ସାଇପ୍ରସ ରାଷ୍ଟ୍ରପତି ଭାବେ ନିର୍ବାଚିତ ମହାମହିମ ନିକୋସ କ୍ରିଷ୍ଟୋଦୋଲିଦେସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
February 13th, 10:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସ ରାଷ୍ଟ୍ରପତି ଭାବେ ନିର୍ବାଚିତ ମହାମହିମ ନିକୋସ କ୍ରିଷ୍ଟୋଦୋଲିଦେସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।PM Modi's bilateral meetings on the margins of UNGA in New York
September 26th, 11:27 pm
PM Modi held bilateral talks with leaders from several countries in the sidelines of the UNGA in New York.Social Media Corner 28 April 2017
April 28th, 08:13 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!"ସାଇପ୍ରସ ରାଷ୍ଟ୍ରପତି ମିଷ୍ଟର ନିକୋ ଆନେସ୍ତାସିଆସଙ୍କ ସହ ରାଜିନାମା ଆଦାନ ପ୍ରଦାନ ଓ ପ୍ରେସ ବିବୃତି ଦେବା ଅବସରରେ ପ୍ରଧାନମନ୍ତ୍ରୀ"
April 28th, 02:05 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଇପ୍ରସ ରାଷ୍ଟ୍ରପତି ମିଷ୍ଟର ନିକୋ ଆନେସ୍ତାସିଆସ ଆଜି ଭାରତ-ସାଇପ୍ରସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ରାଜିନାମା ଆଦାନ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସାଇପ୍ରସ ଏବଂ ଭାରତ ପ୍ରାଚୀନ ସଭ୍ୟତାର ସମୃଦ୍ଧ ଐତିହ ସେର କରିଆସିଛି ଏବଂ ଦୁଇ ଦେଶର ସଭ୍ୟତା ସହସ୍ରବର୍ଷରୁ ଉଭୟେ ଉଭୟଙ୍କୁ ପ୍ରଭାବିତ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସଂଯୁକ୍ତ ରାଷ୍ଟ୍ରରେ ଭାରତର ଏକ ସ୍ଥାୟୀ ସଦସ୍ୟତା ପ୍ରୟାସକୁ ସାଇପ୍ରସର ସମର୍ଥନକୁ ପ୍ରସଂଶା କରିଛନ୍ତି ।PM’s engagements in New York City – September 25th, 2015
September 25th, 11:27 pm