ଗୁଜରାଟର ମା’ ଉମିୟା ଧାମ ବିକାଶ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 13th, 06:49 pm
ମୋର ଏଠାକୁ ବ୍ୟକ୍ତିଗତ ଭାବେ ପରିଦର୍ଶନରେ ଆସିବା ନିମନ୍ତେ ଅନୁମାନ କରା ଯାଉଥିଲା । ଯଦି ମୁଁ ବ୍ୟକ୍ତିଗତ ଭାବେ ଆସିବାକୁ ସକ୍ଷମ ହୋଇଥାନ୍ତି, ତା’ହେଲେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଦେଖା କରି ପାରିଥାନ୍ତି । ତେବେ, ସମୟର ଅଭାବ ଯୋଗୁଁ ଏବଂ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ଆଜି ଏହି ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରି ପାରିଥିବାରୁ ମୁଁ ଭାଗ୍ୟବାନ । ମୋ ଦୃଷ୍ଟିରେ, ଏହି କାର୍ଯ୍ୟ ବହୁମୁଖୀ ଗୁରୁତ୍ୱ ବହନ କରୁଛି- ବୃହତ୍ ସେବା ମନ୍ଦିର ପ୍ରକଳ୍ପ, ଯାହା ସମସ୍ତଙ୍କ ଉଦ୍ୟମ ଦ୍ୱାରା କରାଯାଉଛି ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉତର
February 08th, 08:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭାରେ ଉତ୍ତର
February 08th, 11:27 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।ଫସଲ ବୀମା ଯୋଜନା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
January 13th, 12:31 pm
ପ୍ରଧାନମନ୍ତ୍ରୀ ଫସଲ ବୀମାଯୋଜନା ପ୍ରଣୟନର 5ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଯୋଜନାର ସମସ୍ତ ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।Time has come for Brand India to establish itself in the agricultural markets of the world: PM Modi
December 25th, 12:58 pm
PM Narendra Modi released the next instalment of financial benefit under PM-KISAN Samman Nidhi through video conference. He added ever since this scheme started, more than 1 lakh 10 thousand crore rupees have reached the account of farmers.PM releases next instalment of financial benefit under PM Kisan Samman Nidhi
December 25th, 12:54 pm
PM Narendra Modi released the next instalment of financial benefit under PM-KISAN Samman Nidhi through video conference. He added ever since this scheme started, more than 1 lakh 10 thousand crore rupees have reached the account of farmers.ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 8, 2018
July 08th, 07:45 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଆମର ସମସ୍ତ ପ୍ରୟାସର ଉଦ୍ଦେଶ୍ୟ ଏକ ନୂଆ ଭାରତ ନିର୍ମାଣ କରିବା :ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀ
July 07th, 02:21 pm
ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନର ବିଭିନ୍ନ ସ୍ଥାନରେ 13ଟି ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ ସମାବେଶୀ ବିକାଶ କରିବା । ସେ କହିଛନ୍ତି ,ଏକ ନୂଆ ଭାରତର ନିର୍ମାଣ ହେଉଛି ,ଯେଉଁଠି ଭ୍ରଷ୍ଟାଚାରକୁ ସହ୍ୟ କରାଯାଇପାରିବ ନାହିଁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଜସ୍ଥାନରେ କେନ୍ଦ୍ର ଏବଂ ବିଜେପି ସରକାରଙ୍କ ଅନେକ ପଦକ୍ଷେପ ରାଜ୍ୟର ଲୋକମାନଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକେଇଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜୟପୁରଠାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ; ଉନ୍ନୟନ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ ଓ ଜନସଭାକୁ କଲେ ସମ୍ବୋଧନ
July 07th, 02:21 pm
ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ସରକାର ତଥା ରାଜସ୍ଥାନ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ରୂପାୟନ ଏବଂ ଏହାଦ୍ୱାରା ଉପକୃତ ହେଉଥିବା କେତେକ ହିତାଧିକାରୀମାନଙ୍କ ଅନୁଭୂତିର ଅଡ଼ିଓ- ଭିଜୁଆଲ ଉପସ୍ଥାପନ ଦେଖିଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ ଏହି ଅଡ଼ିଓ ଭିଜୁଆଲ କାର୍ଯ୍ୟକ୍ରମ ଉପସ୍ଥାପନର ପରିଚାଳନା କରିଥିଲେ । ଏହି କଲ୍ୟାଣ ଯୋଜନାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମିଲ ।ଦେଶବ୍ୟାପୀ କୃଷକଙ୍କ ସହ ମତବିନିମୟ କାଳରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ(20.06.2018)
June 20th, 11:00 am
ମୋ ପାଇଁ ଖୁସିର କଥା ହେଉଛି କି ଆଜି ମୋତେ ସାରା ଦେଶର 600 ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର, କେ.ବି.କେ ଏବଂ ଦେଶର ବିଭିନ୍ନ ଭାଗରେ ଥିବା 2 ଲକ୍ଷ ସାଧାରଣ ଜନସେବା କେନ୍ଦ୍ରରେ ଆମର ଯେଉଁ କୃଷକ ଭାଇ-ଭଉଣୀମାନେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଆଜି ଆମ ସହିତ ଯୋଡି ହୋଇଛନ୍ତି, ସେମାନଙ୍କଠାରୁ ସେମାନଙ୍କ ଅନୁଭବ ଜାଣିବାର, ସେମାନଙ୍କର କଥା ସିଧାସଳଖ ଶୁଣିବାର ଏକ ଦୁର୍ଲଭ ସୁଯୋଗ ଆଜି ମୋତେ ପ୍ରାପ୍ତ ହୋଇଛି ।ଦେଶର 600 ଜିଲ୍ଲାର ଚାଷୀଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ
June 20th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଚାଷୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏଥିଲାଗି 2 ଲକ୍ଷ ଜନସେବା କେନ୍ଦ୍ର ଏବଂ 600 କୃଷି ବିଜ୍ଞାନ କେନ୍ଦ୍ରକୁ ଉପଗ୍ରହ ଭିଡିଓ ଲିଙ୍କ ଜରିଆରେ ସଂଯୁକ୍ତ କରାଯାଇଥିଲା । ଶହ ଶହ ସଂଖ୍ୟାରେ ଚାଷୀମାନେ ଏହିସବୁ କେନ୍ଦ୍ରରେ ବସି ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଅନୁଭୂତି ବାଣ୍ଟିବା ସହ କୃଷି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ । ଦେଶର ଜନସାଧାରଣ ତଥା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ପ୍ରତ୍ୟକ୍ଷ ବାର୍ତ୍ତାଳାପ ।ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀ
April 21st, 11:01 pm
ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀପ୍ରଶାସନିକ ସେବା ଦିବସ ଉପଲକ୍ଷେ ପ୍ରଶାସନିକ ସେବାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 21st, 05:45 pm
ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶାସନିକ ସେବାଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ସେ କହିଥିଲେ ଯେ ଏହା ହେଉଛି ପ୍ରଶଂସା, ସମୀକ୍ଷା, ମୂଲ୍ୟାଙ୍କନ ଏବଂ ତର୍ଜମା କରିବାର ସମୟ । ପ୍ରଶାସନିକ ସେବାଧିକାରୀମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏକ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିବା ସହିତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ସରକାରଙ୍କ ପ୍ରାଥମିକତାକୁ ପ୍ରତିଫଳିତ କରୁଛି ।କେନ୍ଦ୍ର 2022 କୃଷକମାନଙ୍କ ଆୟକୁ ଦ୍ଵିଗୁଣ କରିବା ପାଇଁ ପ୍ରତିଶୃତିବଦ୍ଧ :ପ୍ରଧାନମନ୍ତ୍ରୀ ମୋଦୀ
March 17th, 01:34 pm
ଆଜି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଥିବା ଆଇଏଆରଆଇ ମେଳା ପଡିଆରେ ଅନୁଷ୍ଠିତ କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିଛନ୍ତି । ସେ ବିଭିନ୍ନ ବିଷୟକୁ ନେଇ ହୋଇଥିବା ମଂଚ ଏବଂ ଜୈବିକ ମେଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । ସେ 25ଟି କୃଷି ବିଜ୍ଞାନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିଥିଲେ । ସେ ମଧ୍ୟ ଜୈବ ଉତ୍ପାଦ ଗୁଡ଼ିକ ପାଇଁ ଇ-ମାର୍କେଟିଂ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କୃଷି କର୍ମଣ ପୁରସ୍କାର ଏବଂ ପଣ୍ଡିତ ଦୀନ ଦୟାଲ କୃଷି ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ ।କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
March 17th, 01:33 pm
ଆଜି ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଥିବା ଆଇଏଆରଆଇ ମେଳା ପଡିଆରେ ଅନୁଷ୍ଠିତ କୃଷି ଉନ୍ନତି ମେଳାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିଛନ୍ତି । ସେ ବିଭିନ୍ନ ବିଷୟକୁ ନେଇ ହୋଇଥିବା ମଂଚ ଏବଂ ଜୈବିକ ମେଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । ସେ 25ଟି କୃଷି ବିଜ୍ଞାନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିଥିଲେ । ସେ ମଧ୍ୟ ଜୈବ ଉତ୍ପାଦ ଗୁଡ଼ିକ ପାଇଁ ଇ-ମାର୍କେଟିଂ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କୃଷି କର୍ମଣ ପୁରସ୍କାର ଏବଂ ପଣ୍ଡିତ ଦୀନ ଦୟାଲ କୃଷି ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ ।କର୍ଣ୍ଣାଟକରେ ସମାଜର ସମସ୍ତ ବର୍ଗ କଂଗ୍ରେସ ସରକାରଙ୍କ ଉପରେ ଖୁସି ନାହାଁନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
February 27th, 05:01 pm
କର୍ଣ୍ଣାଟକର ଦବାନଗେରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଖରାପ ପ୍ରଶାସନ ଲାଗି କଂଗ୍ରେସ ସରକାରକୁ ନିନ୍ଦା କରିଥିଲେ ଏବଂ କହିଲେ ଯେ ଆଗାମୀ ନିର୍ବାଚନରେ କଂଗ୍ରେସର ପରାଜୟ ନିଶ୍ଚିତ । ସେ କହିଲେ ,''କର୍ଣ୍ଣାଟକରେ ସମାଜର ସମସ୍ତ ବର୍ଗ କଂଗ୍ରେସ ସରକାରଙ୍କ ଉପରେ ଖୁସି ନାହାଁନ୍ତି । ''କର୍ଣ୍ଣାଟକରେ ସମାଜର ସମସ୍ତ ବର୍ଗ କଂଗ୍ରେସ ସରକାରଙ୍କ ଉପରେ ଖୁସି ନାହାଁନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
February 27th, 05:00 pm
କର୍ଣ୍ଣାଟକର ଦବାନଗେରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଖରାପ ପ୍ରଶାସନ ଲାଗି କଂଗ୍ରେସ ସରକାରକୁ ନିନ୍ଦା କରିଥିଲେ ଏବଂ କହିଲେ ଯେ ଆଗାମୀ ନିର୍ବାଚନରେ କଂଗ୍ରେସର ପରାଜୟ ନିଶ୍ଚିତ । ସେ କହିଲେ ,''କର୍ଣ୍ଣାଟକରେ ସମାଜର ସମସ୍ତ ବର୍ଗ କଂଗ୍ରେସ ସରକାରଙ୍କ ଉପରେ ଖୁସି ନାହାଁନ୍ତି । ''‘କୃଷି 2022 : କୃଷକଙ୍କ ଦ୍ୱିଗୁଣ ଉପାର୍ଜନ’ ସଂକ୍ରାନ୍ତ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (20.02.2018)
February 20th, 05:47 pm
ସମଗ୍ର ଦେଶରୁ ଆସିଥିବା ବୈଜ୍ଞାନିକଗଣ, ଚାଷୀ ଭାଇ ଓ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ । ଆମେ ସମସ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଅତି ଗମ୍ଭୀର ଓ ବହୁତ ଜରୁରୀ ପ୍ରସଙ୍ଗରେ ମନ୍ଥନ କରିବା ପାଇଁ ଏଠି ଏକଜୁଟ ହୋଇଛେ ।“କୃଷି-2022: କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ଶୀର୍ଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 20th, 05:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସାସ୍ଥିତ ଏନଏଏସି କମ୍ପ୍ଲେକ୍ସ ପରିସରରେ ଆୟୋଜିତ ହୋଇଥିବା “କୃଷି-2022 : କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ସମ୍ମିଳନୀରେ ଯୋଗ ଦେଇଥିଲେ ।ଏନଡିଏ ସରକାର ଦେଶରେ କାର୍ଯ୍ୟ କରିବାର ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି : ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ
February 07th, 01:41 pm
ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ,'' ଏନଡିଏ ସରକାର ଦେଶରେ କାର୍ଯ୍ୟ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି । ପ୍ରକଳ୍ପକୁ କେବଳ ଭଲ ଭାବେ ବିଚାର କରାଯାଉନାହିଁ ବରଂ ସମୟରେ ମଧ୍ୟ କାର୍ଯ୍ୟାନ୍ୱୟନ କରାଯାଉଛି ।