ପୋଲିସ ସ୍ମୃତି ଦିବସରେ ଶହୀଦ ପୋଲିସ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 21st, 12:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଲିସ ସ୍ମୃତି ଦିବସରେ କାର୍ଯ୍ୟରତ ସମୟରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଜନ୍ମ ଶତବାର୍ଷିକୀ ପୂରଣ ଅବସରରେ ସ୍ୱତନ୍ତ୍ର 100 ଟଙ୍କିଆ ମୁଦ୍ରା ଉନ୍ମୋଚନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 12th, 11:01 am

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସହଯୋଗୀଗଣ, ଭିନ୍ନ-ଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଗଣ, ଦେଶ-ବିଦେଶରୁ ରାଜମାତା ବିଜୟାରାଜେ ସିନ୍ଧିଆ ମହାଶୟାଙ୍କ ସହିତ ଜଡିତ ପ୍ରଶଂସକ ଏବଂ ପରିବାରର ସଦସ୍ୟଗଣ, ସେମାନଙ୍କର ସ୍ନେହୀ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ଅବସରରେ 100 ଟଙ୍କିଆ ସ୍ଵତନ୍ତ୍ର ସ୍ମାରକୀ ମୁଦ୍ରା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

October 12th, 11:00 am

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ରାଜମାତାଙ୍କୁ ଏହି ଅବସରରେ ଶ୍ରୀ ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି । ରାଜମାତାଙ୍କ ସମ୍ମାନାର୍ଥେ ସ୍ଵତନ୍ତ୍ର 100 ଟଙ୍କିଆ ସ୍ମାରକୀ ଉନ୍ମୋଚନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେକରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଶରା ମୁବାରକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ; ଇନ୍ଦୋରରେ ଇମାମ ହୁସେନଙ୍କ ସ୍ମୃତି ଉତ୍ସବକୁ କଲେ ସମ୍ବୋଧନ

September 14th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଇନ୍ଦୋରଠାରେ ଇମାମ ହୁସେନଙ୍କ ଆତ୍ମବଳୀ ସ୍ମୃତି ଉତ୍ସବ, ଆଶରା ମୁବାରକରେ ଦାଉଦି ବୋହରା ସଂପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ ।

ଇମାମ ହୁସେନ (ଏସଏ)ଙ୍କ ସ୍ମୃତିରେ ଅନୁଷ୍ଠିତ – ଆଶରା ମୁବାରକରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 13th, 02:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇନ୍ଦୋରଠାରେ ସେପ୍ଟେମ୍ବର 14, 2018ରେ ଦାଉଦି ବୋହରା ସମ୍ପ୍ରଦାୟ ଦ୍ଵାରା ଆୟୋଜିତ ଆଶରା ମୁବାରକ – ଇମାମ ହୁସେନ (ଏସଏ)ଙ୍କ ସ୍ମୃତି ସଭାରେ ଯୋଗଦେବେ ।

ସ୍ମାରକୀ ଦିବସରେ ପୁଲିସ କର୍ମଚାରୀଙ୍କ ବୀରତ୍ଵକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

October 21st, 06:20 pm

The Prime Minister, Shri Narendra Modi, on Police Commemoration Day, has proudly recalled the valour of our courageous police personnel who have sacrificed their lives in the line of duty.

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜନ୍ମ ଶତବାର୍ଷିକୀ ସମାରୋହ ପାଇଁ ଦୁଇଟି କମିଟି ଗଠନ

September 23rd, 08:34 pm

Narendra Modi has approved the constitution of two committees for the commemoration of the birth centenary of Pandit Deendayal Upadhyay. The Prime Minister will chair a 149 member National Committee, and the Home Minister, Rajnath Singh, will chair a 23 member Executive Committee.