‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 12th, 12:32 pm
ଏବେ ଯେତେବେଳେ ମୁଁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ଭଉଣୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ମୁଁ ଅନୁଭବ କରୁଥିଲି, ଆପଣମାନେ ମଧ୍ୟ ଦେଖିଥିବେ, ସେମାନଙ୍କ ମଧ୍ୟରେ ଆଗକୁ ବଢ଼଼ିବା ପାଇଁ କିପରି ଲାଳସା ରହିଛି, କିଛି କରିବା ପାଇଁ କିପରି ଉତ୍ସାହ ରହିଛି, ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାଦାୟୀ। ଏହାଦ୍ୱାରା ଆମେ ସାରା ଦେଶରେ ଚାଲୁ ରହିଥିବା ନାରୀଶକ୍ତିଙ୍କ ସଶକ୍ତ ଆନ୍ଦୋଳନର ଦର୍ଶନ ହୋଇଥାଏ।ପ୍ରଧାନମନ୍ତ୍ରୀ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ'ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ କଥାବାର୍ତ୍ତା କରିଛନ୍ତି
August 12th, 12:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ' ରେ ଅଂଶଗ୍ରହଣ କରିଛନ୍ତି ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍ଆରଏଲ୍ଏମ୍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ଜୀବିକାର ସର୍ବଭାରତୀୟକରଣ ଉପରେ ଏକ ପୁସ୍ତିକା ସହିତ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀର ଏକ ସଂକଳନ ଉନ୍ମୋଚନ କରିଛନ୍ତି ।This year’s Budget has given utmost thrust to manufacturing and Ease of Doing Business: PM
February 16th, 02:46 pm
PM Modi participated in 'Kashi Ek Roop Anek' organized at the Deendayal Upadhyaya Trade Facilitation Centre in Varanasi. Addressing the event, PM Modi said that government will keep taking decisions to achieve the goal of 5 trillion dollar economy.ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘କାଶୀ ଏକ, ରୂପ ଅନେକ’ କାର୍ଯ୍ୟକ୍ରମରେ ଯୋଗଦାନ
February 16th, 02:45 pm
ଆଗାମୀ ଦିନରେ ଦେଶର ଅର୍ଥନୀତିକୁ 5 ଟ୍ରିଲିୟନ ଡଲାରରେ ପହଞ୍ଚାଇବା ପାଇଁ ସରକାର ସମସ୍ତ ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବାରାଣସୀରେ ଏକ ଉତ୍ସବରେ ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ ପାଇଁ ପାରମ୍ପରିକ ହସ୍ତକଳା, କାରିଗରୀ ଓ ଏମଏସଏମଇକୁ ସୁଦୃଢ କରିବାକୁ ପଡ଼ିବ ।ବାରାଣସୀରେ ଶ୍ରୀ ଜଗଦଗୁରୁ ବିଶ୍ୱାରାଧ୍ୟ ଗୁରୁକୁଳର ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 16th, 11:57 am
ମୁଁ କାଶୀର ଜନ ପ୍ରତିନିଧି ଅଟେ, କାଶୀ ମାଟିରେ ଏତେ ସଂଖ୍ୟକ ପୂଜ୍ୟ ସନ୍ଥଙ୍କ ଆଶୀର୍ବାଦ ପାଇବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ଏବଂ କାଶୀର ପ୍ରତିନିଧି ଭାବେ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଅନେକ ଅନେକ ସ୍ୱାଗତ କରୁଛି । ସଂସ୍କୃତ ଓ ସଂସ୍କୃତିର ସଂଗମସ୍ଥଳୀରେ ଆପଣମାନଙ୍କ ଗହଣକୁ ଆସିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ । ବାବା ବିଶ୍ୱନାଥଙ୍କ ସାନ୍ନିଧ୍ୟରେ, ମା ଗଙ୍ଗାର ପଣତରେ, ସନ୍ଥବାଣୀର ସାକ୍ଷୀ ହେବାର ଅବସର ବାରମ୍ବାର ଆସି ନଥାଏ ।ପ୍ରଧାନମନ୍ତ୍ରୀଙ୍କର ନିଜ ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ: ବିଶ୍ୱ ଆରାଧ୍ୟ ଗୁରୁକୁଳ ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ଅଂଶଗ୍ରହଣ
February 16th, 11:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଜଙ୍ଗମବାଡି ମଠ ଠାରେ ଜଗତଗୁରୁ ବିଶ୍ୱରାଧ୍ୟ ଗୁରୁକୁଳର ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।ବାରାଣସୀରେ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
March 08th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଉତ୍ତର ପ୍ରଦେଶର ବାରାଣାସୀସ୍ଥିତ ଦୀନଦୟାଲ ହସ୍ତକଳା ସଂକୁଳଠାରେ ଆୟୋଜିତ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଇଥିଲେ ।ବାରଣାସୀର ଦୀନ ଦୟାଲ ହସ୍ତକଳା ସଙ୍କୁଳଠାରେ ଉତ୍କର୍ଷ କେନ୍ଦ୍ରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 22nd, 05:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ଦୀନ ଦୟାଲ ହସ୍ତକଳା ସଙ୍କୁଳଠାରେ ଉତ୍କର୍ଷ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।ବାରଣାସୀରେ ‘ଏକ ଜିଲ୍ଲା, ଏକ ସାମଗ୍ରୀ’ ଆଂଚଳିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 29th, 05:10 pm
ପୂର୍ବାଂଚଳର ମହାନ ଶିଳ୍ପୀକାର ଭାଇମାନଙ୍କୁ ମୋର ପ୍ରଣାମ । ଦେଶ ଦୁନିଆରେ ନିଜ ହାତର ଚମକ୍ରାରିତା ପାଇଁ ପ୍ରଶଂସିତ ହୋଇଥିବା ଭାଇ-ଭଉଣୀମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ । ପୁରାତନ କାଳରୁ କାଶୀ ନଗରୀ ଦୁନିଆର ବଜାରରେ ନିଜର ପ୍ରତିଷ୍ଠା ବଜାୟ ରଖିଆସିଛି । ରେଶମର ଶାଢ଼ୀ ହେଉ ଅବା ହାତ ତିଆରି ଖେଳନା, ମୋ କାଶୀ ସବୁଠାରୁ ଆଗରେ ରହିଛି ।ବାରାଣସୀରେ ପ୍ରଧାନମନ୍ତ୍ରୀ: ଦେଶକୁ ଉତ୍ସର୍ଗ କଲେ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ କ୍ୟାମ୍ପସ, “ଏକ ଜିଲ୍ଲା, ଏକ ଉତ୍ପାଦ” ସମ୍ମିଳନୀରେ ସମ୍ବୋଧନ
December 29th, 05:00 pm
ସେ ବାରାଣାସୀରେ ଆନ୍ତର୍ଜାତିକ ଧାନ ଗବେଷଣଶ ପ୍ରତିଷ୍ଠାନ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଏହି ପ୍ରତିଷ୍ଠାନର ବିଭିନ୍ନ ପରୀକ୍ଷାଗାର ବୁଲି ଦେଖିଥିଲେ ।ଆସନ୍ତାକାଲି ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ପ୍ରଧାନମନ୍ତ୍ରୀ
March 11th, 06:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ।