ଦାଦା ବାସୱାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ ପ୍ରକଟ
July 12th, 02:12 pm
ପ୍ରଧାନମନ୍ତ୍ରୀ ମୋଦୀ ଦାଦା ବାସୱାନୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,''ଦାଦା ବାସୱାନୀଙ୍କ ବିୟୋଗରେ ଦୁଃଖ ବ୍ୟକ୍ତ କରିବା ଲାଗି ମୋ ପାଖରେ ଶବ୍ଦ ନାହିଁ । ସେ ସମାଜ ପାଇଁ ବଂଚିଥିଲେ ଏବଂ ଗରିବ ଲୋକ ଓ ଆବଶ୍ୟକକାରୀଙ୍କ କରୁଣାପୂର୍ଣ୍ଣ ସେବା କରିଥିଲେ । ସେ ଝିଅମାନଙ୍କ ଶିକ୍ଷା ଏବଂ ସ୍ୱଚ୍ଛତା ପାଇଁ ଅଧିକ କାର୍ଯ୍ୟ କରିଥିଲେ ।''ଆମେ ଭାଗ୍ୟଶାଳୀ ଯେ ,ଭାରତର ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କ ଭଳି ନେତାଙ୍କୁ ପାଇଛୁ : ଦାଦା ବାସୱାନୀ
August 02nd, 06:25 pm
''ଆମେ ଭାଗ୍ୟଶାଳୀ ଯେ ,ଭାରତର ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ନେତାଙ୍କୁ ପାଇଛୁ ,ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ଗତ 3 ବର୍ଷରେ ତାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ପ୍ରଶଂସନୀୟ । ତାଙ୍କ ପଦକ୍ଷେପ ଯେପରି କି,ଜନଧନ ,ସ୍ୱଚ୍ଛ ଭାରତ ଏବଂ ମେକ ଇନ ଇଣ୍ଡିଆ ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କାମ କରିଛି ଏବଂ ଏଥିରୁ ଦେଶର ଉଜ୍ଵଳ ଭବିଷ୍ୟ ହେବ । ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛି ।'' -ଦାଦା ବାସୱାନୀଦାଦା ବାସୱାନୀଙ୍କ 99ତମ ଜନ୍ମଦିବସ ସମାରୋହକୁ ଭିଡିଓ କନଫେରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 02nd, 02:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନ୍ସ ଜରିଆରେ ପୁଣେରେ ଦାଦା ବାସୱାନୀଙ୍କର 99ତମ ଜନ୍ମ ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି । ସେ ସ୍ମରଣ କରାଇ ଦେଇଛନ୍ତି କି ଆଜକୁ 27 ବର୍ଷ ପୂର୍ବେ ମିଳିତ ଜାତିସଂଘରେ ବିଶ୍ୱ ଧାର୍ମିକ ସମ୍ମେଳନରେ ପ୍ରଥମ ଥର ପାଇଁ ଦାଦା ବାସୱାନୀଙ୍କୁ ଭେଟିଥିଲେ । 2013ରେ, ପୁଣେରେ ତାଙ୍କ ସହ ସାକ୍ଷାତ ସଂପର୍କରେ ମଧ୍ୟ ମନେ ପକାଇଥିଲେ ।