ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କଲେ ପ୍ରଧାନମନ୍ତ୍ରୀ
June 18th, 09:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କରିଛନ୍ତି । ସେ ଗଙ୍ଗା ଆରତୀ ମଧ୍ୟ ଦେଖିଥିଲେ ।ଜୁନ୍ ୧୮ ଓ ୧୯ରେ ଉତ୍ତରପ୍ରଦେଶ ଓ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
June 17th, 09:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ଓ ୧୯ ଜୁନ୍ ୨୦୨୪ରେ ଉତ୍ତର ପ୍ରଦେଶ ଏବଂ ବିହାର ଗସ୍ତରେ ଯିବେ ।ନଭେମ୍ବର 9 ତାରିଖରେ ପ୍ରଧାନମନ୍ତ୍ରୀ ବାରାଣସୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ
November 07th, 07:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ 9 ତାରିଖରେ ଉତ୍ତର ପ୍ରଦେଶର ବାରାଣସୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ସେ ଦିନ ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ପୂର୍ବାହ୍ନ 10ଟା 30 ମିନିଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପନ୍ନ ହେବ । ଏହିସବୁ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ 614 କୋଟି ଟଙ୍କା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏସବୁ ପ୍ରକଳ୍ପର ହିତାଧିକାରୀଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।ବାରାଣସୀରେ ଶ୍ରୀ ଜଗଦଗୁରୁ ବିଶ୍ୱାରାଧ୍ୟ ଗୁରୁକୁଳର ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 16th, 11:57 am
ମୁଁ କାଶୀର ଜନ ପ୍ରତିନିଧି ଅଟେ, କାଶୀ ମାଟିରେ ଏତେ ସଂଖ୍ୟକ ପୂଜ୍ୟ ସନ୍ଥଙ୍କ ଆଶୀର୍ବାଦ ପାଇବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ଏବଂ କାଶୀର ପ୍ରତିନିଧି ଭାବେ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଅନେକ ଅନେକ ସ୍ୱାଗତ କରୁଛି । ସଂସ୍କୃତ ଓ ସଂସ୍କୃତିର ସଂଗମସ୍ଥଳୀରେ ଆପଣମାନଙ୍କ ଗହଣକୁ ଆସିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ । ବାବା ବିଶ୍ୱନାଥଙ୍କ ସାନ୍ନିଧ୍ୟରେ, ମା ଗଙ୍ଗାର ପଣତରେ, ସନ୍ଥବାଣୀର ସାକ୍ଷୀ ହେବାର ଅବସର ବାରମ୍ବାର ଆସି ନଥାଏ ।ପ୍ରଧାନମନ୍ତ୍ରୀଙ୍କର ନିଜ ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ: ବିଶ୍ୱ ଆରାଧ୍ୟ ଗୁରୁକୁଳ ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ଅଂଶଗ୍ରହଣ
February 16th, 11:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଜଙ୍ଗମବାଡି ମଠ ଠାରେ ଜଗତଗୁରୁ ବିଶ୍ୱରାଧ୍ୟ ଗୁରୁକୁଳର ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।Teachings of Buddha exists between India & Japan as a sutra, says Shinzo Abe
January 22nd, 12:52 pm