Today, the youth of my village are social media heroes: PM Modi in Lohardaga
May 04th, 11:00 am
Prime Minister Narendra Modi addressed massive gathering Lohardaga, Jharkhand, where he highlighted the achievements of his government and warned against the dangers posed by the Congress and its allies. Speaking to the enthusiastic crowd, PM Modi emphasized the significance of each vote and the transformative impact it can have on the nation.PM Modi addresses public meetings in Palamu & Lohardaga, Jharkhand
May 04th, 10:45 am
Prime Minister Narendra Modi addressed massive gatherings in Palamu and Lohardaga, Jharkhand, where he highlighted the achievements of his government and warned against the dangers posed by the Congress and its allies. Speaking to the enthusiastic crowd, PM Modi emphasized the significance of each vote and the transformative impact it can have on the nation.ମଧ୍ୟପ୍ରଦେଶ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
August 21st, 12:15 pm
ଆଜି ଆପଣ ସମସ୍ତେ ଏହି ଐତିହାସିକ ଅବଧିରେ ଶିକ୍ଷା ଭଳି ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ସହିତ ନିଜେ ନିଜକୁ ଯୋଡ଼ି ହେଉଛନ୍ତି। ଚଳିତ ଥର ଲାଲକିଲ୍ଲାରୁ ମୁଁ ପଚାରିଥିଲି ଯେ କେମିତି ଦେଶର ବିକାଶରେ ରାଷ୍ଟ୍ରୀୟ ଚରିତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆପଣ ସମସ୍ତେ ଭାରତର ଆଗାମୀ ପିଢ଼ିକୁ ଆଧୁନିକତା ଶୈଳୀରେ ଗଢ଼ିବା ଏବଂ ନୂତନ ଦିଗ ଦେବାର ଦାୟିତ୍ବ ରହିଛି। ମୁଁ ମଧ୍ୟ ପ୍ରଦେଶର ପ୍ରାଥମିକ ନାମାଙ୍କନରେ ନିଯୁକ୍ତ ହେବାକୁ ଥିବା ପାଞ୍ଚ ହଜାରରୁ ଅଧିକ ପ୍ରମୁଖ ଶିକ୍ଷକ ଭାଇ ଭଉଣୀମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି। ମୋତେ କୁହାଯାଇଛି ଯେ ଗତ ୩ ବର୍ଷରେ ମଧ୍ୟପ୍ରଦେଶରେ ପାଖାପାଖି ୫୦ ହଜାର ବିନିମୟରେ ଇଣ୍ଟର୍ନସିପ୍ର ନିଯୁକ୍ତି ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି।ମଧ୍ୟପ୍ରଦେଶ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 21st, 11:50 am
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନେ ନିଯୁକ୍ତି ପତ୍ର ପାଉଛନ୍ତି ସେମାନେ ଏହି ଐତିହାସିକ ସମୟରେ ଶିକ୍ଷାଦାନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଯୋଗ ଦେଉଛନ୍ତି । ଲାଲକିଲ୍ଲାରୁ ଦେଶର ବିକାଶରେ ଜାତୀୟ ଚରିତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନଙ୍କୁ ଚାକିରି ମିଳୁଛି ସେମାନେ ଭାରତର ଭବିଷ୍ୟତ ପିଢ଼ିକୁ ଗଢ଼ିତୋଳିବା, ଆଧୁନିକୀକରଣ କରିବା ଏବଂ ସେମାନଙ୍କୁ ଏକ ନୂତନ ଦିଗ ଦେଖାଇବାର ଦାୟିତ୍ୱରେ ରହିବେ । ଏହି ରୋଜଗାର ମେଳା ଅବସରରେ ସେ ଆଜି ମଧ୍ୟପ୍ରଦେଶର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସାଢ଼େ ପାଞ୍ଚ ହଜାରରୁ ଅଧିକ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ୩ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟରେ ପାଖାପାଖି ୫୦ ହଜାର ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।ଜୀବନଯାପନରେ ସୁଗମତା ପାଇଁ ପ୍ରଯୁକ୍ତି ଶୀର୍ଷକ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣର ମୂଳ ପାଠ
February 28th, 10:05 am
ଜାତୀୟ ବିଜ୍ଞାନ ଦିବସରେ ଆଜିର ବଜେଟ ୱେବିନାରର ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏକବିଂଶ ଶତାବ୍ଦୀର ପରିବର୍ତ୍ତନଶୀଳ ଭାରତ ନିଜ ନାଗରିକମାନଙ୍କୁ ଟେକ୍ନୋଲୋଜିର ଶକ୍ତି ସହିତ କ୍ରମାଗତ ଭାବରେ ସଶକ୍ତ କରୁଛି । ବିଗତ କିଛିବର୍ଷ ମଧ୍ୟରେ ଆମର ସରକାରଙ୍କ ପ୍ରତ୍ୟକ ବଜେଟରେ ଟେକ୍ନୋଲୋଜି ସାହାଯ୍ୟରେ ଦେଶବାସୀଙ୍କ ଜୀବନଧାରଣରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ବର୍ଷର ବଜେଟରେ ମଧ୍ୟ ଆମେ ମାନବ ସ୍ପର୍ଶ ସହିତ ଟେକ୍ନୋଲୋଜିକୁ ପ୍ରାଥମିକତା ଦେବାକୁ ଚେଷ୍ଟା କରିଛୁ ।‘ପ୍ରଯୁକ୍ତି ଜରିଆରେ ସହଜ ଜୀବନଧାରଣ’ ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 28th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତି ବ୍ୟବହାର କରି ସହଜ ଜୀବନଧାରଣ’ ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍ ପରବର୍ତ୍ତୀ ୱେବିନାର ଶୃଙ୍ଖଳା ମଧ୍ୟରୁ ଏହା ହେଉଛି ପଞ୍ଚମ ୱେବିନାର।କେରଳର ଲୋକମାନେ ବର୍ତ୍ତମାନ ବିଜେପିକୁ ଏକ ନୂତନ ଆଶା ଭାବରେ ଦେଖୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
September 01st, 04:31 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓନାମ ଅବସରରେ କେରଳର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରି କହିଥିଲେ, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୁଁ ଓନାମର ସ୍ୱତନ୍ତ୍ର ଅବସରରେ କେରଳ ଆସିଛି । ଆପଣ ସମସ୍ତଙ୍କୁ ଓନାମର ବହୁତ ଖୁସି କାମନା କରୁଛି।ପ୍ରଧାନମନ୍ତ୍ରୀ ମୋଦୀ କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି
September 01st, 04:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓନାମ ଅବସରରେ କେରଳର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରି କହିଥିଲେ, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୁଁ ଓନାମର ସ୍ୱତନ୍ତ୍ର ଅବସରରେ କେରଳ ଆସିଛି । ଆପଣ ସମସ୍ତଙ୍କୁ ଓନାମର ବହୁତ ଖୁସି କାମନା କରୁଛି।ଉତ୍ତର ପ୍ରଦେଶର ଜାଲୋନ ଠାରେ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
July 16th, 04:17 pm
ୟୁପିର ଲୋକମାନଙ୍କୁ, ବୁଂଦେଲଖଣ୍ଡର ସମସ୍ତ ଭଉଣୀ-ଭାଇମାନଙ୍କୁ ଆଧୁନିକ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ବହୁତ ବହୁତ ଶୁଭେଚ୍ଛା । ବହୁତ ବହୁତ ଶୁଭକାମନା । ଏହି ଏକ୍ସପ୍ରେସ ୱେ ବୁଂଦେଲଖଣ୍ଡର ଗୌରବଶାଳୀ ପରମ୍ପରାକୁ ସମର୍ପିତ ହୋଇଛି । ଯେଉଁ ଜନ୍ମଭୂମି ଅଗଣିତ ବୀର ଯୋଦ୍ଧାମାନଙ୍କୁ ଜନ୍ମ ଦେଇଛି । ଯେଉଁମାନଙ୍କ ରକ୍ତରେ ଭାରତ ଭକ୍ତି ପ୍ରବାହିତ ହେଉଛି, ଯେଉଁଠିକାର ପୁଅ- ଝିଅମାନଙ୍କ ପରାକ୍ରମ ଏବଂ ପରିଶ୍ରମ ସବୁବେଳେ ଦେଶର ନାମକୁ ଉଜ୍ୱଳ କରିଛି, ସେହି ବୁଂଦେଲଖଣ୍ଡର ଧରିତ୍ରୀକୁ ଆଜି ଏକ୍ସପ୍ରେସ-ୱେର ଏହି ଉପହାର ଦେବାକୁ ଯାଇ ଉତ୍ତର ପ୍ରଦେଶର ସାଂସଦ ଭାବରେ, ଉତ୍ତର ପ୍ରଦେଶର ଜନପ୍ରତିନିଧି ଭାବରେ ମୋତେ ବିଶେଷ ଖୁସି ଲାଗୁଛି ।ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ; ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦ୍ଘାଟିତ
July 16th, 10:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ (ଏକ୍ସପ୍ରେସ ସଡକ)କୁ ଉଦ୍ଘାଟନ କପରିଛନ୍ତି । ଏହି ଉପଲକ୍ଷେ ଜଲାଉଁ ଜିଲ୍ଲାର ଓରାଇ ତହସିଲ ଅନ୍ତର୍ଗତ କୈଠେରୀ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟର ମନ୍ତ୍ରୀଗଣ ଓ ଲୋକ ପ୍ରତିନିଧିମାନେ ଯୋଗଦେଇଥିଲେ । ୨୯୬କି.ମି. ଦୈର୍ଘ୍ୟ ଚାରିଲେନ ବିଶିଷ୍ଟି ଏହି ଏକ୍ସପ୍ରେସ ସଡକ ୧୪ହଜାର ୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ।Eight years of BJP dedicated to welfare of poor, social security: PM Modi
May 21st, 02:29 pm
Prime Minister Narendra Modi today addressed the BJP National Office Bearers in Jaipur through video conferencing. PM Modi started his address by recognising the contribution of all members of the BJP, from Founders to Pathfinders and to the Karyakartas in strengthening the party.ପ୍ରଧାନମନ୍ତ୍ରୀ ମୋଦୀ ଜୟପୁରରେ ବିଜେପି ଜାତୀୟ ପଦାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି
May 20th, 10:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରଠାରେ ଭିଡିଓ କନଫରେନ୍ସିଂ ଜରିଆରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ବିଜେପିକୁ ମଜଭୁତ କରିବା ପାଇଁ ଦଳର ପ୍ରତିଷ୍ଠାତାଙ୍କ ଠାରୁ ଆରମ୍ଭ କରି ପାଥ୍ ଫାଇଣ୍ଡର ଏବଂ କାର୍ଯ୍ୟକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତ ସଦସ୍ୟଙ୍କ ଅବଦାନକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।ବର୍ଦ୍ଧିଷ୍ଣୁ ଓ ଅଭିଳାଷୀ ଅର୍ଥନୀତି ପାଇଁ ଦ୍ୱିତୀୟକ ବ୍ୟବସ୍ଥା”ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
March 08th, 02:23 pm
ସର୍ବପ୍ରଥମେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା । ଏବଂ ଏହା ମଧ୍ୟ ଗର୍ବର ବିଷୟ ଯେ ଯେତେବେଳେ ଆଜି ଆମେ ବଜେଟର ପ୍ରସଙ୍ଗରେ ଆଲୋଚନା କରୁଛନ୍ତି, ସେତେବେଳେ ଭାରତ ପରି ଏକ ବିଶାଳ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ଜଣେ ମହିଳା ଅଟନ୍ତି, ଯିଏ ଏଥର ଦେଶରେ ଏକ ବଡ଼ ପ୍ରଗତିଶୀଳ ବଜେଟ ଆଣିଛନ୍ତି ।ଅଭିବୃଦ୍ଧି ଓ ଆକାଂକ୍ଷିତ ଅର୍ଥନୀତି ନିମନ୍ତେ ଅର୍ଥ ବ୍ୟବସ୍ଥା ଶୀର୍ଷକ ବଜେଟ୍ ପର ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 08th, 11:57 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଜେଟ ପର ଅଭିବୃଦ୍ଧି ଓ ଆକାଂକ୍ଷିତ ଅର୍ଥନୀତି ନିମନ୍ତେ ଅର୍ଥ ବ୍ୟବସ୍ଥା ଶୀର୍ଷକ ଏକ ୱେବିନାରରେ ଆଜି (୦୮-୦୩-୨୦୨୨) ତାଙ୍କ ଅଭିଭାଷଣ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଅଭିଭାଷଣର ରଖିଥିବା ବଜେଟ ପରର ଏହା ଦଶମ ୱେବିନାର ।ବିଭିନ୍ନ ଜିଲ୍ଲାର ଡିଏମଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 22nd, 12:01 pm
ଜିଲ୍ଲାପାଳମାନେ ବିଭିନ୍ନ ସୁଧାର ସୂଚକାଙ୍କର ଉଦାହରଣ ଦେଇ ସେମାନଙ୍କର ଜିଲ୍ଲାର ଉନ୍ନତିକରଣ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲ । ଜିଲ୍ଲାପାଳମାନେ ଗ୍ରହଣ କରିଥିବା ପ୍ରମୁଖ ପଦକ୍ଷେପ ଜିଲ୍ଲାସ୍ତରରେ କିଭଳି ସଫଳତା ହାସଲ କରିଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ସେମାନେ କେଉଁ ଭଳି ବାଧାର ସମ୍ମୁଖିନ ହୋଇଛନ୍ତି ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଖୋଲାଖୋଲି ଭାବେ ପ୍ରକାଶ କରିବା ଲାଗି ପ୍ରଧାନମନ୍ତ୍ରୀ ସବୁ ଜିଲ୍ଲାପାଳମାନଙ୍କୁ କହିଥିଲେ।ପ୍ରମୁଖ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
January 22nd, 11:59 am
ଜିଲ୍ଲାପାଳମାନେ ବିଭିନ୍ନ ସୁଧାର ସୂଚକାଙ୍କର ଉଦାହରଣ ଦେଇ ସେମାନଙ୍କର ଜିଲ୍ଲାର ଉନ୍ନତିକରଣ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲ । ଜିଲ୍ଲାପାଳମାନେ ଗ୍ରହଣ କରିଥିବା ପ୍ରମୁଖ ପଦକ୍ଷେପ ଜିଲ୍ଲାସ୍ତରରେ କିଭଳି ସଫଳତା ହାସଲ କରିଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ସେମାନେ କେଉଁ ଭଳି ବାଧାର ସମ୍ମୁଖିନ ହୋଇଛନ୍ତି ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଖୋଲାଖୋଲି ଭାବେ ପ୍ରକାଶ କରିବା ଲାଗି ପ୍ରଧାନମନ୍ତ୍ରୀ ସବୁ ଜିଲ୍ଲାପାଳମାନଙ୍କୁ କହିଥିଲେ।ଡିଜିଟାଲ ଇଣ୍ଡିଆ ଅଭିଯାନର ୬ଷ୍ଠ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 01st, 11:01 am
କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରବିଶଙ୍କର ପ୍ରସାଦ ମହାଶୟ, ଶ୍ରୀ ସଞ୍ଜୟ ଧୋତ୍ରେ ମହାଶୟ, ଡିଜିଟାଲ ଇଣ୍ଡିଆ ସମେତ ଭିନ୍ନ-ଭିନ୍ନ ପଦକ୍ଷେପ ସହିତ ସାମିଲ ମୋର ସମସ୍ତ ସାଥୀଗଣ, ଭାଇ ଓ ଭଉଣୀମାନେ ! ଡିଜିଟାଲ ଇଣ୍ଡିଆ ଅଭିଯାନର 6 ବର୍ଷ ପୂରଣ ହେବା ଅବସରରେ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା !‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
July 01st, 11:00 am
ଡିଜିଟାଲ ଇଣ୍ଡିଆ’ ଅଭିଯାନକୁ ଛଅ ବର୍ଷ ପୂରଣ ହେବା ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଶାମରାଓ ଧୋତ୍ରେ ଉପସ୍ଥିତ ଥିଲେ।ବିହାରରେ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ଅବସରରେରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 21st, 12:13 pm
ବିହାରର ରାଜ୍ୟପାଳ ଶ୍ରୀ ଫାଗୁ ଚୌହାନ ମହୋଦୟ, ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ନୀତିଶ କୁମାର ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରବି ଶଙ୍କର ପ୍ରସାଦ ମହାଶୟ, ଶ୍ରୀ ବି.କେ ସିଂହ ମହାଶୟ, ଶ୍ରୀ ଆର.କେ ସିଂହ ମହାଶୟ, ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାଇ ସୁଶୀଲ ମହାଶୟ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !ବିହାରରେ 14 ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
September 21st, 12:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 14 ହଜାର କୋଟି ଟଙ୍କା ବ୍ୟୟରେ ବିହାରର 9ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି । ଏହାଛଡା ରାଜ୍ୟର ସମସ୍ତ ଗ୍ରାମକୁ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ଅପ୍ଟିକାଲ ଫାଇବର ପଦ୍ଧତିର ମଧ୍ୟ ଉଦ୍ଘାଟନ କରିଛନ୍ତି ।