ରାଜ୍ୟ ଗୋଷ୍ଠୀ ଆଇନ ଶିକ୍ଷା ସଂଘ- ରାଜ୍ୟ ଗୋଷ୍ଠୀ ଆଟର୍ଣ୍ଣି ଏବଂ ସଲିସିଟର ଜେନେରାଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 03rd, 11:00 am
ଏହି ସମ୍ମିଳନୀକୁ ଉଦ୍ ଘାଟନ କରି ଖୁସି ଲାଗୁଛି। ମୁଁ ଖୁସି ଯେ ସମଗ୍ର ବିଶ୍ୱର ଅଗ୍ରଣୀ ଆଇନଜୀବୀମାନେ ଏଠାରେ ଉପସ୍ଥିତ ଅଛନ୍ତି । ଏକ ଚତୁର୍ଥାଂଶ ବିଲିୟନ ଭାରତୀୟଙ୍କ ତରଫରୁ ମୁଁ ଆମର ସମସ୍ତ ଅନ୍ତର୍ଜାତୀୟ ଅତିଥିମାନଙ୍କୁ ସ୍ୱାଗତ କରୁଛି । ମୁଁ ଆପଣସମସ୍ତଙ୍କୁ ଅନୁରୋଧ କରୁଛି ଯେ ଅତୁଳନୀୟ ଭାରତକୁ ସମ୍ପୂର୍ଣ୍ଣ ଭାବରେ ଅନୁଭବ କରିବାକୁ ନିବେଦନ କରିବି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଏଲଇଏ ରାଜ୍ୟଗୋଷ୍ଠୀ ଅଧିବକ୍ତା ଓ ମହାଅଧିବକ୍ତା ସମ୍ମିଳନୀ ୨୦୨୪ ଉଦଘାଟିତ
February 03rd, 10:34 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩-୦୨-୨୦୨୪) ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରାଜ୍ୟଗୋଷ୍ଠୀ ଶିକ୍ଷା ସଂଘ (ସିଏଲଇଏ) ରାଜ୍ୟଗୋଷ୍ଠୀ ଅଧିବକ୍ତା ଓ ମହାଅଧିବକ୍ତା ସମ୍ମିଳନୀ (ଏଏସଜିସି) ୨୦୨୪କୁ ଉଦଘାଟନ କରିଛନ୍ତି । ସମ୍ମିଳନୀର ବିଷୟବସ୍ତୁ ହେଉଛି “ନ୍ୟାୟ ପ୍ରଦାନରେ ସୀମା ପାର ଆହ୍ୱାନ” । ସମ୍ମିଳନୀ କାଳରେ ବିଚାର ବ୍ୟବସ୍ଥାନ୍ତର ପରିପ୍ରେକ୍ଷୀରେ ଆଇନ ଓ ନ୍ୟାୟ, ଆଇନ ବ୍ୟବସ୍ଥା, ନୈତିକତାର ଗୁରୁତ୍ୱ, କାର୍ଯ୍ୟନିର୍ବାହୀର ଉତ୍ତର ଦାୟିତ୍ୱ, ଆଧୁନିକ ଆଇନ ଶିକ୍ଷା ଇତ୍ୟାଦି ନେଇ ବିଚାରବିମର୍ଶ ହେବ ।ଫେବୃଆରୀ ୩ ରେ ସିଏଲଇଏ –କମନୱେଲ୍ଥ ଆଟର୍ଣ୍ଣି ଏବଂ ସଲିସିଟର ଜେନେରାଲ ସମ୍ମିଳନୀ ୨୦୨୪ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
February 02nd, 11:10 am
ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି 'ନ୍ୟାୟ ପ୍ରଦାନରେ ସୀମାପାର ଆହ୍ୱାନ'। ଏହି ସମ୍ମିଳନୀରେ ନ୍ୟାୟିକ ପରିବର୍ତ୍ତନ ଏବଂ ଆଇନ ଅଭ୍ୟାସର ନୈତିକ ଦିଗ ଭଳି ଆଇନ ଓ ନ୍ୟାୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ; କାର୍ଯ୍ୟନିର୍ବାହୀ ଉତ୍ତରଦାୟିତ୍ୱ; ଏବଂ ଅନ୍ୟମାନଙ୍କ ମଧ୍ୟରେ ଆଧୁନିକ ଆଇନ ଶିକ୍ଷାର ପୁନଃସମୀକ୍ଷା କରିଥିଲେ ।