ମୁମ୍ବାଇରେ ଅଭିଜାତ ମରାଠୀ ଭାଷା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 05th, 07:05 pm

ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଅଜିତ ପାୱାର, କେନ୍ଦ୍ରରେ ଥିବା ମୋର ସମସ୍ତ ସହଯୋଗୀ, ଅନେକ ପିଢି ଧରି ନିଜର ଗାୟକିର ଛାପ ଛାଡିଥିବା ଆଶା ପ୍ରସିଦ୍ଦ ଅଭିନେତା ଭାଇ ସଚିନ, ନାମଦେବ କାମ୍ବଲେ, ସଦାନନ୍ଦ ମୋରେ ଜୀ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଭାଇ ଦୀପକ, ମଙ୍ଗଳପ୍ରଭାତ ଲୋଧା, ମଙ୍ଗଲପ୍ରଭାତ ଲୋଧା, ବିଜେପିର ମୁମ୍ବାଇ ସଭାପତି ଭାଇ ଆଶିଷ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଭାଇ ଏବଂ ଭଉଣୀମାନେ !

Prime Minister Shri Narendra Modi participates in Abhijat Marathi language program in Mumbai, Maharashtra

October 05th, 07:00 pm

Addressing the gathering, the Prime Minister remarked that the Marathi language has officially been granted the status of a classical langPrime Minister Narendra Modi participated in the Abhijat Marathi Language program in Mumbai, Maharashtra. Addressing the gathering, PM Modi remarked that the Marathi language has officially been granted the status of a classical language by the Central Government. PM Modi emphasized the significance of this moment, describing it as a golden milestone in the history of the Marathi language as he acknowledged the long-standing aspirations of Marathi-speaking people and expressed delight in contributing towards fulfilling Maharashtra's dream.uage by the Central Government. Shri Modi emphasized the significance of this moment, describing it as a golden milestone in the history of the Marathi language as he acknowledged the long-standing aspirations of Marathi-speaking people and expressed delight in contributing towards fulfilling Maharashtra's dream.

ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ଶ୍ରୀ ମିଥୁନ ଚକ୍ରବର୍ତ୍ତୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

September 30th, 11:39 am

ଭାରତୀୟ ସିନେମାରେ ତାଙ୍କର ଅଦ୍ୱିତୀୟ ଯୋଗଦାନ ପାଇଁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଉଥିବାରୁ ଆଜି ଶ୍ରୀ ମିଥୁନ ଚକ୍ରବର୍ତ୍ତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଅଭିନେତାଙ୍କୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି, ମିଥୁନ ଦା ଏକ ସାଂସ୍କୃତିକ ପ୍ରତିଭାର ପ୍ରତୀକ ଏବଂ ତାଙ୍କୁ ତାଙ୍କର ବହୁମୁଖୀ ଅଭିନୟ ପାଇଁ ପିଢ଼ି ପରେ ପିଢ଼ି ପ୍ରଶଂସା କରୁଛନ୍ତି ।

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 18th, 05:35 pm

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କୃତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ବିଶେଷକରି ଦାଦାସାହେବ ଫାଲକେ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିବା ୱାହିଦା ରେହମାନଙ୍କୁ ଶ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

PM congratulates Asha Parekh ji on being conferred the Dadasaheb Phalke award

September 30th, 11:04 pm

The Prime Minister, Shri Narendra Modi has congratulated Asha Parekh ji on being conferred the Dadasaheb Phalke award.

ଦାଦାସାହେବ ଫାଲକେ ପୁରସ୍କାର ପାଇଁ ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

April 01st, 11:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା ଶ୍ରୀ ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

PM congratulates Shri Shashi Kapoor for being presented the Dadasaheb Phalke Award

May 10th, 08:56 pm