Double engine govt at Centre & in Gujarat have prioritised development of state: PM Modi
February 25th, 01:01 pm
Prime Minister Narendra Modi laid the foundation stone and dedicated to the nation multiple development projects worth more than Rs 4150 crores in Dwarka, Gujarat. Addressing the gathering, the Prime Minister bowed to the land of Lord Krishna Dwarka Mai, where he is placed as Dwarkadheesh. He recalled the prayers that he offered this morning at the temple and underlined the deep importance of the teerth in the religious life of the nation As Aadi Shankaracharya established one of the four ‘peeths’ i.e. Sharda peet.ଗୁଜରାଟର ଦ୍ୱାରକାରେ ୪୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
February 25th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଦ୍ୱାରକାଠାରେ ୪୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଖା ମୁଖ୍ୟ ଭୂମି ଏବଂ ଭେଟ ଦ୍ୱାରକାକୁ ସଂଯୋଗ କରୁଥିବା ସୁଦର୍ଶନ ସେତୁ, ୱାଦିନାର ଏବଂ ରାଜକୋଟ-ଓଖାରେ ପାଇପଲାଇନ ପ୍ରକଳ୍ପ, ରାଜକୋଟ-ଜେତଲସାର-ସୋମନାଥ ଏବଂ ଜେତଲସାର-ୱାନସଜାଲିଆ ରେଳ ବିଦ୍ୟୁତୀକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ଜାତୀୟ ରାଜପଥ-୯୨୭ ର ଧୋରାଜି-ଜାମକଣ୍ଡୋର୍ନା-କାଲାବାଦ ସେକ୍ସନର ପ୍ରଶସ୍ତୀକରଣ, ଜାମନଗରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବଂ ଜାମନଗରର ସିକ୍କା ଥର୍ମାଲ ପାୱାର ଷ୍ଟେସନରେ ଫ୍ଲୁ ଗ୍ୟାସ୍ ଡିସଲ୍ଫୁରାଇଜେସନ୍ (ଏଫଜିଡି) ସିଷ୍ଟମ ସ୍ଥାପନ ପାଇଁ ଶିଳାନ୍ୟାସ କରିଥିଲେ।ଜି-୨୦ ଶିଖର ସମ୍ମିଳନୀର ଅବସରରେ ତୃଣମୂଳ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
September 22nd, 11:22 pm
ଆପଣଙ୍କ ମଧ୍ୟରୁ କିଛି ହୁଏତ ସ୍ୱୀକାର କରିବେ ନାହିଁ, ଯେ ଆପଣ ଆଦୌ ଥକି ଯାଇନଥିଲେ । ଠିକ୍ ଅଛି, ମୋର ଆପଣଙ୍କର ଅଧିକ ସମୟ ନେବାର କୌଣସି ଇଚ୍ଛା ନାହିଁ । କିନ୍ତୁ ଏତେ ବଡ଼ ସଫଳତା ମିଳିଛି, ଦେଶର ନାମ ଉଜ୍ବଳ ହୋଇଛି ଏବଂ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ଆପଣମାନେ ସମସ୍ତେ ସେହି ଲୋକ, ଯେଉଁମାନେ ଏହା ପଛରେ ଥିଲେ, ଯେଉଁମାନେ ଦିନ ରାତି ପରିଶ୍ରମ କରିଥିଲେ ଏବଂ ଫଳସ୍ୱରୂପ, ଏହି ସଫଳତା ଆଜି ହାସଲ ହୋଇଛି । ଯେତେବେଳେ ଜଣେ ଖେଳାଳି ଅଲିମ୍ପିକ୍ ପୋଡିୟମ୍ କୁ ଯାଇ ପଦକ ଜିତିଥାନ୍ତି ଏବଂ ଦେଶର ନାମକୁ ଚମକାଇଥାନ୍ତି, ସେଥିପାଇଁ ପ୍ରଶଂସା ଦୀର୍ଘ ଦିନ ଧରି ଜାରି ରହିଥାଏ। ସେହିଭଳି ଆପଣମାନେ ସମସ୍ତେ ମିଶି ଦେଶର ନାମକୁ ଆଲୋକିତ କରିଛନ୍ତି।ଭାରତ ମଣ୍ଡପମ ଠାରେ ଜି-୨୦ ଶିଖର ସମ୍ମିଳନୀର ତୃଣମୂଳ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 22nd, 06:31 pm
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଜି-୨୦ର ସଫଳ ଆୟୋଜନ ପାଇଁ ମିଳୁଥିବା ପ୍ରଶଂସା ଉପରେ ଆଲୋକପାତ କରିଥିଲେ ଏବଂ ଏହି ସଫଳତା ପାଇଁ ତୃଣମୂଳ ସ୍ତରର କର୍ମକର୍ତ୍ତାମାନଙ୍କୁ ଶ୍ରେୟ ଦେଇଥିଲେ ।ଅକ୍ଟୋବର ୩୦ରୁ ନଭେମ୍ବର ପହିଲା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଓ ରାଜସ୍ଥାନ ଗସ୍ତ
October 29th, 08:16 pm
ଅକ୍ଟୋବର ୩୦ତାରିଖ ଦିନ ପ୍ରଧାନମନ୍ତ୍ରୀ ଭଦୋଦରାଠାରେ ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ ସ୍ଥଳୀର ଶିଳାନ୍ୟାସ କରିବେ । ଅକ୍ଟୋବର ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ କେଭାଡିଆ ଗସ୍ତ କରିବେ । ସେ ଏକତାର ପ୍ରତିମୂର୍ତ୍ତିରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ପରେ ପରେ ସେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୯୭ତମ ସାଧାରଣ ଭିତ୍ତିଭୂମି ପାଠ୍ୟକ୍ରମର ଉଦ୍ଯାପନ ୪.୦ରେ ତାଲିମ ଗ୍ରହଣକାରୀ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବେ । ତା’ ପରେ ପ୍ରଧାନମନ୍ତ୍ରୀ ବାନଶକଣ୍ଟା ଜିଲ୍ଲାରେ ପହଂଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଥରାଡଠାରେ ଶିଳାନ୍ୟାସ କରିବେ । ସେ ମଧ୍ୟ ଅହମ୍ମଦାବାଦରେ କେତେକ ପ୍ରମୁଖ ରେଳ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨ଠ୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟର ମୂଳପାଠ
August 13th, 11:31 am
ଚାଲନ୍ତୁ, ଏମିତି ଭାବେ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବା ମୋ ପାଇଁ ବହୁତ ପ୍ରେରଣାଦାୟକ ଅଟେ, କିନ୍ତୁ ସମସ୍ତଙ୍କ ସହିତ ବୋଧହୁଏ କଥାବାର୍ତ୍ତା କରିବା ସମ୍ଭବ ହୋଇନଥାଏ, କିନ୍ତୁ ଭିନ୍ନ ଭିନ୍ନ ସମୟରେ ଆପଣଙ୍କ ମଧ୍ୟରେ କେତେକଙ୍କ ସହିତ କୌଣସି ନା କୌଣସି ଭାବରେ ମୋତେ ସମ୍ପର୍କରେ ରହିବାର ସୁଯୋଗ ମିଳିଥାଏ, କଥାବାର୍ତ୍ତା ହେବାର ଅବସର ମିଳିଛି, କିନ୍ତୁ ମୋ ପାଇଁ ଖୁସି ଯେ ଆପଣ ସମୟ ବାହାର କରି ମୋର ଘରକୁ ଆସିଲେ ଏବଂ ପରିବାରର ଜଣେ ସଦସ୍ୟ ଭାବରେ ଆସିଛନ୍ତି । ତେବେ ଆପଣଙ୍କ ସିଦ୍ଧିର ଯଶ ଆପଣଙ୍କ ସହିତ ଯୋଡ଼ି ହୋଇ ଯେମିତି ପ୍ରତ୍ୟେକ ଭାରତୀୟ ଗର୍ବ କରୁଛନ୍ତି, ମୁଁ ମଧ୍ୟ ଗର୍ବ କରୁଛି । ଆପଣ ସମସ୍ତଙ୍କୁ ମୋର ଏହି ସ୍ଥାନକୁ ବହୁତ ବହୁତ ସ୍ୱାଗତ ।ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତୀୟ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
August 13th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତମାନଙ୍କୁ ନୂଆଦିଲ୍ଲୀଠାର ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଉଭୟ ଖେଳାଳୀ ଓ ସେମାନଙ୍କ ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଓ କ୍ରୀଡା, ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।Freebies will prevent the country from becoming self-reliant, increase burden on honest taxpayers: PM
August 10th, 04:42 pm
On the occasion of World Biofuel Day, PM Modi dedicated the 2G Ethanol Plant in Panipat, Haryana to the nation. The PM pointed out that due to the mixing of ethanol in petrol, in the last 7-8 years, about 50 thousand crore rupees of the country have been saved from going abroad and about the same amount has gone to the farmers of our country because of ethanol blending.PM dedicates 2G Ethanol Plant in Panipat
August 10th, 04:40 pm
On the occasion of World Biofuel Day, PM Modi dedicated the 2G Ethanol Plant in Panipat, Haryana to the nation. The PM pointed out that due to the mixing of ethanol in petrol, in the last 7-8 years, about 50 thousand crore rupees of the country have been saved from going abroad and about the same amount has gone to the farmers of our country because of ethanol blending.ରୌପ୍ୟ ପଦକ ଜିତିବା ପାଇଁ ଭାରତୀୟ ପୁରୁଷ ହକି ଦଳ ପାଇଁ ଗର୍ବ ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।ପୁରୁଷ ସିଙ୍ଗଲ୍ସ ଟେବୁଲ୍ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶରଥ କମଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଳ୍ୟଜି ୨୦୨୨ ରେ ପୁରୁଷ ସିଙ୍ଗଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶରଥ କମଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ସତ୍ୱିକ୍ ସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟଜି ୨୦୨୨ ରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସତ୍ୱିକ ସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ବ୍ରୋଞ୍ଜ ପଦକ ଜିତିବା ପାଇଁ ଟେବୁଲ୍ ଟେନିସ୍ ଖେଳାଳି ସାଥିଆନ୍ ଗଣଶେଖରନଙ୍କ ଦୃଢତା ଏବଂ ଉତ୍ସର୍ଗତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ପୁରୁଷ ସିଙ୍ଗଲ୍ସ ଟେବୁଲ ଟେନିସରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ଟେବୁଲ ଟେନିସ ଖେଳାଳି ସାଥିଆନ ଗଣଶେଖରନଙ୍କ ଦୃଢତା ଏବଂ ଉତ୍ସର୍ଗୀକୃତତାକୁ ପ୍ରଶଂସା କରିଛନ୍ତି ।ସିଡବ୍ଲ୍ୟୁଜି ୨୦୨୨ ରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଲକ୍ଷ୍ୟ ସେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 08th, 06:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ସେନଙ୍କୁ ବର୍ମିଂହାମର ସିଡବ୍ଲ୍ୟୁଜି ୨୦୨୨ ରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।ମିକ୍ସଡ ଡବଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଶରଥ କମଲ ଏବଂ ଶ୍ରୀଜା ଆକୁଲାଙ୍କ ଗୌରବ ଏବଂ ଦୃଢତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ମିକ୍ସଡ ଡବଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶରଥ କମଲ ଏବଂ ଶ୍ରୀଜା ଆକୁଲାଙ୍କୁ ପ୍ରଶଂସା କରିଛନ୍ତି ।ସିଡବ୍ଳ୍ୟଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଶ୍ରୀକାନ୍ତ କିଡାମ୍ବିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀକାନ୍ତ କିଡାମ୍ବିଙ୍କୁ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀକାନ୍ତ କିଡାମ୍ବି ଚତୁର୍ଥ ପଦକ ଜିଣିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିବା ପାଇଁ ମହିଳା କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ବର୍ମିଂହାମରେ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।ବ୍ୟାଡମିଣ୍ଟନ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଟ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ପାଇଁ ଗର୍ବିତ ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ୍ ସିଡବ୍ଲ୍ୟୁଜି ୨୦୨୨ ରେ ବ୍ୟାଡମିଣ୍ଟନ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଟ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ବକ୍ସିଂରେ ସିଡବ୍ଲ୍ୟୁଜି ରେ ରୌପ୍ୟ ପଦକ ଜିତିଥିବାରୁ ସାଗର ଅହଲୱାଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 08th, 08:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟଜି ୨୦୨୨ ରେ ବକ୍ସିଂରେ ପୁରୁଷ ୯୨+ କିଲୋଗ୍ରାମରେ ରୌପ୍ୟ ପଦକ ଜିତିବା ପାଇଁ ସାଗର ଅହଲୱାଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 07th, 11:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠି କ୍ରୀଡା ୨୦୨୨ ରେ ସ୍କ୍ୱାସ୍ ମିକ୍ସଡ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।