Paper leak mafia will be held accountable and punished, I guarantee the youth of Rajasthan: PM Modi
October 02nd, 12:30 pm
In Chittorgarh, Rajasthan, PM Modi remarked that the sentiments and aspirations of both Rajasthan and Mewar are vividly evident in the immense crowd gathered here today. Entire Rajasthan is saying – ‘Rajasthan ko Bachayenge, Bhajpa Sarkar ko Layenge’. In a public address, the PM expressed deep regret over the five-year tenure of the Congress government in Rajasthan, citing a tarnished reputation for the state due to rising crime, anarchy, riots, stone pelting, and atrocities against women, Dalits, and backward classes.PM Modi addresses a public meeting at Chittorgarh in Rajasthan
October 02nd, 12:00 pm
In Chittorgarh, Rajasthan, PM Modi remarked that the sentiments and aspirations of both Rajasthan and Mewar are vividly evident in the immense crowd gathered here today. Entire Rajasthan is saying – ‘Rajasthan ko Bachayenge, Bhajpa Sarkar ko Layenge’. In a public address, the PM expressed deep regret over the five-year tenure of the Congress government in Rajasthan, citing a tarnished reputation for the state due to rising crime, anarchy, riots, stone pelting, and atrocities against women, Dalits, and backward classes.ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହ୍ୟାରିସଙ୍କ ସହିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରାରମ୍ଭିକ ଟିପ୍ପଣୀ
September 24th, 02:15 am
ସର୍ବପ୍ରଥମେ, ମୋତେ ଏବଂ ମୋ ସହିତ ଆସିଥିବା ପ୍ରତିନିଧି ଦଳକୁ ସହୃଦୟତାର ସହିତ ସ୍ୱାଗତ କରିବା ଲାଗି ମୁଁ ଆପଣଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି। କିଛି ମାସ ପୂର୍ବରୁ ଆପଣଙ୍କ ସହିତ ଟେଲିଫୋନରେ ବିସ୍ତୃତ ଭାବେ ଆଲୋଚନା କରିବା ସୁଯୋଗ ମୋତେ ମିଳିଥିଲା। ଅତ୍ୟନ୍ତ ଆତ୍ମୀୟତାପୂର୍ଣ୍ଣ ଏବଂ ଅତି ସ୍ୱାଭାବିକ ଭାବେ ଆପଣଙ୍କ ସହିତ କଥାବାର୍ତ୍ତା କରିବାର ଯେଉଁ ସୁଯୋଗ ମୋତେ ମିଳିଲା ତାହା ମୋର ସବୁଦିନ ମନେ ରହିବ ଏବଂ ମୁଁ ଏଥିପାଇଁ ଆପଣଙ୍କ ନିକଟରେ କୃତଜ୍ଞ। ଏପରି ଏକ ସମୟ ଥିଲା ଯେତେବେଳେ ଭାରତ କୋଭିଡର ଦ୍ୱିତୀୟ ଲହରୀରେ ପୀଡ଼ିତ ହୋଇ, ସଙ୍କଟରେ ଥିଲା। କିନ୍ତୁ ସେ ସମୟରେ ଯେପରି ଭାବେ ଆତ୍ମୀୟତା ପ୍ରକଟ କରି ଆପଣ ଭାରତ ବିଷୟରେ ଚିନ୍ତା କଲେ, ଯାହା କହିଲେ ଏବଂ ଯେଉଁ ସହାୟତାର ହାତ ବଢ଼ାଇଲେ, ସେଥିପାଇଁ ମୁଁ ପୁଣିଥରେ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ଜଣେ ସଚ୍ଚୋଟ ମିତ୍ର ଭାବେ ଆପଣ ଅତ୍ୟନ୍ତ ସମ୍ବେଦନଶୀଳ ବାର୍ତ୍ତା ଏବଂ ସହଯୋଗ ଯୋଗାଇ ଦେଇଥିଲେ। ସେ ସମୟରେ ଆମେରିକା ସରକାର, କମ୍ପାନୀ ଏବଂ ଭାରତୀୟ ସମୁଦାୟ ସମସ୍ତେ ମିଶି, ଭାରତର ସହାୟତା କରିବା ଲାଗି ଏକଜୁଟ ହୋଇଯାଇଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ମଧ୍ୟରେ ବୈଠକ
September 24th, 02:14 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୨୩ ସେପ୍ଟେମ୍ବର ୨୦୨୧ରେ ୱାଶିଂଟନ ଡିସି ଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହ୍ୟାରିସଙ୍କୁ ସାକ୍ଷାତ କରିଛନ୍ତି।କ୍ୱାଡ ରାଜନେତା ଶିଖର ସମ୍ମିଳନୀ ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 23rd, 11:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୩, ୨୦୨୧ରେ ଓ୍ୱାଶିଂଟନ ଡିସି, ଯୁକ୍ତରାଷ୍ଟ୍ର ଆମେରିକାରେ କ୍ୱାଡ ରାଜନେତା ଶିଖର ସମ୍ମିଳନୀ ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମହାମହିମ ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।ବିଶ୍ଵ କୋଭିଡ-୧୯ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ : ମହାମାରୀର ସମାପ୍ତି ଏବଂ ପରବର୍ତ୍ତୀ ବିପଦ ପାଇଁ ପ୍ରସ୍ତୁତି ନିମନ୍ତେ ଉନ୍ନତ ସ୍ୱାସ୍ଥ୍ୟ ସୁରକ୍ଷା ନିର୍ମାଣ
September 22nd, 09:40 pm
କୋଭିଡ-୧୯ ମହାମାରୀ ଅଭୂତପୂର୍ବ ବ୍ୟାଘାତ ସୃଷ୍ଟି କରିଛି। ଏହା ଏବେ ବି ଦୂର ହୋଇନାହିଁ। ବିଶ୍ୱର ଅଧିକାଂଶ ଭାଗ ଏବେ ସୁଦ୍ଧା ଟିକାରୁ ବଞ୍ଚିତ ଅଛନ୍ତି। ଏହି କାରଣରୁ ରାଷ୍ଟ୍ରପତି ବାଇଡେନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପ୍ରୟାସ ସମୟୋପଯୋଗୀ ଏବଂ ସ୍ୱାଗତଯୋଗ୍ୟ।