ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 24th, 08:48 pm
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଓଡ଼ିଆ ସମାଜ ଅନୁଷ୍ଠାନର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଜୀ, ଓଡ଼ିଆ ସମାଜର ଅନ୍ୟ କର୍ମକର୍ତ୍ତା, ଓଡିଶାର ସମସ୍ତ କଳାକାର, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିଗଣ ।‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 24th, 08:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରାଯିବା ସମ୍ପର୍କରେ ଉଲ୍ଲେଖ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ ଏବଂ ଓଡ଼ିଆ ଭାଗବତର ଲେଖକ ଶ୍ରୀଜଗନ୍ନାଥ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।୨୫ ବର୍ଷ ପରେ ଓଡ଼ିଶା ଏକ ନୂଆ ଇତିହାସ ରଚିବାକୁ ଯାଉଛି ବୋଲି ଆପଣଙ୍କ ଉତ୍ସାହ କହୁଛି: କଟକରେ ପ୍ରଧାନମନ୍ତ୍ରୀ ମୋଦୀ
May 20th, 10:56 am
କଟକରେ ନିଜର ଦ୍ୱିତୀୟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ବିଜେଡିକୁ ସମାଲୋଚନା କରି କହିଛନ୍ତି, ଓଡ଼ିଶା ସେମାନଙ୍କ ଦୁର୍ନୀତିରେ ଥକି ଯାଇଛି। ଚିଟ୍ ଫଣ୍ଡ ଭଳି ଠକେଇ କରି ସେମାନେ ଗରିବଲୋକଙ୍କୁ ପ୍ରତାରଣା କରିଥାନ୍ତି। କ'ଣ ଦେଇଛି ବିଜେଡି ? ଜମି, ବାଲି, କୋଇଲା ଓ ଖଣି ମାଫିଆମାନେ ନିଜ ବିଧାୟକ ଓ ମନ୍ତ୍ରୀଙ୍କ ଅଧୀନରେ ବସବାସ କରୁଛନ୍ତି। ଏଭଳି ପରିସ୍ଥିତିରେ ଭିତ୍ତିଭୂମି, ପୁଞ୍ଜିନିବେଶ ଓ ନିଯୁକ୍ତି କିପରି ବୃଦ୍ଧି ପାଇବ?ବିଜେଡିର ଛୋଟ ଛୋଟ ନେତା ମାନେ ମଧ୍ୟ ଏବେ କୋଟିପତି ହୋଇଯାଇଛନ୍ତି: ଢେଙ୍କାନାଳରେ ପ୍ରଧାନମନ୍ତ୍ରୀ ମୋଦୀ
May 20th, 10:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଢେଙ୍କାନାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବିଶାଳ ଜନସମାଗମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ଓଡ଼ିଶାକୁ କିଛି ଦେଇନାହିଁ। କୃଷକ, ଯୁବକ ଏବଂ ଆଦିବାସୀମାନେ ଏବେ ବି ଉନ୍ନତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଯେଉଁମାନେ ଓଡ଼ିଶାକୁ ଧ୍ୱଂସ କରିଛନ୍ତି ସେମାନଙ୍କୁ କ୍ଷମା କରାଯିବା ଉଚିତ ନୁହେଁ।ଢେଙ୍କାନାଳ ଓ କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 20th, 09:58 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଢେଙ୍କାନାଳରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବିଶାଳ ଜନସମାଗମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଜେଡି ଓଡ଼ିଶାକୁ କିଛି ଦେଇନାହିଁ। କୃଷକ, ଯୁବକ ଏବଂ ଆଦିବାସୀମାନେ ଏବେ ବି ଉନ୍ନତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଯେଉଁମାନେ ଓଡ଼ିଶାକୁ ଧ୍ୱଂସ କରିଛନ୍ତି ସେମାନଙ୍କୁ କ୍ଷମା କରାଯିବା ଉଚିତ ନୁହେଁ।ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 18th, 01:00 pm
ଆଜି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକମାନଙ୍କୁ ବଂଦେ ଭାରତ ଟ୍ରେନର ଉପହାର ମିଳିଛି । ବଂଦେ ଭାରତ ଟ୍ରେନ, ଆଧୁନିକ ଭାରତ ଏବଂ ଆକାଂକ୍ଷୀ ଭାରତୀୟ, ଉଭୟର ପ୍ରତୀକ ହୋଇପାରିଛି । ଆଜି ଯେତେବେଳେ ବଂଦେ ଭାରତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଛି, ସେତେବେଳେ ଏଥିରେ ସାମିଲ ଭାରତର ଗତି ଦେଖାଯାଉଛି ଏବଂ ଭାରତର ପ୍ରଗତି ମଧ୍ୟ ଦେଖାଯାଉଛି ।ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
May 18th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ, ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣ କାର୍ଯ୍ୟ, ସମ୍ବଲପୁର-ଟିଟଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ – ସୁକିନ୍ଦା ମଧ୍ୟରେ ନୂତନ ବ୍ରଡ ଗଜ ରେଳ ଲାଇନ; ମନୋହରପୁର - ରାଉରକେଲା - ଝାରସୁଗୁଡା – ଜାମଗା ମଧ୍ୟରେ ସଂଯୋଗ କରୁଥିବା ତୃତୀୟ ରେଳ ଲାଇନ୍ ଏବଂ ବିଛୁପାଲି - ଝାରତରଭା ମଧ୍ୟରେ ଏକ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ ରହିଛି ।କଟକଠାରେ ଆୟକର ଆପେଲେଟ୍ ଟ୍ରିବୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 11th, 05:01 pm
ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆମର ବରିଷ୍ଠ ସାଥୀ ଶ୍ରୀମାନ ନବୀନ ପଟ୍ଟନାୟକ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ରବିଶଙ୍କର ପ୍ରସାଦ ଜୀ, ଓଡ଼ିଶା ମାଟିର ସନ୍ତାନ ଏବଂ ମୋର ମନ୍ତ୍ରୀ ପରିଷଦର ସାଥୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଜୀ, ଆୟକର ଆପେଟେଲ ଟ୍ରିବୁନାଲର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ ପି ପି ଭଟ୍ଟ ଜୀ, ଓଡ଼ିଶାର ସାଂସଦଗଣ, ବିଧାୟକଗଣ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବଗଣ ଏବଂ ସାଥୀବୃନ୍ଦ,India has Moved from Tax-Terrorism to Tax-Transparency: Prime Minister
November 11th, 05:00 pm
Prime Minister Shri Narendra Modi inaugurated Office-cum-Residential Complex of Cuttack Bench of Income Tax Appellate Tribunal through video conference today. Speaking on the occasion, the Prime Minister said this bench would now provide modern facilities not only to Odisha, but to millions of taxpayers of Eastern and North Eastern India and help in disposing off all the pending cases in this region.ଆୟକର ଆପିଲେଟ ଟ୍ରିବ୍ୟୁନାଲ କଟକ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
November 09th, 08:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ନଭେମ୍ବର 11 ତାରିଖ, 2020 ଅପରାହ୍ଣ ସାଢ଼େ ଚାରିଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । କେନ୍ଦ୍ର ଆଇନ ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ବିଚାରପତିଗଣଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ, ଆଇଟିଏଟି ଉପରେ ଏକ ଇ–କଫି ଟେବୁଲ ପୁସ୍ତିକା ଉନ୍ମୋଚିତ ହେବ ।ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 22nd, 06:12 pm
ମଞ୍ଚରେ ଉପସ୍ଥିତ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ, ଶ୍ରୀ କିରଣ ରିଜୀଜୁ ମହୋଦୟ, ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ମହୋଦୟ, ଶ୍ରୀ ତୁଷାରକାନ୍ତି ବେହେରା ମହୋଦୟ ଏବଂ ସାରା ଦେଶରୁ ଆସିଥିବା ଯୁବ ସାଥୀଗଣ ।ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍ଘାଟିତ
February 22nd, 06:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ଭିଡିଓ ଲିଙ୍କ ଜରିଆରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି କେବଳ ଏକ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହୋଇନାହିଁ ବରଂ ଏହା ଭାରତର କ୍ରୀଡା ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟର ଆରମ୍ଭ । ଏଠାରେ ଆପଣମାନେ କେବଳ ଅନ୍ୟ ସହିତ ନୁହେଁ, ନିଜ ସହିତ ମଧ୍ୟ ପ୍ରତିଯୋଗୀତା କରୁଛନ୍ତି ।ଆମ ପାଇଁ ଭଲ ରାଜନୀତିର ମାନେ ହେଉଛି ବିକାଶ ଏବଂ ସୁଶାସନ :କଟକରେ ପ୍ରଧାନମନ୍ତ୍ରୀ ମୋଦୀ
May 26th, 06:16 pm
ଏନଡିଏ ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର କଟକରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ,ଗତ ଚାରି ବର୍ଷରେ ବିଜେପି ଏକ ଦଳ ,ଯିଏ ପଂଚାୟତରୁ ସଂସଦ ପର୍ଯ୍ୟନ୍ତ ଉପସ୍ଥିତ ଥିଲା । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଲେ ଯେ 'ସାଫ ନିୟତ ,ସହି ବିକାଶ' ର ସହିତ ଦେଶ ବିକାଶ ମାର୍ଗରେ ଆଗକୁ ବଢ଼ିବା ଜାରି ରହିବ ।ଆମ ପାଇଁ ଭଲ ରାଜନୀତିର ମାନେ ହେଉଛି ବିକାଶ ଏବଂ ସୁଶାସନ :କଟକରେ ପ୍ରଧାନମନ୍ତ୍ରୀ ମୋଦୀ
May 26th, 06:15 pm
ଏନଡିଏ ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର କଟକରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ,ଗତ ଚାରି ବର୍ଷରେ ବିଜେପି ଏକ ଦଳ ,ଯିଏ ପଂଚାୟତରୁ ସଂସଦ ପର୍ଯ୍ୟନ୍ତ ଉପସ୍ଥିତ ଥିଲା । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଲେ ଯେ 'ସାଫ ନିୟତ ,ସହି ବିକାଶ' ର ସହିତ ଦେଶ ବିକାଶ ମାର୍ଗରେ ଆଗକୁ ବଢ଼ିବା ଜାରି ରହିବ ।