ଭାରତ-ମାଲେସିଆ ବ୍ୟାପକ ରଣନୈତିକ ଭାଗିଦାରୀ ଉପରେ ମିଳିତ ବିବୃତି
August 20th, 08:39 pm
୨୦ ଅଗଷ୍ଟ ୨୦୨୪ରେ ମାଲେସିଆର ପ୍ରଧାନମନ୍ତ୍ରୀ ଡାଟୋ ସେରି ଅନୱର ଇବ୍ରାହିମ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଗସ୍ତରେ ଆସିଥିଲେ । ମାଲେସିଆ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଦକ୍ଷିଣ ଏସୀୟ ଅଞ୍ଚଳ ଗସ୍ତ ଏବଂ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ବୈଠକ ଥିଲା, ଯାହା ସେମାନଙ୍କୁ ବର୍ଦ୍ଧିତ ରଣନୈତିକ ସମ୍ପର୍କର ସମୀକ୍ଷା କରିବାକୁ ଅନୁମତି ଦେଇଥିଲା । ଭାରତ-ମାଲେସିଆ ସମ୍ପର୍କକୁ ବହୁସ୍ତରୀୟ ଓ ବହୁମୁଖୀ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।ଫଳାଫଳ ତାଲିକା: ମାଲେସିଆ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଅନୱର ଇବ୍ରାହିମଙ୍କ ଭାରତ ଗସ୍ତ
August 20th, 04:49 pm
ଶ୍ରମିକଙ୍କ ଚୟନ, ନିଯୁକ୍ତି ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଏବଂ ମାଲେସିଆ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ରମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
August 20th, 12:00 pm
ପ୍ରଧାନମନ୍ତ୍ରୀ ହେବା ପରେ ଅନୱର ଇବ୍ରାହିମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ । ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି ।ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଦାତୋ’ ସେରି ଅନୱର ଇବ୍ରାହିମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 24th, 09:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଲେସିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଦାତୋ’ ସେରି ଅନୱର ଇବ୍ରାହିମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମାଲେସିଆ ସାଂସଦ ଦାତୁକ ସେରି ଅନୱାର ଇବ୍ରାହିମ
January 10th, 12:29 pm
ମାଲେସିଆ ସାଂସଦ ଏବଂ ପତ୍ରି କେଆଦିଲାନ ରାୟକତ ଦଳର ନେତା ଦାତୁକ ସେରି ଅନୱାର ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।