିଙ୍କ ସଶକ୍ତ ଆନ୍ଦୋଳନର ଦର୍ଶନ ହୋଇଥାଏ।

ପ୍ରଧାନମନ୍ତ୍ରୀ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ'ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ କଥାବାର୍ତ୍ତା କରିଛନ୍ତି

August 12th, 12:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ' ରେ ଅଂଶଗ୍ରହଣ କରିଛନ୍ତି ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍‍ଆରଏଲ୍‍ଏମ୍‍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‍ଏଚ୍‍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ଜୀବିକାର ସର୍ବଭାରତୀୟକରଣ ଉପରେ ଏକ ପୁସ୍ତିକା ସହିତ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀର ଏକ ସଂକଳନ ଉନ୍ମୋଚନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୨ ତାରିଖରେ " ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ ” ରେ ଅଂଶଗ୍ରହଣ କରିବେ

August 11th, 01:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଅଗଷ୍ଟ ୨୦୨୧ ଅପରାହ୍ନ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ “ ରେ ଅଂଶଗ୍ରହଣ କରିବେ ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍‍ଆରଏଲ୍‍ଏମ୍‍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‍ଏଚ୍‍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀ ସହିତ ସାର୍ବଜନୀନ ଭାବେ ଚାଷ ଜମିରୁ ଉତ୍ପାଦିତ ଜୀବିକା ଉପରେ ଏକ ଏକ ପୁସ୍ତିକା ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ ।

Cabinet approves Special Package for UT of Jammu & Kashmir and Ladakh under the Deendayal Antyodaya Yojana - National Rural Livelihoods Mission

October 14th, 06:32 pm

The Union Cabinet, chaired by PM Narendra Modi has approved a Special Package worth Rs. 520 crore in the Union Territories of Jammu, Kashmir and Ladakh for a period of five years till FY 2023-24; and ensure funding of Deendayal Antyodaya Yojana - National Rural Livelihoods Mission (DAY-NRLM) on a demand driven basis without linking allocation with poverty ratio during this extended period.

Address by the President of India Shri Ram Nath Kovind to the joint sitting of Two Houses of Parliament

January 31st, 01:59 pm

In his remarks ahead of the Budget Session of Parliament, PM Modi said, Let this session focus upon maximum possible economic issues and the way by which India can take advantage of the global economic scenario.

ଗ୍ରାମାଂଚଳ ବିଦ୍ୟୁତକରଣ ଏବଂ ସୌଭାଗ୍ୟ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 19th, 10:30 am

ଆଜି ମୋତେ ଦେଶର ସେହି 18 ହଜାର ଗାଁ’ର ବନ୍ଧୁ, ଆପଣମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଛି, ଯେଉଁଠି ପ୍ରଥମଥର ପାଇଁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି । ଅନ୍ଧକାରରେ ଶତାବ୍ଦୀ ଶତାବ୍ଦୀ ବିତିଗଲା ଏବଂ ବୋଧହୁଏ ଚିନ୍ତା ମଧ୍ୟ କରି ନ ଥିବେ ଯେ ଆପଣମାନଙ୍କ ଗାଁ କେବେ ଆଲୋକିତ ହେବ କି ନ ହେବ । ଆଜି ମୋ ପାଇଁ ଏହା ମଧ୍ୟ ଖୁସିର କଥା ଯେ ମୋତେ ଆପଣମାନଙ୍କ ଖୁସିରେ ସାମିଲ ହେବାର ସୁଯୋଗ ମିଳୁଛି ।

ଗ୍ରାମାଞ୍ଚଳ ବିଦ୍ୟୁତକରଣ, ସୌଭାଗ୍ୟ ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

July 19th, 10:30 am

2014 ମସିହା ପରେ ଦେଶବ୍ୟାପୀ ବିଦ୍ୟୁତକରଣ ହୋଇଥିବା ଗ୍ରାମଗୁଡ଼ିକର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ଭିଡିଓ ବ୍ରିଜ୍ କାର୍ଯ୍ୟକ୍ରମ ଜରିଆରେ ‘ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା’ – ‘ସୌଭାଗ୍ୟ’ ଯୋଜନାର ହିତାଧିକାରୀମାନଙ୍କ ସହ କଥା ହୋଇଥିଲେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ଶୃଙ୍ଖଳାର ଏହା ଥିଲା ଦଶମ ପର୍ଯ୍ୟାୟ ।

ଭିଡିଓ ବ୍ରିଜ ଯୋଗେ ଦେଶବ୍ୟାପୀ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 12th, 10:30 am

ଆପଣମାନେ ଆଜି ଏତେ ସଂଖ୍ୟାରେ ମାତେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଦୂର ଦୂରାନ୍ତରୁ ନିଜ ଗ୍ରାମରୁ କୋଟି କୋଟି ମା’ ଓ ଭଉଣୀମାନେ ଆଜି ମୋତେ ଆଶୀର୍ବାଦ ପ୍ରଦାନ କରୁଛନ୍ତି । କିଏ ବା ଏପରି ହେବ ଯାହାକୁ କି ଏହି ସୌଭାଗ୍ୟ କାରଣରୁ ଉର୍ଜା ମିଳିବ ନାହିଁ ତଥା କାମ କରିବାର ସାହସ ମିଳିବ ନାହିଁ । ଆପଣମାନେ ହିଁ ହେଉଛନ୍ତି ସେଇ ଲୋକ ଯେଉଁମାନଙ୍କ ଆଶୀର୍ବାଦ ମୋତେ ଦେଶ ପାଇଁ କିଛି ନା କିଛି କରିବା ଲାଗି ସବୁବେଳେ ନୂତନ ଶକ୍ତି ପ୍ରଦାନ କରିଆସିଛି । ଆପଣମାନେ ସବୁ ହେଉଛନ୍ତି ନିଜ ମଧ୍ୟରେ ସଂକଳ୍ପରେ ଧନୀ । ଉଦ୍ୟମଶୀଳତା ପାଇଁ ସମର୍ପିତ । ଏବଂ ଆପଣମାନଙ୍କୁ ନେଇ ଦଳଗତ ଭାବେ କିପରି କାମ କରାଯାଇ ପାରିବ, ଏକ ସାମୁହିକ ପ୍ରୟାସ କିପରି ଭାବେ କରାଯାଇ ପାରିବ । ମୁଁ ଭାବୁଛି ଦୁନିଆର ବଡ ବଡ ବିଶ୍ୱବିଦ୍ୟାଳୟ ଏହି ବିଷୟକୁ ନେଇ କଳ୍ପନା କରିପାରିବେ ନାହିଁ କି ମୋର ହିନ୍ଦୁସ୍ଥାନର ଏହି ଗରିବ ମା’ ଓ ଭଉଣୀମାନେ ଯେଉଁମାନଙ୍କ ମଧ୍ୟରୁ ବହୁତ କମ ଲୋକଙ୍କୁ ପଢ଼ିବାର ସୌଭାଗ୍ୟ ମିଳିଛି, ମାତ୍ର ଦଳଗତ ଭାବନା କ’ଣ, ମିଳିତ ଭାବେ କିପରି କାମ କରିବାକୁ ହୁଏ ଓ କାମକୁ କିପରି ଭାବେ ବାଣ୍ଟିବାକୁ ହୁଏ ସେ ସମ୍ବନ୍ଧରେ ସେମାନଙ୍କୁ ଜଣାଅଛି ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଭିଡିଓ କନଫେରେନ୍ସ ଜରିଆରେ କଲେ ଆଲୋଚନା

July 12th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଭିଡିଓ କନଫରେନ୍ସ ଜରିଆରେ ଦେଶର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଦୀନ ଦୟାଲ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ଗୋଷ୍ଠୀରୁ ପ୍ରତିନିଧିତ୍ୱ କରୁଥିବା ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପହଂଚାଯାଇପାରିଥିଲା । ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା ପର୍ଯ୍ୟାୟର ଏହା ନବମ ମତ ବିନିମୟ ।

ନର୍ମଦା ଆନିକଟ ପ୍ରକଳ୍ପର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ; ଭାରୁଚ ଜନସଭାରେ ଦେଲେ ଉଦ୍ବୋଧନ

October 08th, 03:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନର୍ମଦା ନଦୀ ଉପରେ ଭଦଭୂତ ଆନିକଟ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଭାରୁଚଠାରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଉଧନା (ସୁରତ, ଗୁଜରାଟ)ରୁ ଜୟନଗର (ବିହାର) ପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଗୁଜରାଟ ନର୍ମଦା ସାର ନିଗମ ଲିଃର ବିଭିନ୍ନ ପ୍ଲାଂଟ ଉଦଘାଟନ ଏବଂ ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ ।

Address by the President of India, Shri Pranab Mukherjee to members of both houses of Parliament

January 31st, 03:44 pm

President Pranab Mukherjee addressed a joint session of Parliament today. President Mukherjee appreciated the Government for its policies aimed at welfare of the countrymen. The President said, “Indians today have a deep sense of pride in the awakening of India caused by the momentous steps my government has undertaken.”

PM reviews progress of rural development schemes

March 22nd, 02:14 pm