ବିଶ୍ୱ ଅର୍ଥନୈତିକ ଫୋରମର ଡାଭୋସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ‘ଷ୍ଟେଟ ଅଫ ୱାର୍ଲ୍ଡ’ ଅଭିଭାଷଣର ମୂଳ ପାଠ

January 17th, 08:31 pm

୧୩ଠ କୋଟି ଭାରତୀୟଙ୍କ ତରଫରୁ ମୁଁ ବିଶ୍ୱ ଅର୍ଥନୈତିକ ଫୋରମରେ ଏକତ୍ରିତ ହୋଇଥିବା ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହ କଥାବାର୍ତ୍ତା କରୁଛି, ଭାରତ ସତର୍କତାର ସହିତ କରୋନାର ଆଉ ଏକ ତରଙ୍ଗର ସମ୍ମୁଖୀନ ହେଉଛି । ଏଥିସହିତ ଭାରତ ମଧ୍ୟ ଅନେକ ଆଶାବାଦୀ ଫଳାଫଳ ସହିତ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ବଢୁଛି । ଆଜି ସ୍ୱାଧୀନତାର ୭୫ ବର୍ଷରେ ଭାରତ ମଧ୍ୟ ଉତ୍ସାହିତ ଏବଂ କେବଳ ଗୋଟିଏ ବର୍ଷରେ ୧୬ଠ କୋଟି କରୋନା ଟିକା ନେଇ ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ।

PM Modi's remarks at World Economic Forum, Davos 2022

January 17th, 08:30 pm

PM Modi addressed the World Economic Forum's Davos Agenda via video conferencing. PM Modi said, The entrepreneurship spirit that Indians have, the ability to adopt new technology, can give new energy to each of our global partners. That's why this is the best time to invest in India.

ଯେତେବେଳେ ଭାରତରେ ବିକାଶ ଘଟୁଛି, ବିଶ୍ୱ ବିକଶିତ ହେଉଛି , ଯେତେବେଳେ ଭାରତରେ ସଂସ୍କାର ଆସୁଛି, ସେତେବେଳେ ଦୁନିଆ ବଦଳୁଛି : ପ୍ରଧାନମନ୍ତ୍ରୀ ମୋଦୀ

September 25th, 06:31 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ସଭାର 76ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତବ୍ୟରେ କୋଭିଡ-19 ମହାମାରୀ, ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ଧ୍ୟାନ ଦେଇଛନ୍ତି । ମହାମାରୀ ମୁକାବିଲା ରେ ବିଶ୍ୱ ସ୍ତରରେ ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି ଏବଂ ଭାରତରେ ଟିକା ତିଆରି କରିବା ପାଇଁ ବିଶ୍ୱକୁ ଆମନ୍ତ୍ରଣ କରିଛନ୍ତି ।

ମିଳିତ ଜାତିସଂଘ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

September 25th, 06:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ସଭାର ୭୬ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତବ୍ୟରେ କୋଭିଡ-19 ମହାମାରୀ, ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ଧ୍ୟାନ ଦେଇଛନ୍ତି । ମହାମାରୀ ମୁକାବିଲା ରେ ବିଶ୍ୱ ସ୍ତରରେ ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି ଏବଂ ଭାରତରେ ଟିକା ତିଆରି କରିବା ପାଇଁ ବିଶ୍ୱକୁ ଆମନ୍ତ୍ରଣ କରିଛନ୍ତି ।

ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀ ଓ ସ୍ବସ୍ଥ୍ୟସେବା କର୍ମଚାରୀଙ୍କ ସହ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 18th, 10:31 am

ଗୋଆର ଉର୍ଜାବାନ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ, ଗୋଆର ସୁପୁତ୍ର ଶ୍ରୀପଦ ନାୟକ ମହାଶୟ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରିଷଦରେ ମୋର ସହକର୍ମୀ ଡକ୍ଟର ଭାରତୀ ପାୱାର ମହାଶୟା, ଗୋଆର ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକ, ଅନ୍ୟ ଜନ ପ୍ରତିନିଧି, ସମସ୍ତ କରୋନା ଯୋଦ୍ଧା, ଭାଇ ଓ ଭଉଣୀମାନେ !

ପ୍ରଧାନମନ୍ତ୍ରୀ ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ବାର୍ତ୍ତାଳାପ କଲେ

September 18th, 10:30 am

ଗୋଆରେ ସମସ୍ତ ପ୍ରାପ୍ତ ବୟସ୍କ ଲୋକଙ୍କର ୧୦୦% ଟିକାକରଣ ଶେଷ ହେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସ ଜରିଆରେ ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ପ୍ରମୁଖ ବିଷୟ

August 15th, 03:02 pm

ଆଜାଦୀ କା ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଭାରତକୁ ତଥା ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

August 15th, 07:38 am

ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ, ସମସ୍ତଙ୍କୁ ଏବଂ ବିଶ୍ୱବ୍ୟାପୀ ଭାରତକୁ ଶ୍ରଦ୍ଧା କରୁଥିବା, ଲୋକତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଭାରତ 75 ତମ ସ୍ୱାଧୀନତା ଦିବସ ପାଳନ କରିଛି

August 15th, 07:37 am

ଭାରତ 75ତମ ସ୍ୱାଧୀନତା ଦିବସ ପାଳନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ ସଫଳତାର ତାଲିକା ଉଲ୍ଲେଖ କରିଛନ୍ତି ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କର ଲୋକପ୍ରିୟ ସ୍ଲୋଗାନ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସରେ ଯୋଗ କରିଛନ୍ତି ସବକା ପ୍ରୟାସ ।

କୋୱିନ ଗ୍ଲୋବାଲ କନ୍‌କ୍ଲେଭ-୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ

July 05th, 03:08 pm

କରୋନା ଲଢେଇରେ ଟେକ୍ନୋଲୋଜି ଆମର ପ୍ରଧାନ ଆୟୁଧ ସାଜିଛି । ସୌଭାଗ୍ୟବଶତଃ ସଫ୍ଟଓୟାର ଏକ କ୍ଷେତ୍ର, ଯେଉଁଠି ଆମର ବିଶେଷକିଛି ଅଭାବ ନାହିଁ । ସେଥିପାଇଁ ଆମ କୋଭିଡ୍ ଟ୍ରେସିଂ ଓ ଟ୍ରାକିଙ୍ଗ ଆପ୍ ବୈଷୟିକ ଦୃଷ୍ଟିରୁ ସମର୍ଥ ହେବା ମାତ୍ରେ ଆମେ ଏହାକୁ ସମସ୍ତଙ୍କ ପାଇଁ ମୁକ୍ତ (ଓପନ ସୋର୍ସ)କରୁଛୁ । ପ୍ରାୟ ୨୦୦ନିୟୁତ ୟୁଜର୍ସଙ୍କ ସହିତ ଆରୋଗ୍ୟ ସେତୁ ଆପ୍ ଡେଭଲପର୍ସଙ୍କ ପାଇଁ ଏକ ସହଜଲବ୍ଧ ପ୍ୟାକେଜରେ ପରିଣତ ହୋଇପାରିଛି । ଏହା ଭାରତରେ ବ୍ୟବହୃତ ହେବା ସହିତ ବିଶ୍ୱବ୍ୟାପୀ ବେଗ ଓ ପ୍ରସାର କ୍ଷେତ୍ରରେ ମଧ୍ୟ ସହଜଲବ୍ଧ ହୋଇଛି । ଆପଣ ଏହାର ଦକ୍ଷତା ମାପିପାରିବେ ।

କୋୱିନ୍‌ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 05th, 03:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋୱିନ୍‌ ବିଶ୍ୱ ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ କୋଭିଡ-19ର ମୁକାବିଲା କରିବା ଲାଗି ବିଶ୍ୱକୁ ସହାୟତା କରିବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ଡିଜିଟାଲ ଜନକଲ୍ୟାଣ ରୂପରେ କୋୱିନ୍‌ ପ୍ଲାଟଫର୍ମ ଉପଲବ୍ଧ କରାଇବା ନିମନ୍ତେ ପ୍ରସ୍ତାବ ଦେଇଥିଲେ।

ଆସନ୍ତାକାଲି କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

July 04th, 08:36 pm

ଆସନ୍ତାକାଲି 5 ଜୁଲାଇ, 2021 ଅପରାହ୍ନ 3ଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧିତ କରିବେ ।