ମନର କଥା ୨.୦ (ଏକବିଂଶ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
February 28th, 11:00 am
During Mann Ki Baat, PM Modi, while highlighting the innovative spirit among the country's youth to become self-reliant, said, Aatmanirbhar Bharat has become a national spirit. PM Modi praised efforts of inpiduals from across the country for their innovations, plantation and biopersity conservation in Assam. He also shared a unique sports commentary in Sanskrit.ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା ।
December 27th, 11:30 am
ବନ୍ଧୁଗଣ, ଦେଶର ସାଧାରଣ ଲୋକ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି । ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା । କରୋନାକୁ ନେଇ ଦୁନିଆରେ ଯୋଗାଣ-ଶୃଙ୍ଖଳ ସମ୍ପର୍କିତ ଅନେକ ବାଧାବିଘ୍ନ ମଧ୍ୟ ଆସିଲା, କିନ୍ତୁ, ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କଲୁ । ଦେଶରେ ଏକ ନୂତନ ଦକ୍ଷତା ମଧ୍ୟ ଜନ୍ମନେଲା । ଯଦି ଏହାକୁ ଶବ୍ଦରେ ପ୍ରକାଶ କରାଯାଏ, ତେବେ ଏହି ସାମର୍ଥ୍ୟର ନାମ ହେଉଛି ‘ଆତ୍ମନିର୍ଭରଶୀଳତା’ ।ଗୁଜରାଟର ଗାନ୍ଧୀନଗରଠାରେ ପ୍ରବାସୀ ପ୍ରଜାତିଙ୍କ ଉପରେ ତ୍ରୟୋଦଶ ସିଓପି ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 17th, 01:37 pm
ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନରେ ପ୍ରବାସୀ ପ୍ରଜାତିର ତ୍ରୟୋଦଶ ସିଓପି ସମ୍ମିଳନୀକୁ ଆପଣ ସମସ୍ତଙ୍କୁ ସ୍ଵାଗତ କରି ମୁଁ ଆନନ୍ଦ ଅନୁଭବ କରୁଛି ।ଗାନ୍ଧୀନଗରରେ ବନ୍ୟଜୀବଙ୍କ ପ୍ରବାସୀ ପ୍ରଜାତି ସଂରକ୍ଷଣ ସମ୍ପର୍କିତ 13ତମ ସିଓପି ସମ୍ମିଳନୀ ଉଦଘାଟନ କଲେ ପ୍ରଧାନମନ୍ତ୍ର
February 17th, 12:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଗାନ୍ଧୀନଗରଠାରେ ବନ୍ୟଜୀବଙ୍କ ପ୍ରବାସୀ ପ୍ରଜାତିଙ୍କ ସଂରକ୍ଷଣ ସମ୍ପର୍କିତ 13ତମ ସିଓପି ସମ୍ମିଳନୀ ଉଦ୍ଘାଟନ କରିଛନ୍ତି।