ବିଶ୍ୱ ଅର୍ଥନୈତିକ ଫୋରମର ଡାଭୋସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ‘ଷ୍ଟେଟ ଅଫ ୱାର୍ଲ୍ଡ’ ଅଭିଭାଷଣର ମୂଳ ପାଠ
January 17th, 08:31 pm
୧୩ଠ କୋଟି ଭାରତୀୟଙ୍କ ତରଫରୁ ମୁଁ ବିଶ୍ୱ ଅର୍ଥନୈତିକ ଫୋରମରେ ଏକତ୍ରିତ ହୋଇଥିବା ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହ କଥାବାର୍ତ୍ତା କରୁଛି, ଭାରତ ସତର୍କତାର ସହିତ କରୋନାର ଆଉ ଏକ ତରଙ୍ଗର ସମ୍ମୁଖୀନ ହେଉଛି । ଏଥିସହିତ ଭାରତ ମଧ୍ୟ ଅନେକ ଆଶାବାଦୀ ଫଳାଫଳ ସହିତ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ବଢୁଛି । ଆଜି ସ୍ୱାଧୀନତାର ୭୫ ବର୍ଷରେ ଭାରତ ମଧ୍ୟ ଉତ୍ସାହିତ ଏବଂ କେବଳ ଗୋଟିଏ ବର୍ଷରେ ୧୬ଠ କୋଟି କରୋନା ଟିକା ନେଇ ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ।PM Modi's remarks at World Economic Forum, Davos 2022
January 17th, 08:30 pm
PM Modi addressed the World Economic Forum's Davos Agenda via video conferencing. PM Modi said, The entrepreneurship spirit that Indians have, the ability to adopt new technology, can give new energy to each of our global partners. That's why this is the best time to invest in India.ପ୍ରଧାନମନ୍ତ୍ରୀ ଜାନୁୟାରୀ ୧୭ ତାରିଖରେ ଡବ୍ଲ୍ୟୁଇଏଫ୍ ର ଡାଭୋସ ଏଜେଣ୍ଡାରେ ସ୍ୱତନ୍ତ୍ର "ଷ୍ଟେଟ ଅଫ୍ ୱାର୍ଲ୍ଡ" ଅଭିଭାଷଣ ପ୍ରଦାନ କରିବେ
January 16th, 07:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜାନୁୟାରୀ, ୨୦୨୨ ଭାରତୀୟ ସମୟ ରାତ୍ର ୮.୩୦ ରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱ ଅର୍ଥନୈତିକ ଫୋରମର ଡାଭୋସ୍ ଏଜେଣ୍ଡାରେ ସ୍ୱତନ୍ତ୍ର ଷ୍ଟେଟ ଅଫ୍ ୱାର୍ଲ୍ଡ ଅଭିଭାଷଣ ପ୍ରଦାନ କରିବେ ।ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:01 pm
ଆଦରଣୀୟ ସଭାପତି ମହାଶୟ, ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ବିସ୍ତୃତ ଆଲୋଚନା ଏହି ସଦନ କରିଛି । ପାଖାପାଖି 38 ଜଣ ମାନ୍ୟବର ସଦସ୍ୟ ନିଜ ନିଜର ବକ୍ତବ୍ୟ ରଖିଛନ୍ତି ।ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାକୁ ସମ୍ବୋଧିତ କରି ଆଜି କହିଲେ ଯେ ,ବିଭିନ୍ନ ରାଜ୍ୟମାନଙ୍କରେ ଲୋକସଭା ଏବଂ ବିଧାନସଭା ନିର୍ବାଚନର ରଚନାତ୍ମକ ଆଲୋଚନା ହେବା ଉଚିତ । ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରି ,ସେ ପ୍ରାଥମିକ ସ୍ତରରେ ଅନେକ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ ।ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 24, 2018
January 24th, 07:35 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ପ୍ରଧାନମନ୍ତ୍ରୀ ମୋଦୀ ଡାଭୋସର ଅନ୍ତରାଷ୍ଟ୍ରୀୟ ବ୍ୟାପାର ପରିଷଦରେ ଅନେକ ସିଇଓଙ୍କୁ ସାକ୍ଷାତ କଲେ
January 23rd, 09:38 pm
ପ୍ରଧାନମନ୍ତ୍ରୀ ମୋଦୀ ଡାଭୋସର ଅନ୍ତରାଷ୍ଟ୍ରୀୟ ବ୍ୟାପାର ପରିଷଦରେ ଅନେକ ସିଇଓଙ୍କୁ ସାକ୍ଷାତ କଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଇଓମାନଙ୍କୁ ଭାରତର ବିକାଶ କାହାଣୀ କହିଲେ ଏବଂ ଭାରତରେ ନିବେଶର ଆକର୍ଷକ ଅବସର ଲାଗି ତାଙ୍କୁ ଆମନ୍ତ୍ରିତ କଲେ ।ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 23, 2018
January 23rd, 08:07 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଡାଭୋସରେ ବିଶ୍ୱ ଆର୍ଥିକ ମଞ୍ଚର ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
January 23rd, 07:06 pm
ପ୍ରଧାନମନ୍ତ୍ରୀ ମୋଦୀ ଡାଭୋସରେ ବିଶ୍ୱ ଆର୍ଥିକ ମଞ୍ଚର ବୈଠକ ଅବସରରେ ବିଭିନ୍ନ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ।ଡାଭୋସ ବିଶ୍ୱ ଅର୍ଥନୈତିକ ଫୋରମରେ “ବିଖଣ୍ଡିତ ବିଶ୍ଵରେ ସମ୍ମିଳିତ ଭବିଷ୍ୟତର ସଂରଚନା” ବିଷୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ (23, ଜାନୁଆରୀ, 2018)
January 23rd, 05:02 pm
ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ଏହି 48ତମ ବାର୍ଷିକ ବୈଠକରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ସର୍ବପ୍ରଥମେ ମୁଁ ଶ୍ରୀ କ୍ଲଜ ସ୍କ୍ଵାବଙ୍କୁ ତାଙ୍କର ଏହି ପ୍ରୟାସ ପାଇଁ ଏବଂ ବିଶ୍ୱ ଅର୍ଥନୈତିକ ଫୋରମକୁ ଏକ ସଶକ୍ତ ଏବଂ ବ୍ୟାପକ ମଂଚରେ ପରିଣତ କରିବା ଲାଗି ଅନେକ-ଅନେକ ସାଧୁବାଦ ଜଣାଉଛି । ତାଙ୍କର ଦୂରଦୃଷ୍ଟିରେ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ରହିଛି ଯାହାର ଉଦ୍ଦେଶ୍ୟ ବିଶ୍ୱର ସ୍ଥିତି ସୁଧାରିବ । ସେ ଏହି ଏଜେଣ୍ଡାକୁ ଆର୍ଥିକ ଏବଂ ରାଜନୈତିକ ବିଚାରରେ ଅତ୍ୟନ୍ତ ଦୃଢ଼ତାର ସହିତ ଯୋଡ଼ିଦେଇଛନ୍ତି । ଏଥିସହିତ ଆମକୁ ସାଦର ସ୍ୱାଗତ-ସତ୍କାର କରିବା ଲାଗି ସ୍ୱିଜରଲାଣ୍ଡ ସରକାର ଏବଂ ଏହାର ନାଗରିକମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି ।ଡାଭୋସରେ ବିଶ୍ୱର ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଗୋଲ ଟେବୁଲ ବୈଠକ
January 23rd, 09:41 am
ପ୍ରଧାନମନ୍ତ୍ରୀ ମୋଦୀ ଡାଭୋସରେ ବିଶ୍ୱର ଅନେକ ସିଇଓମାନଙ୍କ ସହ ମତବିନିମୟ କଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସିଇଓଙ୍କୁ ଭାରତର ବିକାଶ ଏବଂ ଭାରତରେ ନିବେଶର ଆକର୍ଷକ ସୁଯୋଗ ଉପରେ କହିଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ମିଷ୍ଟର ଆଲେନ ବର୍ସତଙ୍କୁ ସାକ୍ଷାତ କଲେ
January 23rd, 09:08 am
ପ୍ରଧାନମନ୍ତ୍ରୀ ମୋଦୀ ଡାଭୋସରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ମିଷ୍ଟର ଆଲେନ ବର୍ସତଙ୍କୁ ସାକ୍ଷାତ କଲେ । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାର ପ୍ରକ୍ରିୟା ଉପରେ ଆଲୋଚନା ହୋଇଛି ।ଡାଭୋସ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
January 21st, 09:04 pm
ଡାଭୋସ ଯାତ୍ରାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ନିମ୍ନରେ ପ୍ରଦତ୍ତ ହେଲା ।