Prime Minister meets first time Ministers of State

June 28th, 10:45 pm

The Prime Minister, Shri Narendra Modi met those who have become Ministers of State for the first time in the Council of Ministers.

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଶ୍ରୀ ନରେନ୍ଦ୍ର ମୋଦୀ

June 09th, 11:55 pm

ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ଶପଥ ପାଠ କରାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ

July 03rd, 10:10 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

Efficiency of government departments has increased due to the efforts of our Karmayogis: PM

October 22nd, 11:10 am

PM Modi launched Rozgar Mela – the recruitment drive for 10 lakh personnel. During the event, appointment letters were handed over to 75,000 newly inducted appointees. He said that completion of the process of selection for lakhs of vacancies in a few months and issuing appointment letters were an indication of the change the government system has undergone in the last 7-8 years.

PM launches Rozgar Mela – recruitment drive for 10 lakh personnel

October 22nd, 11:01 am

PM Modi launched Rozgar Mela – the recruitment drive for 10 lakh personnel. During the event, appointment letters were handed over to 75,000 newly inducted appointees. He said that completion of the process of selection for lakhs of vacancies in a few months and issuing appointment letters were an indication of the change the government system has undergone in the last 7-8 years.

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବର୍ଷ 2021 ର 21ଟି ସ୍ୱତନ୍ତ୍ର ଫଟୋ

December 31st, 11:59 am

ବର୍ଷ 2021 ଶେଷ ହେବାକୁ ଯାଉଥିବାବେଳେ, ଏଠାରେ ନଜର ପକାନ୍ତୁ ବର୍ଷ 2021 ର ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଛି ସ୍ୱତନ୍ତ୍ର ଫଟୋ ।

ଗୁଜୁରାଟ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

September 16th, 04:28 pm

ଗୁଜରାଟ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

କ୍ଷମତାପ୍ରାପ୍ତ ଗୋଷ୍ଠୀଗୁଡ଼ିକ ସହିତ କୋଭିଡ ସଂକ୍ରାନ୍ତ ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

April 30th, 04:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ ସଂକ୍ରାନ୍ତରେ ଗଠିତ ବିଭିନ୍ନ କ୍ଷମତାପ୍ରାପ୍ତ ଗୋଷ୍ଠୀର କାର୍ଯ୍ୟ ପରିଚାଳନା ସମୀକ୍ଷା କରିଛନ୍ତି।

ନୂଆଦିଲ୍ଲୀରେ ବାଣିଜ୍ୟ ଭବନର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 22nd, 11:47 am

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ମହାଶୟ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର(ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ବାଣିଜ୍ୟ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସି. ଆର. ଚୌଧୁରୀ ମହାଶୟ, ବାଣିଜ୍ୟ ମନ୍ତ୍ରଣାଳୟ ଓ ସମ୍ବନ୍ଧିତ ବିଭାଗଗୁଡିକର ଅଧିକାରୀଗଣ ଏବଂ ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ।

ବାଣିଜ୍ୟ ଭବନ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

June 22nd, 11:40 am

ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ନୂତନ କାର୍ଯ୍ୟାଳୟ କମ୍ପ୍ଲେକ୍ସ- ବାଣିଜ୍ୟ ଭବନର ଆଧାରଶିଳା ସ୍ଥାପନ କରିଛନ୍ତି ।

ରାଷ୍ଟ୍ରପତି ,ଉପରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ,ମନ୍ତ୍ରୀଗଣ ଏବଂ ମୁଖ୍ୟମନ୍ତ୍ରୀଗଣ ଯୋଗାସନ କରିଛନ୍ତି

June 21st, 01:25 pm

ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ,ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ,ପ୍ରଧାନମନ୍ତ୍ରୀ ମୋଦୀ ,କେନ୍ଦ୍ର ସରକାରଙ୍କ ମନ୍ତ୍ରୀଗଣ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବ୍ୟାପକ ମାତ୍ରାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ।

Allocation of Portfolios amongst the members of the Council of Ministers

November 09th, 06:31 pm

Allocation of Portfolios amongst the members of the Council of Ministers