ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

December 19th, 06:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କ ସହ କଥା ହୋଇଛନ୍ତି ।

ଜାମାଇକା ପ୍ରଧାନମନ୍ତ୍ରୀଙ୍କ ସହ ସଂଯୁକ୍ତ ପ୍ରେସ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

October 01st, 12:00 pm

ପ୍ରଧାନମନ୍ତ୍ରୀ ହୋଲନେସ୍ ଓ ତାଙ୍କ ପ୍ରତିନିଧିଦଳଙ୍କୁ ଭାରତରେ ସ୍ୱାଗତ କରି ମୁଁ ବହୁତ ଖୁସି ହେଉଛି । ଜାମାଇକାର ପ୍ରଧାନମନ୍ତ୍ରୀ ପ୍ରଥମ ଥର ଆଜି ଦ୍ୱିପାକ୍ଷିକ ଗସ୍ତରେ ଆସିଛନ୍ତି । ତେଣୁ ଏହି ଯାତ୍ରା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

PM Modi addresses the Nari Shakti Vandan Abhinandan Karyakram in Ahmedabad

September 26th, 07:53 pm

Addressing the Nari Shakti Vandan Abhinandan Karyakram in Ahmedabad, Prime Minister Narendra Modi hailed the passage of the Nari Shakti Vandan Adhiniyam, seeking to reserve 33% of seats in Lok Sabha and state Assemblies for women. Speaking to the women in the event, PM Modi said, “Your brother has done one more thing in Delhi to increase the trust with which you had sent me to Delhi. Nari Shakti Vandan Adhiniyam, i.e. guarantee of increasing representation of women from Assembly to Lok Sabha.”

ଅଷ୍ଟ୍ରେଲିଆର ସିଡନୀ ଠାରେ ସାମୁଦାୟିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 23rd, 08:54 pm

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏବଂ ମୋର ପ୍ରିୟ ମିତ୍ର, ମହାମହିମ, ଆନ୍ଥୋନୀ ଆଲବାନିସ, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ, ମହାମହିମ ସ୍କଟ୍ ମାରିସନ, ନିଉ ସାଉଥ୍ ୱେଲ୍ସର ପ୍ରିମିୟର କ୍ରିସ୍ ମିନ୍ସ, ବୈଦେଶିକ ମନ୍ତ୍ରୀ ପେନୀ ବୋଂଗ, ସଞ୍ଚାର ମନ୍ତ୍ରୀ ମିଶେଲ ରୋଲେଣ୍ଡ, ଶକ୍ତି ମନ୍ତ୍ରୀ କ୍ରିସ୍ ବୋବେନ, ବିରୋଧୀ ଦଳ ନେତା ପିଟର ଡଟନ, ସହଯୋଗୀ ବୈଦେଶିକ ମନ୍ତ୍ରୀ ଟିମ୍ ୱାଟ୍ସ, ନିଉ ସାଉଥ୍ ୱେଲ୍ସର ସମସ୍ତ ଆଦରଣୀୟ ସଦସ୍ୟ, ପେରାମାଟାର ସଂସଦ ସଦସ୍ୟ ଡକ୍ଟର ଏଣ୍ଡୟୁ ଚାର୍ଲଟନ, ଏଠାରେ ଉପସ୍ଥିତ ଅଷ୍ଟ୍ରେଲିଆର ସମସ୍ତ ସାଂସଦ ସଦସ୍ୟ, ମେୟର, ଡେପୁଟି ମେୟର, କାଉନସିଲର୍ସ ଏବଂ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟ, ଯେଉଁମାନେ ଆଜି ଏତେ ବିଶାଳ ସଂଖ୍ୟାରେ ଉପସ୍ଥିତ ଅଛନ୍ତି, ଆପଣ ସମସ୍ତଙ୍କୁ ମୋର ନମସ୍କାର!

ଅଷ୍ଟ୍ରେଲିଆର ସିଡନୀରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

May 23rd, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମହାମହିମ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସଙ୍କ ସହ ସିଡନୀର କୁଡୋସ ବ୍ୟାଙ୍କ ଅଞ୍ଚଳରେ ୨୩ ମେ’୨୦୨୩ ଦିନ ଏକ ବିଶାଳ ଭାରତୀୟ ଗୋଷ୍ଠୀର ସଦସ୍ୟଙ୍କୁ ଉଦବୋଧନ ଦେବା ସହ ମତ ବିନିମୟ କରିଛନ୍ତି ।

ଜୟପୁର ଠାରେ ଖେଳ ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 05th, 05:13 pm

ସର୍ବପ୍ରଥମେ ଜୟପୁର ମହାଖେଳରେ ମେଡାଲ ଜିତିଥିବା, ଏହି ପ୍ରତିଯୋଗୀତାରେ ସାମିଲ ହୋଇଥିବା ପ୍ରତ୍ୟକ ଖେଳାଳି, ପ୍ରଶିକ୍ଷକ ଏବଂ ତାଙ୍କର ପରିଜନମାନଙ୍କୁ ବହୁତ ବହୁତ ଶୁଭେଚ୍ଛା, ଆପଣ ସମସ୍ତେ ଜୟପୁରର ଖେଳ ପଡ଼ିଆରେ କେବଳ ଖେଳିବାକୁ ଓହ୍ଲାଇନାହାନ୍ତି, ଆପଣ ଜିତିବାକୁ ମଧ୍ୟ ଓହ୍ଲାଇଛନ୍ତି । ଏବଂ ଯେଉଁଠାରେ ଶିଖିବାକୁ ମିଳିଥାଏ, ସେଠାରେ ଜିତିବା ନିଜେ ନିଜେ ସୁନିଶ୍ଚିତ ହୋଇ ଯାଇଥାଏ । ଖେଳ ପଡ଼ିଆରେ କୌଣସି ମଧ୍ୟ ଖେଳାଳି, କାଲି ହାତରେ ଫେରି ନ ଥାଏ ।

ଜୟପୁର ମହାଖେଳରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଉଦ୍‌ବୋଧନ “ଶିକ୍ଷା ଲାଭ କରିଥିଲେ ବିଜୟ ସୁନିଶ୍ଚିତ କରି ହେବ”

February 05th, 12:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି(୦୫.୦୨. ୨୦୨୩) ଆଭାସୀ ମାଧ୍ୟମରେ ଜୟପୁର ମହାଖେଳକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଏକ କବାଡି ପ୍ରତିଯୋଗିତା ମଧ୍ୟ ଦେଖିଥିଲେ । ଜୟପୁର ଗ୍ରାମୀଣ ଲୋକସଭା ସଦସ୍ୟ ଶ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଏହି ମହାଖେଳ ୨୦୧୭ ମସିହାରୁ ଆୟୋଜନ କରି ଆସୁଛନ୍ତି ।

2022 ଅତ୍ୟନ୍ତ ପ୍ରେରଣାଦାୟକ ଏବଂ ଚମତ୍କାର: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

December 25th, 11:00 am

ବନ୍ଧୁଗଣ ଏସବୁ ସହିତ ୨୦୨୨କୁ ଆଉ ଗୋଟିଏ କାରଣ ଯୋଗୁଁ ସବୁବେଳେ ସ୍ମରଣ କରାଯିବ । ଏହାହେଉଛି ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବଧାରାର ବିସ୍ତାର । ଦେଶର ଲୋକେ ଏକତା ଓ ଏକଜୁଟତାକୁ ପାଳନ କରିବା ପାଇଁ ଅନେକ ଭିନ୍ନ ଧରଣର ଆୟୋଜନ କଲେ । ଗୁଜୁରାଟର ମାଧବପୁର ମେଳା ହେଉ, ଯେଉଁଠି ରୁକ୍ମିଣୀ ବିବାହ ଏବଂ ଭଗବାନ କୃଷ୍ଣଙ୍କ ପୂର୍ବୋତ୍ତର ସହ ସମ୍ପର୍କକୁ ପାଳନ କରାଯାଇଥାଏ କିମ୍ବା କାଶୀ-ତାମିଲ ସଙ୍ଗମମ୍ ହେଉ, ଏହି ପର୍ବଗୁଡ଼ିକରେ ଏକତାର ଅନେକ ରଙ୍ଗ ଦେଖିବାକୁ ମିଳିଲା । ୨୦୨୨ରେ ଦେଶବାସୀମାନେ ଆଉ ଏକ ଅମର ଇତିହାସ ସୃଷ୍ଟି କରିଦେଲେ । ଅଗଷ୍ଟ ମାସରେ ଚାଲିଥିବା ‘ହର୍ ଘର୍ ତିରଙ୍ଗା’ ଅଭିଯାନକୁ କିଏବା ଭୁଲିପାରେ? ସେହି ମୁହୂର୍ତ୍ତରେ ଦେଶବାସୀଙ୍କର ରୋମ ଟାଙ୍କୁରି ଉଠୁଥିଲା । ସ୍ୱାଧୀନତାର ୭୫ ବର୍ଷର ଏହି ଅଭିଯାନରେ ସମଗ୍ର ଦେଶ ତ୍ରିରଙ୍ଗାମୟ ହୋଇଯାଇଥିଲା । ୬ କୋଟିରୁ ଅଧିକ ଲୋକେ ତ୍ରିରଙ୍ଗା ସାଥୀରେ ନିଜର ସେଲ୍‌ଫି ମଧ୍ୟ ପଠାଇଲେ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଆଗାମୀ ବର୍ଷ ମଧ୍ୟ ଏହିଭଳି ଭାବରେ ଚାଲିବ - ଅମୃତକାଳର ମୂଳଦୁଆକୁ ଆହୁରି ସୁଦୃଢ଼ କରିବ ।

ମିକ୍ସଡ ଡବଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଶରଥ କମଲ ଏବଂ ଶ୍ରୀଜା ଆକୁଲାଙ୍କ ଗୌରବ ଏବଂ ଦୃଢତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

August 08th, 08:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ମିକ୍ସଡ ଡବଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶରଥ କମଲ ଏବଂ ଶ୍ରୀଜା ଆକୁଲାଙ୍କୁ ପ୍ରଶଂସା କରିଛନ୍ତି ।

ସିଡବ୍ଳ୍ୟଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଶ୍ରୀକାନ୍ତ କିଡାମ୍ବିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 08th, 08:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀକାନ୍ତ କିଡାମ୍ବିଙ୍କୁ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀକାନ୍ତ କିଡାମ୍ବି ଚତୁର୍ଥ ପଦକ ଜିଣିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିବା ପାଇଁ ମହିଳା କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 08th, 08:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ବର୍ମିଂହାମରେ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟାଡମିଣ୍ଟନ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଟ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ପାଇଁ ଗର୍ବିତ ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ

August 08th, 08:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ୍ ସିଡବ୍ଲ୍ୟୁଜି ୨୦୨୨ ରେ ବ୍ୟାଡମିଣ୍ଟନ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଟ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବକ୍ସିଂରେ ସିଡବ୍ଲ୍ୟୁଜି ରେ ରୌପ୍ୟ ପଦକ ଜିତିଥିବାରୁ ସାଗର ଅହଲୱାଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 08th, 08:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟଜି ୨୦୨୨ ରେ ବକ୍ସିଂରେ ପୁରୁଷ ୯୨+ କିଲୋଗ୍ରାମରେ ରୌପ୍ୟ ପଦକ ଜିତିବା ପାଇଁ ସାଗର ଅହଲୱାଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 07th, 11:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠି କ୍ରୀଡା ୨୦୨୨ ରେ ସ୍କ୍ୱାସ୍ ମିକ୍ସଡ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପୁରୁଷ ଡବଲ୍ ଟେବୁଲ୍ ଟେନିସରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶରଥ କମଲ ଏବଂ ସାଥିୟାନ୍ ଗଣଶେଖରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

August 07th, 10:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ୍ ସିଡବ୍ଲ୍ୟୁଜି ୨୦୨୨ ରେ ପୁରୁଷ ଡବଲ୍ ଟେବୁଲ୍ ଟେନିସରେ ରୌପ୍ୟ ପଦକ ଜିତିବା ପାଇଁ ଶରଥ କମଲ ଏବଂ ସାଥିୟାନ୍ ଗଣଶେଖରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସିଡବ୍ଲ୍ୟୁଜି ୨୦୨୨ ରେ ମହିଳା ୫୦ କିଲୋଗ୍ରାମ ବର୍ଗ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନିଖତ ଜରିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 07th, 08:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ମହିଳା ୫୦ କିଲୋଗ୍ରାମ ବର୍ଗ ବକ୍ସିରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନିଖତ ଜରିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସିଡବ୍ଲ୍ୟୁଜି ୨୦୨୨ ରେ ମହିଳା ଜାଭେଲିନ୍ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅନୁ ରାଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 07th, 06:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ମହିଳା ଜାଭେଲିନ୍ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅନୁ ରାଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସିଡବ୍ଳ୍ୟୁଜି ୨୦୨୨ ରେ ପୁରୁଷ ୧୦,୦୦୦ ମିଟର ରେସ୍ ୱାକରେ ବ୍ରୋଞ୍ଚ ପଦକ ଜିତିଥିବାରୁ ସନ୍ଦୀପ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 07th, 06:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ପୁରୁଷ ୧୦,୦୦୦ ମିଟର ରେସ ୱାକରେ ବ୍ରୋଞ୍ଚ ପଦକ ଜିତିଥିବାରୁ ସନ୍ଦୀପ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଟ୍ରିପଲ ଜମ୍ପ ପ୍ରତିଯୋଗିତାରେ ରୌପ୍ୟ ଜିତିବା ପାଇଁ ଅବଦୁଲ୍ଲା ଆବୁବାକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 07th, 06:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ଆଥଲେଟିକ୍ସ ପୁରୁଷ ଟ୍ରିପଲ ଜମ୍ପ ପ୍ରତିଯୋଗିତାରେ ରୌପ୍ୟ ଜିତିବା ପାଇଁ ଅବଦୁଲ୍ଲା ଆବୁବାକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଥଲେଟିକ୍ସ ପୁରୁଷ ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଏଲଧୋସ ପାଉଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 07th, 06:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ଆଥଲେଟିକ୍ସ ପୁରୁଷ ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଏଲଧୋସ ପାଉଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।