ଏୟାର ଇଣ୍ଡିଆ, ଏହାର 5 ସହଯୋଗୀ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଲାଗି କ୍ୟାବିନେଟର “ନୀତିଗତ” ମଞ୍ଜୁରି

June 28th, 08:28 pm

ପୁଞ୍ଜି ପ୍ରତ୍ୟାହାର ଲାଗି ଗଠିତ ସଚିବମାନଙ୍କ କୋର ଗ୍ରୁପ୍ (ସିଜିଡି)ର ସୁପାରିଶ ଆଧାରରେ ସିପିଏସଇ (ଏୟାର ଇଣ୍ଡିଆ ଏବଂ ଏହାର 5ଟି ସହଯୋଗୀ କମ୍ପାନୀରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର)ରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ଲାଗି ନୀତି ଆୟୋଗଙ୍କ ଚତୁର୍ଥ ପର୍ଯ୍ୟାୟ ସୁପାରିସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଗ୍ରହଣ କରିନେଇଛନ୍ତି ।ଏହି ବୈଠକରେ ପୁଞ୍ଜି ବିନିବେଶକୁ ଅନୁମୋଦନ ମିଳିଛି ।