Tamil Nadu is chess powerhouse of India: PM Modi
July 29th, 09:10 am
PM Modi declared open the 44th Chess Olympiad at JLN Indoor Stadium, Chennai. The PM highlighted that Tamil Nadu has a strong historical connection with chess. This is why it is a chess powerhouse for India. It has produced many of India’s chess grandmasters. It is home to the finest minds, vibrant culture and the oldest language in the world, Tamil, he added.୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
July 28th, 09:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମ କେ ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, ଶ୍ରୀ ଆର ମୁରୁଗନ ଏବଂ ଆନ୍ତର୍ଜାତୀୟ ଚେସ ମହାସଂଘ (ଏଫ୍ଆଇଡିଇ) ର ସଭାପତି ମଧ୍ୟ ଉପସ୍ଥିତ ଥିଲେ ।Tamil language is eternal and the Tamil culture is global: PM Modi in Chennai
May 26th, 06:50 pm
Prime Minister Narendra Modi dedicated to the nation and laid the foundation stone of 11 projects worth over Rs 31,500 crore in Chennai. These projects will boost infrastructure development, enhance connectivity and give an impetus to ease of living in the region.PM dedicates to the nation and lays foundation stone of 11 projects worth over Rs 31,500 crore in Tamil Nadu
May 26th, 06:46 pm
Prime Minister Narendra Modi dedicated to the nation and laid the foundation stone of 11 projects worth over Rs 31,500 crore in Chennai. These projects will boost infrastructure development, enhance connectivity and give an impetus to ease of living in the region.ଥୋମାସ ଏବଂ ଉବର କପର ଭାରତୀୟ ବ୍ୟାଡମିଣ୍ଟନ ଦଳ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ମୂଳ ପାଠ
May 22nd, 11:28 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥୋମାସ ଓ ଉବର କପ ବ୍ୟାଡମିଣ୍ଟନ ଦଳର ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ପ୍ରତିଯୋଗୀତା ଅଭିଜ୍ଞତା ସମ୍ପର୍କରେ ଅବଗତ ହୋଇଛନ୍ତି । ଖେଳାଳୀଗଣ ଖେଳର ବିଭିନ୍ନ ଦିଗ ସହ ଜୀବନର ଅନ୍ୟାନ୍ୟ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ ।ଥୋମାସ କପ ଓ ଉବର କପ ଟିମ ସହ ପ୍ରଧାନମନ୍ତ୍ରୀଙ୍କ ବର୍ତ୍ତାଳାପ
May 22nd, 11:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥୋମାସ ଓ ଉବର କପ ବ୍ୟାଡମିଣ୍ଟନ ଦଳର ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ପ୍ରତିଯୋଗୀତା ଅଭିଜ୍ଞତା ସମ୍ପର୍କରେ ଅବଗତ ହୋଇଛନ୍ତି । ଖେଳାଳୀଗଣ ଖେଳର ବିଭିନ୍ନ ଦିଗ ସହ ଜୀବନର ଅନ୍ୟାନ୍ୟ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ ।ନିଜ ବାସଭବନରେ ଶ୍ରବଣ ବାଧିତ ଭାରତୀୟ ଅଲିମ୍ପିକ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
May 21st, 09:18 pm
ସାର୍ ଯେତେବେଳେ ମୁଁ ପ୍ରଥମେ ଖେଳିଥିଲି 1997ରେ, ସେତେବେଳେ ଶ୍ରୁତି ଶକ୍ତି ଥିବା ଲୋକଙ୍କ ସହିତ ମୋର ପ୍ରତିଯୋଗିତା ହେଉଥିଲା। ଆଉ ମୁଁ ମଧ୍ୟ ସେଥିରେ ଆଗକୁ ଯିବାର ପ୍ରୟାସ କଲି ଏବଂ ଅଲିମ୍ପିକ୍ସ ଖେଳିଲି । ଆଉ ପ୍ରତିଯୋଗିତା ଯେଭଳି ଶୁଣିପାରୁଥିବା ଲୋକଙ୍କ ସହିତ ପ୍ରତିଯୋଗିତା ହେଉଥିଲା। ଆଉ ମୁଁ ମଧ୍ୟ ସେଥିରେ ଆଗକୁ ବଢିବାର ପ୍ରୟାସ କଲି ଏବଂ ଏ ପର୍ଯ୍ୟନ୍ତ ବୋଧହୁଏ ଶ୍ରବଣ ଶକ୍ତିଥିବା ପ୍ରତିଦ୍ୱନ୍ଦୀଙ୍କ ସହିତ ଖେଳି ପାରିବି।ଶ୍ରୁତି ବାଧିତ ଅଲିମ୍ପିକ ଦଳକୁ ପ୍ରଧାନମନ୍ତ୍ରୀ ନିଜ ବାସଭବନରେ କଲେ ଆପ୍ୟାୟିତ
May 21st, 05:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଶ୍ରୁତିବାଧିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଫେରିଥିବା ଭାରତୀୟ ଦଳକୁ ନିଜ ବାସଭବନରେ ଆପ୍ୟାୟିତ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଆଜି ପର୍ଯ୍ୟନ୍ତ ସବୁଠାରୁ ଉତ୍କୃଷ୍ଟ ପ୍ରଦର୍ଶନ କରି ଭାରତୀୟ ଦଳ ଆଠଟି ସ୍ୱର୍ଣ୍ଣ ସମେତ ୧୬ଟି ପଦକ ବ୍ରାଜିଲରେ ଅନୁଷ୍ଠିତ ଶ୍ରୁତିବାଧିତ ଅଲିମ୍ପିକ୍ସରେ ହାସଲ କରିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଓ ନିଶୀଥ ପରମାଣିକ ମଧ୍ୟ ଉପସ୍ଥିତ ଥିଲେ ।ଡିଫାଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
May 17th, 09:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଉଦଯାପିତ ଡିଫାଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।ବ୍ରାଜିଲରେ ଅନୁଷ୍ଠିତ ଡିଫ୍ଅଲମ୍ପିକ୍ସ ୨୦୨୧ ରେ ଅଂଶଗ୍ରହଣ କରୁଥିବା ପ୍ରତିଭାବାନ ଆଥଲେଟ୍ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
May 01st, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲରେ ଡିଫ୍ଅଲିମ୍ପିକ୍ସ ୨୦୨୧ ରେ ଅଂଶଗ୍ରହଣ କରିଥିବା ପ୍ରତିଭାଶାଳୀ ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଖେଳକୁ ଯିବା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଥିବା ଆଥଲେଟମାନଙ୍କ ହାବଭାବ ତାଙ୍କୁ ପ୍ରକୃତରେ ପ୍ରଭାବିତ କରିଛି ।