୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ପ୍ରମୁଖ ବିଷୟ
August 15th, 03:02 pm
ଆଜାଦୀ କା ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଭାରତକୁ ତଥା ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
August 15th, 07:38 am
ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ, ସମସ୍ତଙ୍କୁ ଏବଂ ବିଶ୍ୱବ୍ୟାପୀ ଭାରତକୁ ଶ୍ରଦ୍ଧା କରୁଥିବା, ଲୋକତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।ଭାରତ 75 ତମ ସ୍ୱାଧୀନତା ଦିବସ ପାଳନ କରିଛି
August 15th, 07:37 am
ଭାରତ 75ତମ ସ୍ୱାଧୀନତା ଦିବସ ପାଳନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ ସଫଳତାର ତାଲିକା ଉଲ୍ଲେଖ କରିଛନ୍ତି ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କର ଲୋକପ୍ରିୟ ସ୍ଲୋଗାନ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସରେ ଯୋଗ କରିଛନ୍ତି ସବକା ପ୍ରୟାସ ।ବାରାଣସୀରେ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
March 08th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଉତ୍ତର ପ୍ରଦେଶର ବାରାଣାସୀସ୍ଥିତ ଦୀନଦୟାଲ ହସ୍ତକଳା ସଂକୁଳଠାରେ ଆୟୋଜିତ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଭିଡିଓ କନଫେରେନ୍ସ ଜରିଆରେ କଲେ ଆଲୋଚନା
July 12th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଭିଡିଓ କନଫରେନ୍ସ ଜରିଆରେ ଦେଶର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଦୀନ ଦୟାଲ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ଗୋଷ୍ଠୀରୁ ପ୍ରତିନିଧିତ୍ୱ କରୁଥିବା ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପହଂଚାଯାଇପାରିଥିଲା । ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା ପର୍ଯ୍ୟାୟର ଏହା ନବମ ମତ ବିନିମୟ ।ଭିଡିଓ ବ୍ରିଜ ଯୋଗେ ଦେଶବ୍ୟାପୀ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 12th, 10:30 am
ଆପଣମାନେ ଆଜି ଏତେ ସଂଖ୍ୟାରେ ମାତେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଦୂର ଦୂରାନ୍ତରୁ ନିଜ ଗ୍ରାମରୁ କୋଟି କୋଟି ମା’ ଓ ଭଉଣୀମାନେ ଆଜି ମୋତେ ଆଶୀର୍ବାଦ ପ୍ରଦାନ କରୁଛନ୍ତି । କିଏ ବା ଏପରି ହେବ ଯାହାକୁ କି ଏହି ସୌଭାଗ୍ୟ କାରଣରୁ ଉର୍ଜା ମିଳିବ ନାହିଁ ତଥା କାମ କରିବାର ସାହସ ମିଳିବ ନାହିଁ । ଆପଣମାନେ ହିଁ ହେଉଛନ୍ତି ସେଇ ଲୋକ ଯେଉଁମାନଙ୍କ ଆଶୀର୍ବାଦ ମୋତେ ଦେଶ ପାଇଁ କିଛି ନା କିଛି କରିବା ଲାଗି ସବୁବେଳେ ନୂତନ ଶକ୍ତି ପ୍ରଦାନ କରିଆସିଛି । ଆପଣମାନେ ସବୁ ହେଉଛନ୍ତି ନିଜ ମଧ୍ୟରେ ସଂକଳ୍ପରେ ଧନୀ । ଉଦ୍ୟମଶୀଳତା ପାଇଁ ସମର୍ପିତ । ଏବଂ ଆପଣମାନଙ୍କୁ ନେଇ ଦଳଗତ ଭାବେ କିପରି କାମ କରାଯାଇ ପାରିବ, ଏକ ସାମୁହିକ ପ୍ରୟାସ କିପରି ଭାବେ କରାଯାଇ ପାରିବ । ମୁଁ ଭାବୁଛି ଦୁନିଆର ବଡ ବଡ ବିଶ୍ୱବିଦ୍ୟାଳୟ ଏହି ବିଷୟକୁ ନେଇ କଳ୍ପନା କରିପାରିବେ ନାହିଁ କି ମୋର ହିନ୍ଦୁସ୍ଥାନର ଏହି ଗରିବ ମା’ ଓ ଭଉଣୀମାନେ ଯେଉଁମାନଙ୍କ ମଧ୍ୟରୁ ବହୁତ କମ ଲୋକଙ୍କୁ ପଢ଼ିବାର ସୌଭାଗ୍ୟ ମିଳିଛି, ମାତ୍ର ଦଳଗତ ଭାବନା କ’ଣ, ମିଳିତ ଭାବେ କିପରି କାମ କରିବାକୁ ହୁଏ ଓ କାମକୁ କିପରି ଭାବେ ବାଣ୍ଟିବାକୁ ହୁଏ ସେ ସମ୍ବନ୍ଧରେ ସେମାନଙ୍କୁ ଜଣାଅଛି ।ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀ
April 21st, 11:01 pm
ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀପ୍ରଶାସନିକ ସେବା ଦିବସ ଉପଲକ୍ଷେ ପ୍ରଶାସନିକ ସେବାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 21st, 05:45 pm
ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶାସନିକ ସେବାଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ସେ କହିଥିଲେ ଯେ ଏହା ହେଉଛି ପ୍ରଶଂସା, ସମୀକ୍ଷା, ମୂଲ୍ୟାଙ୍କନ ଏବଂ ତର୍ଜମା କରିବାର ସମୟ । ପ୍ରଶାସନିକ ସେବାଧିକାରୀମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏକ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିବା ସହିତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ସରକାରଙ୍କ ପ୍ରାଥମିକତାକୁ ପ୍ରତିଫଳିତ କରୁଛି ।