ମହାଲେଖାକାର ଓ ଉପ-ମହାଲେଖାକାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 21st, 04:31 pm

ମହାଲେଖାକାରରେ ମୋତେ ପୁଣି ଥରେ ଆସିବାର ସୁଯୋଗ ମିଳିଛି । ଅଧିକ ସୁଯୋଗ ତ ମୋତେ ମିଳୁ ନାହିଁ କଥାବାର୍ତ୍ତା କରିବା ପାଇଁ କିନ୍ତୁ କିଛି ସମୟରେ ହିଁ କିଛି ଅନୁଭବ ହୋଇ ଯାଇଥାଏ । ଗାନ୍ଧିଜୀଙ୍କର 150ତମ ଜନ୍ମ ଜୟନ୍ତୀ ବର୍ଷରେ ଏହି କାର୍ଯ୍ୟକ୍ରମ ହେବା, ଏହା ମଧ୍ୟ ହେଉଛି ନିଜକୁ ନିଜ ମଧ୍ୟରେ ଏକ ସୁଖଦ ଅନୁଭବ । ଆଉ ଗାନ୍ଧିଜୀ କହୁଥିଲେ କି ଯେଉଁଭଳି ଭାବେ ବ୍ୟକ୍ତି ନିଜର ପିଠିକୁ ଦେଖିପାରେ ନାହିଁ, ନିଜର ପଛ ଦେଖିପାରେ ନାହିଁ, ସେହିଭଳି ଭାବେ ବ୍ୟକ୍ତି ପାଇଁ ନିଜର ତ୍ରୁଟିଗୁଡ଼ିକୁ ଦେଖିବା ମଧ୍ୟ ବଡ଼ କଷ୍ଟକର ହୋଇଥାଏ ।

ଦେଶରେ ସମୟୋପଯୋଗୀ ଓ ପରିଣାମ ଆଧାରିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାରେ ସିଏଜିଙ୍କର ବୃହତ ଭୂମିକା ରହିଛି – ପ୍ରଧାନମନ୍ତ୍ରୀ

November 21st, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ମହାଲେଖାକାର ଓ ଉପ-ମହାଲେଖାକାର ସମ୍ମେଳନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ସମୟୋପଯୋଗୀ ଓ ପରିଣାମ ଆଧାରିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାରେ ସିଏଜିର ମହତ୍ଵପୂର୍ଣ୍ଣ ଭୂମିକା ରହିଛି ।

ମହାଲେଖାକାରଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

November 20th, 05:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନଭେମ୍ବର 29, 2019ରେ ମହାଲେଖାକାର ଏବଂ ଉପ ମହାଲେଖାକାରଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ । ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ କାର୍ଯ୍ୟାଳୟରେ ଦେଶବ୍ୟାପୀ ମହାଲେଖାକାର ଓ ଉପମହାଲେଖାକାରଙ୍କୁ ସମ୍ବୋଧିତ କରିବା ପୂର୍ବରୁ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ।